ମୋତେ ଓ ମୋ ପିଲାକୁ ଇଚ୍ଛା ମୃତ୍ୟୁ ଦିଅନ୍ତୁ, ରାଷ୍ଟ୍ରପତି Draupadi Murmu ଙ୍କୁ କିଛି ଏମିତି ନିବେଦନ କଲେ ଦୀପିକା, ଦେଖନ୍ତୁ ସେ କଣ କହିଲେ ? ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ ଦୀପିକା କିଛି ଏହିଭଳି ଚମକାଇ ଦେଲା ଭଳି କଥା କହିଛନ୍ତି ଯାହାକୁ ନେଇ ସମସ୍ତେ ଆଶ୍ଚର୍ଜ୍ୟ ହୋଇଯାଇଛନ୍ତି । ଦୀପିକା କହିଛନ୍ତି ଯେ ସେ ଦୀର୍ଘ ୫୦ ଦିନ ହେବ ଦିନେଶ ଙ୍କ ପିଣ୍ଡାରେ ପଡି ରହିଛନ୍ତି । ମାତ୍ର କେହି ତାଙ୍କ ଦୁଃଖ ଶୁଣୁନାହାଁନ୍ତି କି ତାଙ୍କୁ କେହି ନ୍ୟାୟ ଦେଉ ନାହାଁନ୍ତି । ମାତ୍ର ସେ ଆଉ କେତେଦିନ ଏହିଭଳି ଦାଣ୍ଡ ପିଣ୍ଡାରେ ବସିବେ ? ଦିନେଶ ଙ୍କ ପରିବାର ଲୋକେ ସମସ୍ତେ AC ଲଗାଇ ରହୁଛନ୍ତି, ତଥା ଖାଉଛନ୍ତି, ଭଲମନ୍ଦ ସବୁ କରୁଛନ୍ତି ।

ମାତ୍ର ମୋର ଦୁଃଖ କିଏ ବୁଝିଲା କି ? ରାସ୍ତାରେ ଗୋଟିଏ ଅଳିଆ ଗଦା ଭଳି ପଡି ରହିଛି ମାତ୍ର କେହି ତଥା ଗୋଟିଏ ଏମଏଲ ମଧ୍ୟ ତାଙ୍କର ଚିନ୍ତା କରିବା କଥା ଯେ ଗୋଟିଏ ଝିଅଟି ଉପରେ ଏଭଳି ଅତ୍ୟାଚାର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅଛନ୍ତି ଯିଏ କି ମହିଳା ମାନଙ୍କୁ ବହୁତ ସହାୟତା କରିଛନ୍ତି ବୋଲି କହିଛନ୍ତି ।

ମାତ୍ର ମୁଁ ମଧ୍ୟ ଗୋଟିଏ ମହିଳା ତେବେ ମୋ ପ୍ରତି ଏଭଳି ଅନ୍ୟାୟ କାହିଁକି ? ମୁଁ ମଧ୍ୟ ଗୋଟିଏ ମହିଳା ଏବଂ ଭିକ ମାଗିଲା ଭଳି ମାଗୁଛି କିନ୍ତୁ ଆପଣ ମାନେ କଣ କରୁଛନ୍ତି ? ରାଜ୍ୟରେ ଆଇନ ବ୍ୟବସ୍ଥା ବୋଲି କିଛି ନାହିଁ । ଏହିଭଳି କେତେ କେସ ଉପରେ କେସ ଚାଲିଛି ମାତ୍ର କାହା ନଜରରେ ନ୍ୟାୟ ଦେବା ତଥା ଦୋଷୀ କୁ ଦଣ୍ଡ ଦେବା ଜଣାନାହିଁ ।

ଏହା ସହିତ ସେ କହିଛନ୍ତି ଯେ ମୋ ମନରେ ଏକ ଚିନ୍ତା ଆସିଛି ଯେ ଯଦି ମୋତେ ନ୍ୟାୟ ନ ମିଳୁଛି ଏବଂ ତାରିଖ ଉପରେ ତାରିଖ ବଦଳିବାରେ ଲାଗୁଛି ଏବଂ କିଛି ଆକ୍ସନ ନିଆଯାଉନାହିଁ । ତେବେ ମୋର ତ ସବୁ ମାନମର୍ଯ୍ୟାଦା ଗଲାଣି ଏବଂ କାଲୀ ସକାଳକୁ ମଧ୍ୟ ମୋ ପିଲା କୁ ୨ ଅକ୍ଷର ଭାଷାରେ ଗାଳି କରିବେ ତଥା ତାକୁ ଅସମ୍ମାନ ହେବ ।

ସେଥିପାଇଁ ମୁଁ ରାଷ୍ଟ୍ରପତି ଙ୍କୁ ଗୋଟିଏ ଲିଖିତ ଆକାରରେ ଜଣାଇବି ଏବଂ ମୁଁ ମୋ ପିଲା ଆମେ ଦୁହେଁ ଦେହ ତ୍ୟାଗ କରିବୁ । ଏହିଭଳି ଭାବରେ ମର୍ମାହତ ହୋଇ କହିଛନ୍ତି ଦୀପିକା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *