ଏମାନେ ହେଲେ ଭୋଜପୁରୀ ସିନେମାର 6 ଜଣ ସବୁଠୁ ଅଧିକ ସୁନ୍ଦର ଓ ହଟ Actress, ଯାହାଙ୍କ ଆଗରେ ଫିକା ପଡି ଯାଆନ୍ତି ଦୀପିକା-ପ୍ରିୟଙ୍କା, ନମ୍ବର 4 ଲାଗନ୍ତି ସବୁଠୁ ଅଧିକ ହଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଗୋଟେ ସମୟରେ ବଲିଉଡ ଇଣ୍ଡଷ୍ଟ୍ରିରେ କେବଳ ଅଭିନେତ୍ରୀ ମାନଙ୍କ ଅଭିନୟକୁ ଅଧିକ ଗୁରୁତ୍ଵ ଦିଆଯାଉଥିଲା ହେଲେ ବର୍ତ୍ତମାନର ସମୟରେ ଅଭିନେତ୍ରୀ ମାନଙ୍କ ସୁନ୍ଦରତାକୁ ଅଧିକ ଗୁରୁତ୍ଵ ଦିଆଯାଉଛି । ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡ ନୁହେଁ ଭୋଜପୁରୀ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏହି ଅଭିନେତ୍ରୀ ମାନେ ସୁନ୍ଦରତା ମାମଲାରେ ବଲିଉଡ ଅଭିନେତ୍ରୀ ମାନଙ୍କୁ ଟକ୍କର ଦେଇଦେବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଭୋଜପୁରୀ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭୋଜପୁରୀ ଅଭିନେତ୍ରୀ ମାନଙ୍କ ବିଷୟରେ ।

ଆମ୍ରପାଲି ଦୁବେ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଆମ୍ରପାଲି ଦୁବେ । ଆମ୍ରପାଲି ଭୋଜପୁରୀ ଇଣ୍ଡଷ୍ଟ୍ରିର ଏକ ଫେମସ ଅଭିନେତ୍ରୀ ଅଟନ୍ତି । ସେ ୨୦୧୪ ମସିହାରେ ଫିଲ୍ମ ‘ନିରହୁଆ ହିନ୍ଦୁସ୍ତାନୀ’ରୁ ନିଜ କାରିୟରର ଆରମ୍ଭ କରିଥିଲେ । ବର୍ତ୍ତମାନର ସମୟରେ ସେ ଭୋଜପୁରୀ ଇଣ୍ଡଷ୍ଟ୍ରିର ଜଣେ ମହଙ୍ଗା ଅଭିନେତ୍ରୀ ଅଟନ୍ତି । ବନ୍ଧୁଗଣ ସୁନ୍ଦରତା ମାମଲାରେ ସେ ବଲିଉଡ ଅଭିନେତ୍ରୀ ମାନଙ୍କୁ ଟକ୍କର ଦେଇଦେବେ । ସେ ସୋସିଆଲ ମିଡିଆରେ ନିଜର ପର୍ଶନାଲ ଲାଇଫ ଓ ନିଜ ହଟ୍ ଲୁକ୍ ପାଇଁ ବହୁତ ଚର୍ଚାରେ ରୁହନ୍ତି ।

କାଜଲ ରାଧବାନୀ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଭୋଜପୁରୀ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ କାଜଲ ରାଧବାନୀ । ବନ୍ଧୁଗଣ କାଜଲ ୨୦୧୩ ମସିହାରେ ଫିଲ୍ମ ‘ସବସେ ବଡା ମୁଜରିମ’ରୁ ନିଜ ଫିଲ୍ମ କାରିୟରର ଆରମ୍ଭ କରିଥିଲେ । ଏହି ଫିଲ୍ମ ପରେ ସେ କେତକ ବଡ ବଡ ଅଭିନେତା ମାନଙ୍କ ସହ ଅଭିନୟ କରିସାରିଛନ୍ତି । ବନ୍ଧୁଗଣ କାଜଲ ବହୁତ ସୁନ୍ଦର ଓ ବୋଲ୍ଡ ନଜର ଆସନ୍ତି । ସୁନ୍ଦରତା ମାମଲାରେ ସେ ବଲିଉଡ ଅଭିନେତ୍ରୀ ମାନଙ୍କୁ ଟକ୍କର ଦେଇଦେବେ ।

ନିଧି ଝା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଭୋଜପୁରୀର ଫେମସ ଅଭିନେତ୍ରୀ ନିଧି ଝା । ବନ୍ଧୁଗଣ ନିଧି ଭୋଜପୁରୀ ଫିଲ୍ମ ଗୁଡିକରେ ନେଗେଟିଭ ଭୂମିକାରେ ଅଭିନୟ କରନ୍ତି । ସେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିସାରିଛନ୍ତି । ବନ୍ଧୁଗଣ ତାଙ୍କ ଅଭିନୟ ଓ ସୁନ୍ଦରତାକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ସୁନ୍ଦରତା ମାମଲାରେ ସେ ବଲିଉଡ ଅଭିନେତ୍ରୀ ମାନଙ୍କୁ ଟକ୍କର ଦେଇଦେବେ ।

ରାନୀ ଚଟାର୍ଜି- ଭୋଜପୁରୀର ସବୁଠୁ ହଟ୍  ଅଭିନେତ୍ରୀ ହେଉଛନ୍ତି ରାନୀ ଚଟାର୍ଜି । ରାନୀ ନିଜ ଫିଲ୍ମ କାରିୟରର ୧୪ ବର୍ଷ ବୟସରୁ ଆରମ୍ଭ କରିଦେଇଥିଲେ । ତାଙ୍କର ପ୍ରଥମ ଫିଲ୍ମ ‘ଶଶୁରା ବଡା ପୈସା ବାଲା’ ସୁପର ହିଟ ହୋଇଥିଲା । ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାନୀଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି । ଏହି କିଛି ଦିନ ତଳେ ସେ ‘ମସ୍ତରାମ’ ୱେବ ସିରିଜରେ ନଜର ଆସିଥିଲେ । ଏହି ୱେବ ସିରିଜରେ ସେ ଏକ ଇଣ୍ଟିମେଟ ସିନ୍ ମଧ୍ୟ କରିଛନ୍ତି ।

ଅକ୍ଷରା ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅକ୍ଷରା ସିଂହ । ଅକ୍ଷରା ନିଜ ଫିଲ୍ମ କାରିୟରର ଆରମ୍ଭ ୨୦୧୦ ମସିହାରେ ଆସିଥିବା ଭୋଜପୁରୀ ଫିଲ୍ମ ‘ସତ୍ୟମେବ ଜୟତେ’ରୁ କରିଥିଲେ । ଫିଲ୍ମ ସହିତ ସେ କେତେକ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି । ବନ୍ଧୁଗଣ ଅକ୍ଷରା ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ସେ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ସୁନ୍ଦରତା ମାମଲାରେ ଅକ୍ଷରା ବଲିଉଡ ଅଭିନେତ୍ରୀ ମାନଙ୍କୁ ଟକ୍କର ଦେଇଦେବେ ।

ମୋନାଲିସା ଭୋଜପୁରୀ ପାଇଁ ଏକ ବଡ ନାମ ପାଲଟିଛି । ଟିଭି ରିଆଲିଟି ସୋ ‘ବିଗ୍ ବସ୍ 10’ ଦ୍ୱାରା ତାଙ୍କୁ ଦେଶବ୍ୟାପୀ ପରିଚୟ ମିଳିଥିଲା ​​| ଶୋ’କୁ ଛାଡିବା ପୂର୍ବରୁ ସେ ‘ବିଗ୍ ବସ୍’ ଘରେ ପ୍ରେମିକ ବିକାଶ ସିଂ ରାଜପୁତଙ୍କୁ ବିବାହ କରିଥିଲେ। ମୋନାଲିସା ବର୍ତ୍ତମାନ ପର୍ଯ୍ୟନ୍ତ 50 ରୁ ଅଧିକ ଭୋଜପୁରୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *