ଆସିଲା ବଡ ଦୁଃଖ ଖବର, Babushan ଙ୍କ ଅବସ୍ଥା ଗୁରୁତର, ଘରୋଇ ଡାକ୍ତରଖାନାରେ ଲାଗିଛନ୍ତି ୬ ଜଣିଆ ଡାକ୍ତରୀ ଟୀମ, ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ସବୁଠାରୁ ଦୁଃଖଦ ଏବଂ ବଡଖବର ଶୁଣିବାକୁ ମିଳିଛି । ବାବୁସାନ ବର୍ତ୍ତମାନ ଗୁରୁତ୍ଵର ହୋଇ ମେଡିକାଲରେ ପଡିଥିବା ଖବର ମିଳିଛି । ତେବେ ଦମନ ଚଳଚିତ୍ର ପ୍ରମୋଟ କରିବା ପାଇଁ ଯେତେବେଳେ ସେ ଯାଇଥିଲେ ନିଜ ବାଇକରେ ପାଖାପାଖି ସେ ୧୮୦ କିମି ଭ୍ରମଣ କରିଥିଲେ । ଆଉ ସେହି କାରଣରୁ ତାଙ୍କ ଶରୀରରେ ଅକ୍ସିଜେନ ଲେବଲ କମିଯାଇଥିଲା ଏବଂ ସେ ଗୁରୁତ୍ଵର ଅବସ୍ଥାରେ ଭୁବନେଶ୍ଵର ସମ ହସ୍ପିଟାଲ ରେ ଆଡମିଟ ହୋଇଥିବା ଜଣା ପଡିଛି ।

ତେବେ ୬ ଜଣିଆ ଟିମ ଲଗାତାର ଭାବରେ ଅନୁଧ୍ୟାନ କରୁଛନ୍ତି ଏବଂ ତାଙ୍କର ଚିକିତ୍ସ୍ୟା କରୁଛନ୍ତି । ସେ ହିମାଳୟନ ବାଇକ ରେ ୧୮୦ କିମି ଭ୍ରମଣ କରୁଥିବା ବେଳେ ଏହିଭଳି ଅଘଟଣ ଘଟି ଯାଇଅଛି । ଶରୀରରେ ଅମ୍ଳଜାନ ଏଭଳି ଭାବରେ ହଠାତ କମିଯାଇଥିଲା ଯାହା କାରଣରୁ ସେ ବହୁତ ଗୁରୁତ୍ଵର ହୋଇଯାଇଥିଲେ । ମାତ୍ର କେଉଁଭଳି ସ୍ଥିତି ରେ ବାବୁସାନ ଏଭଳି ଗୁରୁତ୍ଵର ହୋଇ ପଡିଲେ ଏବଂ କଣ ପ୍ରକୃତରେ ଏହାର କାରଣ ରହିଥିଲା ଏହା ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଅଛି ।

ଏହି ଖବର ପାଇବା ପରେ ବାବୁସାନ ଙ୍କ ପତ୍ନୀ ତୃପ୍ତି ସମସ୍ତ ରାଗରୁଷା ଭୁଲି ଆସି ବାବୁସାନ ଙ୍କ ନିକଟରେ ପହଞ୍ଚିଛନ୍ତି । ଏହାକୁ ଦେଖି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଏବଂ ଅପରାଜିତା ଙ୍କ ମନରେ ଟିକିଏ ସାନ୍ତ୍ଵନା ମିଳିଛି । କାରଣ କିଛି ଦିନ ତଳେ ରାସ୍ତାରେ ଯେଉଁଭଳି ଭାବରେ ଘଟଣା ଘଟିଥିଲା ତାହା ସମସ୍ତ ଓଡିଆ ଇଣ୍ଡଷ୍ଟ୍ରୀ ଏବଂ ବାବୁସାନ ଙ୍କ ପରିବାର ଲୋକ ପାଇଁ ଅତ୍ୟନ୍ତ ନିନ୍ଦନୀୟ ଘଟଣା ଥିଲା ।

ଏହାପରେ ପତ୍ନୀ ତୃପ୍ତି ନିଜ ବାପା ଘରେ ରହୁଥିବା ଖବର ଶୁଣିବାକୁ ମିଳିଥିଲା । ପୁଅ ଗୁଆନ ତଥା ନିଜ ନାତି ଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ ଜେଜେବାପା, ଜେଜେମା’ । ତେବେ ସମସ୍ତ ଅପେକ୍ଷା ବର୍ତ୍ତମାନ ସମାପ୍ତ ହୋଇଛି । ମାତ୍ର ତାହା ଏଭଳି ଭାବରେ ହେବ ବୋଲି କେହି ଚିନ୍ତା କରିନଥିଲେ । ବାବୁସାନ ଖୁବ ଆନନ୍ଦ ଭାବରେ ସୁଟିଙ୍ଗ କରିବା ନିମନ୍ତେ ଲଦାକ ଯାଇଥିଲେ ।

ଏବଂ ସେଠାରେ ଯାଇ ଏଭଳି ଅସୁସ୍ଥ ହୋଇଯିବେ ବୋଲି ଚିନ୍ତା କରି ନଥିଲେ କେହି । ବର୍ତ୍ତମାନ ବାବୁସାନ ଙ୍କ ଫ୍ୟାନ୍ସ ମାନେ ମଧ୍ୟ ଅପେକ୍ଷା କରିଛନ୍ତି ଯେ ସେ କେବେ ସୁସ୍ଥ ହୋଇ ଘରକୁ ଫେରିବେ ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *