Top 10 ଭାରତୀୟ ଖେଳାଳି ଯେଉଁମାନେ ଦିନେ ଥିଲେ ବହୁତ ଗରିବ, 2 ନଂ କ୍ରିକେଟର ତ ଦୁଇ ବେଳା ଦୁଇ ମୁଠା ଖାଇବା ପାଇଁ ବି ପାଉନଥିଲେ

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଭାରତୀୟ କ୍ରିକେଟର ମାନଙ୍କୁ ଜାଣିଥିବେ ଯେଉଁ ମାନେ କାଠିର ପରିଶ୍ରମ କରି ଆଜି ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି । ଆଉ ଆଜି ଆମେ ଆପଣଙ୍କୁ ଏମିତି କିଛି କ୍ରିକେଟର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ କ୍ରିକେଟ ଦୁନିଆରେ ଆସିବା ଆଗରୁ ବହୁତ ଗରିବ ଥିଲେ ଏବଂ ଅନେକ ସଙ୍ଘର୍ଷର ସାମନା କରିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି କ୍ରିକେଟର ମାନଙ୍କ ଜୀବନର କାହାଣୀ ବିଷୟରେ ।

୧- ଆମ ଲିଷ୍ଟର ପ୍ରଥମେ ଅଛନ୍ତି ରମେଶ ପାୱାର ଯିଏ ଭାରତ ପାଇଁ ୩୪ଟି ୱାନ-ଡେ ଓ ୨ଟି ଟେଷ୍ଟ ମ୍ଯାଚ ଖେଳିଛନ୍ତି । ହେଲେ ତାଙ୍କୁ ଏହି ସ୍ଥାନରେ ପହଞ୍ଚିବାକୁ ବହୁତ ପସରିଆରମ କରିବାକୁ ପଡିଛି । ତାଙ୍କ ମାଙ୍କ ମୃତ୍ୟୁ ପରେ ଭଉଣୀଙ୍କ ସହଯୋଗ ପାଇଥିଲେ । ତାଙ୍କର ଇଣ୍ଡିଆ ଟିମରେ ସିଲେକ୍ସନ ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ କାରଣ ସେ ବହୁତ ମୋଟା ଥିଲେ ।

୨- ଆମ ଲିଷ୍ଟର ଦ୍ବିତୀୟରେ ଅଛନ୍ତି ଉମେଶ ୟାଦବ । ସେ ଟେନିସ ଟୁର୍ଣ୍ଣାମେଣ୍ଟ କେବଳ ଖେଳୁଥିଲେ ଆଉ ତାଙ୍କର ଜୀବନର ଲକ୍ଷ୍ୟ ଥିଲା ସେ କି ପୋଲିସ ଚାକିରି କରିବେ । କିନ୍ତୁ ତାଙ୍କ ଲାଇଫ ସେତେବେଳେ ବଦଳିଥିଲା ଯେବେ କଲେଜରେ ବୋଲିଙ୍ଗ ଟ୍ରାଇଲ ଦେବା ସମୟରେ ତାଙ୍କର ସିଲେକ୍ସନ ହୋଇଥିଲା । ତାଙ୍କର ସ୍ଵପ୍ନ ଥିଲା ବାପାଙ୍କୁ ନୂଆ ଘର ରଖିବାକୁ ଯାହା କ୍ରୀକେଟ ଖେଳିବା ପରେ ସମ୍ଭବ ହୋଇପାରିଥିଲା । ଦୁଇ ବେଳା ଦୁଇ ମୁଠା ଖାଇବା ପାଇଁ ତାଙ୍କ ପରିବାର ବହୁତ ସଂଘର୍ଷ କରିଛି । ଉମେଶ ନିଜ ସଂଘର୍ଷ ଓ କଷ୍ଟ ଦ୍ଵାରା ଆଜି ସଫଳତା ପାଇଛନ୍ତି ।

୩- ଆମ ଲିଷ୍ଟର ତୃତୀୟରେ ଅଛନ୍ତି ବିସ୍ପୋରକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ଶେହୱାଗ । ସେ ପିଲାଦିନୁ ଜଏଣ୍ଟ ପରିବାରରେ ରହିଛନ୍ତି ଯେଉଁଠି ୪୦ରୁ ଅଧିକ ଲୋକ ରହୁଥିଲେ । ତାଙ୍କ ବାପାଙ୍କର ଗହମ କଳ ଥିଲା କିନ୍ତୁ ଶେହୱାଗ ଏସବୁ ଠାରୁ ଦୂରରେ ରହୁଥିଲେ । ସେ ସଚିନଙ୍କ ବ୍ୟାଟିଙ୍ଗକୁ ଫଲୋ କରୁଥିଲେ ଯାହା ଫଳରେ ଭାରତୀୟ କ୍ରିକେଟରେ  ସ୍ଥାନ ପାଇଥିଲେ । 

୪- ଆମ ଲିଷ୍ଟର ଚତୁର୍ଥରେ ଅଛନ୍ତି ହରଭଜନ ସିଂ ଯିଏ ଇଣ୍ଡିଆ ଟିମରେ ଡ଼େବ୍ୟୁ କରିଥିଲେ । ସେ ନିଜର ବୋଲିଙ୍ଗ ଦ୍ଵାରା ଇମ୍ପପ୍ରେସ କରିନ ଥିଲେ । ଏଥିପାଇଁ ତାଙ୍କୁ ଟିମରୁ ୩ ବର୍ଷ ବାହାରି ଯାଇଥିଲେ । ଅଷ୍ଟ୍ରେଲିୟା ସିରିଜ ପରେ ତାଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଥିଲା ।

୫- ଆମ ଲିଷ୍ଟର ପଞ୍ଚମରେ ଅଛନ୍ତି ମହମଦ ସାମୀଙ୍କ କାହାଣୀ କୌଣସି ମିରାକେଲ ଠାରୁ କମ ନାହି । ତାଙ୍କର ସିଲେକ୍ସନ ଯେବେ କୋଲକାତାର ଏକ କ୍ଲବରେ କ୍ରିକେଟ ଖେଳିବା ପାଇଁ ସିଲେକ୍ସନ ହୋଇଥିଲା ସେତେବେଳେ ତାଙ୍କ ପାଖରେ ରହିବ ଆକୁ ପଇସା ନ ଥିଲା । ଭାରତୀୟ ଟିମରେ ଖେଳିବା ପରେ ତାଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିଲା । 

୬- ଆମ ଲିଷ୍ଟର ଷଷ୍ଠରେ ଅଛନ୍ତି ବିନୋଦ କାମଲି । ସେ ଏତେ ଗରିବ ଥିଲେ କି ବ୍ୟାଟ କିଣିବାକୁ ଚୋରୀ କରିବାକୁ ପଡୁଥିଲା । ସେ ସଚିନଙ୍କ ସହ ୬୦୦ରୁ ଅଧିକ ରନ କରି ଖେଳିବା ପରେ ଭାଗ୍ୟ ବଦଳିଯାଇଥିଲା ।

୭- ଆମ ଲିଷ୍ଟରେ ସପ୍ତମରେ ଅଛନ୍ତି ରବୀନ୍ଦ୍ର ଜାଡେଜା । ଏମିତି ସମୟ ଥିଲା କ୍ରିକେଟ ଖେଳିବାକୁ ମନସ୍ଥ କରିଥିଲେ । ୨୦୦୭ରେ ତାଙ୍କର ଭାଗ୍ୟ ବଦଳିଯାଇଥିଲା । 

ବନ୍ଧୁଗଣ ଆପଣଙ୍କୁ କ୍ରିକେଟ ଖେଳାଳିଙ୍କ ଜୀବନର ସଂଘର୍ଷ ର କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।  

Leave a Reply

Your email address will not be published. Required fields are marked *