ହେ…ଡ୍ରାମା କରୁଛନ୍ତି ପରିବାର, ଶ୍ଵଶୁର ବୋହୁ 2 ଜଣ…’ Tapaswini ଓ ଶ୍ଵଶୁର ଘର ପାରିବାରିକ କଳହକୁ ନେଇ Sura ଭାଇ ଯାହା କହିଲେ ଶୁଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ବିଚ୍ଛେଦ ମାମଲାରେ ଗତ କାଲି ଏକ ବଡ ଟ୍ଵିଷ୍ଟ ଦେଖିବାକୁ ମିଳିଥିଲା । ଜିଲ୍ଲା କୋର୍ଟ ତପସ୍ଵିନୀଙ୍କୁ ଘରକୁ ରଖିବାର ରାୟ ଦେବା ପରେ ପ୍ରମୋଦ ସାହୁ ତପସ୍ଵିନୀଙ୍କୁ ଉପର ଘରେ ରଖିବା ପାଇଁ କହିଥିଲେ । କୋର୍ଟ ରାୟ ପରେ ତପସ୍ଵିନୀ ଦୁଇ ଦିନ ଘର ବାହାରେ ରହିଥିଲେ ଓ ଏହି ପ୍ରସଙ୍ଗକୁ ନେଇ କୋର୍ଟ ଦ୍ଵାରସ୍ତ ହେବା କଥା କହିଥିଲେ । କୋର୍ଟ କଥା ଶୁଣିବା ପରେ ପ୍ରମୋଦ ସାହୁ ତୁରନ୍ତ ସେହି ଉପର ଘର ସଫା କରାଇ ଥିଲେ ।

ବନ୍ଧୁଗଣ ସବୁ କିଛି ଠିକ ଥିଲା ହେଲେ ସନ୍ଧ୍ୟା ବେଳେ ପ୍ରମୋଦ ସାହୁ ତପସ୍ଵିନୀଙ୍କୁ ଘରକୁ ଆସିବା ପାଇଁ ମନା କରିଦେଇଥିଲେ । ହେଲେ କୋର୍ଟ ରାୟ ଅନୁସାରେ ତପସ୍ଵିନୀ ଘରକୁ ଗଲେ ଓ ପ୍ରମୋଦ ସାହୁ ନିଜ ଇଛାରେ ଘରୁ ବାହାରି ଯାଇଛନ୍ତି ତେବେ ଏହାକୁ ନେଇ କଂଗ୍ରେସ ନେତା ସୁର ରାଉତରାୟ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସୁର ଭାଇ ଗଣମାଧ୍ୟମ ସାମ୍ନାରେ କହିଛନ୍ତି’ ସେ ପରିବାର ଗୋଟେ ଡ୍ରାମା କରୁଛନ୍ତି ।

ଆରେ ଶଶୁର ତମେ ଶଶୁର ଭଳିଆ ରୁହ ବୋହୁକୁ ବୋହୁ ସମ୍ମାନ ଦିଅ ଆଉ ବୋହୁ ବି ଯିଏ ଶଶୁରକୁ ସମ୍ମାନ ଦେ । ଆମର ଯେମିତି ପରମ୍ପରା ଆମ ଓଡିଆ ଘରେ ବୋହୁ ଶଶୁରକୁ ସମ୍ମାନ ଦେବ ଶଶୁର ବୋହୁକୁ ସମ୍ମାନ ଦେବ । ଗୋଟେ କୋର୍ଟ ନିର୍ଦ୍ଦେଶ ହେଲା ତମେ କାଇଁ ପଳାଉଛ ଆଉ ତମେ କାଇଁ ନଡିଆ ବାଡେଇ ଘରେ ପସୁଛ କିଏ କି ତମେ ଏଠି କଣ ଘର ପ୍ରତିଷ୍ଠା କରୁଛ କି ତମେ ।

ଆଗକୁ ସୁର ଭାଇ କହୁଛନ୍ତି’ତମେ ତ ସିଧା ଯିବ ବୋହୁ ହେଇକି ରହିବ ଆଉ ଶଶୁର ତମେ ବୋହୁକୁ ବୋହୁ ଭଳିଆ ରଖ । ତମେ ଗୋଟେ କଣ ପ୍ରହସନ କରି ପଳାଉଛ ଏ ଡ୍ରାମା ହେବା ଉଚିତ ନୁହେଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୁର ଭାଇ ଏହି ମାମଲାକୁ ନେଇ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । ଆଗରୁ ମଧ୍ୟ ସୁର ଭାଇ ଏହି ମାମଲାକୁ ନେଇ ଦୁଇ ଥର ପ୍ରତିକ୍ରିୟା ଦେଇ ସାରିଛନ୍ତି ।

ସୁର ଭାଇ ନିଜ କଡା ବୟାନ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି ଓ ବର୍ତ୍ତମାନ ସେ ନିଜର ଏହି ପ୍ରତିକ୍ରିୟା ପାଇଁ ଚର୍ଚାକୁ ଆସିଛନ୍ତି । ତା ହେଲେ ବନ୍ଧୁଗଣ ସୁର ଭାଇଙ୍କ ଏହି କଥାଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *