ଦୁବାଇ ର ଏହି ଗୁପ୍ତ କଥା ଜାଣିଲେ ଆପଣଙ୍କର ହୋସ୍ ଉଡ଼ିଜିବ, ଦେଖନ୍ତୁ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଦୁନିଆର ସବୁଠାରୁ ଧନୀ ସହର ଦୁବାଇ ସବୁବେଳେ ନିଜର ବିଶାଳ କୋଠା ନାଇଟ ଲାଇଟ ଏବଂ ତାର ଧନ ସମ୍ପତ୍ତି ର ରଙ୍ଗ ରେ ସାରା ଦୁନିଆ କୁ ତା ଆଡ଼କୁ ଆକର୍ଷିତ କରିଥାଏ । କିନ୍ତୁ ସ୍ୱପ୍ନର ଏହି ସହର ଦୁବାଇ ର ଚମକ ପଛରେ ଅନେକ କ-ଳା ରହସ୍ୟ ଲୁଚି ରହିଛି । ଯାହା ବୋଧ ହୁଏ କେହି ଜାଣି ନଥିବେ । ତେବେ ଆଜି ଆମେ ସେହି ଚମକ ପଛରେ ଥିବା କଳା ସତ୍ୟ କୁ ଆପଣଙ୍କ ସାମ୍ନା ରେ ରଖିବା ତେବେ ଆସନ୍ତୁ ସେହି କଳା ସତ ବିଷୟ ରେ ଜାଣିନେବା ।

ତେବେ ସମସ୍ତେ ଜାଣିଥିବେ କି ଦୁବାଇ ର ଶେଖ ମାନେ ବହୁତ ଧନୀ ଥାଆନ୍ତି ସେମାନେ ନିଜର ପଇସା କୁ ଖାଲି ଉଡେଇବା ପାଇଁ ସୁଯୋଗ ଖୋଜୁଥାନ୍ତି । ତେବେ ସେପଟେ ଗରିବ ଲୋକମାନେ ଖାଇବାକୁ ପାଆନ୍ତୁ କିମ୍ବା ନ ପାଆନ୍ତୁ କିମ୍ବା ଭୋକ ରେ ମ-ରି ଯାଆନ୍ତୁ ସେମାନ ଙ୍କୁ କୌଣସି ଫରକ ପଡେ ନାହିଁ । ତେବେ ଦୁବାଇର ସେହି ବଡ଼ ବଡ଼ କୋଠା କୁ ତ ଆପଣ ମାନେ ନିଶ୍ଚିତ ଦେଖିଥିବେ ଏବଂ ଆକର୍ଷିତ ମଧ୍ୟ ହୋଇଥିବେ ।

କିନ୍ତୁ ସେହି ବଡ଼ କୋଠା ଯାହା ଆକାଶ ଛୁଆଁ ହୋଇଥାଏ ତାହା କଣ ଏତେ ସହଜରେ ହୋଇଯାଏ ତେବେ ଉତ୍ତର ହେଉଛି ନା । ଏହି କୋଠା କୁ ପ୍ରସ୍ତୁତ କରିବାପାଇଁ ବାହାର ଦେଶ ଯେପରି ଭାରତ,ପାକିସ୍ତାନ, ବାଙ୍ଗଳାଦେଶ, ଆଦି ରୁ ଦିନ ମଜୁରିଆ କୁ ଡକା ଯାଇଥାଏ ଏବଂ ଠିକାଦାର ମାନେ ସେମାନଙ୍କ ପାସପୋର୍ଟ ମାଲିକ ଙ୍କ ହାତରେ ଦେଇ ଦିଅନ୍ତି ତେବେ ଏହା ଦ୍ୱାରା ସେଠି କାମ କରୁଥିବା ମଜୁରିଆ ମାନେ ନିଜ ଇଚ୍ଛା ଅନୁସାରେ ଆଉ ଫେରି ପାରିବେ ନାହିଁ ।

ତେବେ ସେହି କୋଠା କୁ କରିବା ପାଇଁ ମଜଦୁର ଙ୍କୁ ଦିନରେ ୧୪ ଘଂଟା କାମ କରିବାକୁ ପଡିଥାଏ ଏବଂ ସେଥିପାଇଁ କିଛି ଦୁ-ର୍ଘ-ଟ-ଣା ମଧ୍ୟ ଘ-ଟି-ଥାଏ କିନ୍ତୁ ଟଙ୍କା ବଳ ରେ ସବୁ କୁ ଦବେଇ ଦିଆଯାଏ । ଯଦି ଆପଣ ନିଜ ଅଧିକାର କିମ୍ବା ଅନ୍ୟାୟ ବି-ରୁ-ଦ୍ଧ-ରେ କିଛି କରନ୍ତି ତେବେ ଆପଣ ଙ୍କୁ କାମରୁ ବାହାର କରିବା ସହିତ ଆପଣଙ୍କ ପାସପୋର୍ଟ ମଧ୍ୟ ଦେବେ ନାହିଁ ଯାହା ଦ୍ୱାରା ଆପଣ ଆଉ ନିଜ ଦେଶକୁ ଫେରି ପାରିବେ ନାହିଁ ।

ସେଠାରେ ରହି କିଛି କାମ ନ ମିଳିବା ଏବଂ ନ ଖାଇ ନ ପିଇ ମୃ-ତ୍ୟୁ ଲାଭ କରିବେ । ତେବେ ଯଦି ଆପଣ ପାଠ ପଢ଼ିଛନ୍ତି ଏବଂ କୌଣସି କମ୍ପାନୀ ରେ ଚାକିରୀ କରିବା ପାଇଁ ଯାଉଛନ୍ତି ତେବେ ଏହା ଭିତ ଭଲ କିନ୍ତୁ ମଜଦୁର ଙ୍କ ପାଇଁ ଏହି ଚମକ ଦୁନିଆ ର ଅ-ନ୍ଧା-ର ସତ୍ୟ ଅଟେ । ଏହି ଘଟଣାରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାଇବେ ଓ ଏହିପରି ଅପଡେଟ ପାଇବାକୁ ଚାହୁଁଥିଲେ ଆମ ପେଜ୍ କୁ ଲାଇକ ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *