‘ଲଜ୍ୟା ଲାଗୁନି ଦାଢି କାଟିଦିଅ…’ PM Modi ଙ୍କ ପାଇଁ ହଠାତ ମିଡିଆ ଆଗରେ କଂଗ୍ରେସ ବିଧାୟକ Sura Routray ଯାହା କହିଲେ ନା…ଶୁଣିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇ ନିଜ କଡା ବୟାନ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ସୁର ଭାଇ କୌଣସି ଓଡିଆ କଳାକାରଙ୍କ ଠାରୁ କମ ନୁହନ୍ତି ସେ ନିଜ ପର୍ଶନାଲ ଲାଇଫ ଓ ନିଜ ସମାଜସେବା ପାଇଁ ମଧ୍ୟ ଚର୍ଚାରେ ରୁହନ୍ତି । ତେବେ ଦେଶ ଓ ରାଜ୍ୟରେ ଚାଲିଥିବା ସମସ୍ତ ମାମଲା ଉପରେ ସୁର ଭାଇ କିଛି ନା କିଛି ପ୍ରତିକ୍ରିୟା ଦେଇଥାନ୍ତି ।

ଓଡିଶା ସୁର ଭାଇଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ସୁର ଭାଇ ହେଉଛନ୍ତି ଜଣେ ଖୋଲା ମିଞ୍ଜାସ ଲୋକ ତାଙ୍କ ମନରେ ଯାହା ବି ଥାଏ ସେ କହି ଦିଅନ୍ତି । ସୁର ଭାଇ ସବୁବେଳେ ଅନ୍ୟାୟ ବିରୋଧରେ ନିଜର ସ୍ଵର ଉଠାଇ ଥାନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୁର ଭାଇ ଗଣମାଧ୍ୟମ ସାମ୍ନାରେ ନିଜର ଏକ ବଡ ବୟାନ ଦେଇଛନ୍ତି ।

ଆପଣ ମାନେ ସମସ୍ତେ ସୁର ଭାଇଙ୍କ ଏହି ବୟାନ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ସୁର ଭାଇଙ୍କ ଏହି ବୟାନ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସୁର ଭାଇ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏହି ବଡ ବୟାନ ଦେଇଛନ୍ତି ।

ସୁର ଭାଇ ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି-‘ଭାରତର ପ୍ରଧାନ ମନ୍ତ୍ରୀ, ରାଷ୍ଟ୍ରପତି, ଉପରାଷ୍ଟ୍ର ପତି ସମ୍ମାନ ସମସ୍ତେ ଦେବା ଦରକାର ସେ ଯେଉଁ ଦଳର ହେଉ । ମୋଦୀକୁ ଯେଉଁ ଭଳିଆ କରାଗଲା ଠିକ ହେଇନି ଭୁଲ ହେଇଛି ଭାରତର ପ୍ରଧାନ ମନ୍ତ୍ରୀ ସେ । ତାକୁ ଗୋଟେ ଅଟକାଇ ଅଧ ଘଣ୍ଟା ରଖି ଫେରାଇ ଦେବା ଏଇଟା ଠିକ ହେଇନି । ମୋଦୀ ବି ବହୁତ ଅଧିକ କଥା କହୁଛନ୍ତି’ ।

ଆଗକୁ ସେ କହିଛନ୍ତି-‘ତମର କଣ ଦରକାର କହିବା ଯେ ମୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ପାଇଁ ବଞ୍ଚି ଗଲି ଆହା ତୁ ଗଲୁନି ସେ ବ୍ରିଜ ତଳେ ଶୋଇପଡିଲୁନି । ଲଜ୍ୟା ଲାଗୁନି ନରେନ୍ଦ୍ର ମୋଦୀ ଦାଢି କାଟିଦେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୁର ଭାଇ ଏହି ମାମଲାକୁ ନେଇ ଏକ ବଡ ବୟାନ ଦେଇଛନ୍ତି ତେବେ ସୁର ଭାଇଙ୍କ ଏହି ପ୍ରତିକ୍ରିୟା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *