‘ଯେ..ଯାହା କହିଲେ ମୋର ଠୋ !’ ମାତାଲ ଯୁବତୀଙ୍କ ଏମିତି ଉତ୍ପାତ ଦେଖିଲେ ଆପଣ କାବା ହେବେ, ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି  ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି ଭାଇରାଲ ହେଉଥିବା ଭିଡିଓରେ ମାତାଲ ଯୁବତୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି ।

ମହିଳା ଜଣକ ଭିଡିଓରେ ଅଭଦ୍ର ଭାଷାରେ ଗାଳିଗୁଲକ କରୁଥିବାର ନଜର ଆସୁଛନ୍ତି । ମହିଳା ମାର୍କେଟରେ ମଚାଇ ଛନ୍ତି ଉତ୍ପାତ । ଏହି ଭିଡିଓଟିକୁ ଟିକେ ଭଲ ଭାବରେ ଦେଖନ୍ତୁ । ଦେଖିଲେ ତ କେମିତି ଉତ୍ପାତ ମଚାଉଛନ୍ତି ଯୁବତୀ । କାହାକୁ ମାନୁ ନାହାନ୍ତି । କହୁଛନ୍ତି କିଛି ନେବିନି କି ଏଠାରୁ ଯିବିନି । ମୋର କଣ କରିବ ମୁଁ ଦେଖିବି । ଭୁବନେଶ୍ବରର ଏକ ହେଟେଲକୁ ଆସି ଅସଭ୍ୟ ଭାଷାରେ ସମସ୍ତଙ୍କୁ କଲେ ଗାଳି ଗୁଲଜ ମାତାଲ ଯୁବତୀ ।

ହୋଟେଲ କର୍ମଚାରୀ ବିରୋଧ କରିବାରୁ ଆରମ୍ଭ ହେଲା ହାଇଡ୍ରାମା । ଏପରି କି କର୍ମଚାରୀଙ୍କୁ ବି କହିଲେ ମାରିବି ଚାପୁଡା । ଯୁବତୀ ଜଣକ ମଦ ଟାଙ୍କେ ପିଇଦେଇ ରାସ୍ତାରେ ଉତ୍ପାତ କରିଛନ୍ତି । ଏମିତି କି ରାସ୍ତାରେ ଯିବା ଆସିବା କରିଥିବା ଲୋକ ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଛନ୍ତି । ଭୁବନେଶ୍ବର ଉପକଣ୍ଠ ଭରତପୁର ଷ୍ଟୂଡିଓ ଛକରେ ଦେଖିବାକୁ ମିଳିଛି ଏପରି କିଛି ଘଟଣା ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ପୂର୍ବରୁ ବି ଭୁବନେଶ୍ବର ଜାଗମରା ଅଞ୍ଚଳରେ ଜଣେ ଯୁବତୀ ଅଟୋ ଭିତରେ ମଦ୍ୟପାନ କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ଏହା ପରେ ସେହି ଯୁବତୀ ଜଣକଙ୍କ ଠାରୁ ପୋଲିସ ଚାଲାଣ ମଧ୍ୟ କାଟିଥିଲା । ସେହିପରି ପୁରୀରେ ମଧ୍ୟ ଜଣେ ଯୁବତୀ ମଦ୍ୟପାନ କରି ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିଥିବାର ଚିତ୍ର ସାମ୍ନାକୁ ଆସିଛି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଭିଡିଓଟି ବହୁତ ଚର୍ଚ୍ଚାରେ ଅଛି । ତା ହେଲେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *