‘ମାରୁ ମାରୁ ମାରି ଦେଇଥାନ୍ତେ ଦୀପିକାଙ୍କୁ, ମିଛରେ ବୁଢୀ ମା’ କହୁଛି ମୋତେ ମାରି ଦେଲା ଲୋ…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜି ବର୍ଷା ଯେତିକି ଜୋରସେ ଛେଚୁଥିଲା ଦୀପିକା ଙ୍କ ଉପରେ ମାଡ ସେତିକି ଜୋରସେ ବସୁଥିଲା । ନ୍ୟାୟ ନିମନ୍ତେ ଶଶୁର ଘର ଆଗରେ ଧାରଣା ଦେଇଥିବା ଦୀପିକା ଙ୍କ କାହାଣୀ ବିଷୟରେ ଜାଣିଲେ ମୁଣ୍ଡରେ ହାତ ଦେଇ ବସିବେ । ତେବେ ତାଙ୍କ ସହିତ ଆଜି କଣ ହୋଇଛି ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ବ୍ରହ୍ମପୁରରେ ଗତ ଦୁଇ ମାସ ହେବ ଧାରଣାରେ ବସିଥିବା ଦୀପିକା ଙ୍କ କାହାଣୀ ସମ୍ବନ୍ଧରେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଛନ୍ତି ।

ନିଜ ଛୁଆ ଙ୍କୁ ବାପା ର ପରିଚୟ ଦେବା ପାଇଁ ଆଖିଆପିଆ ଦିନ ରାତି ଧାରଣା ଦେଇଥିବା ଗୋଟିଏ ନାରୀର କାହାଣୀ । ଆଜି ବର୍ଷା ରେ ବ୍ରହ୍ମପୁର ସହର ସଂପୂର୍ଣ୍ଣ ଭାବରେ ଜଳମଗ୍ନ ହୋଇଯାଇଛି । ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି ଆଉ ଠିକ ଏହି ସମୟର ସୁଯୋଗ ନେଇ ଦୀପିକା ଙ୍କ ଶାଶୁଘର ଲୋକେ କିଭଳି ଭାବରେ ଦୀପିକା ଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଛନ୍ତି ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ରକ୍ତ ମାଂସର ଗଢା ଏହି ହୃଦୟ ନିଶ୍ଚିତ ଭାବରେ ଫାଟିପଡିବ । କାରଣ ଯିଏ ନ୍ୟାୟ ନିମନ୍ତେ ଲଢୁଛି ତାକୁ ଏଭଳି ଶାସ୍ତି ଦିଆ ଯାଉଛି । ଆଉ ସମସ୍ତଙ୍କୁ ଚକିତ କରିଲା ଭଳି ଏକ ଚିତ୍ର ମଧ୍ୟ ଦେଖିବାକୁ ମିଳିଥିଲା । ଦିନେଶ ଙ୍କ ଜେଜେ ମା’ ଙ୍କ ଉପରେ ହାତ ବାଜୁନଥିଲା କି ଗୋଡ ମଧ୍ୟ ବାଯୁ ନଥିଲା ତଥାପି ସେ କାନ୍ଦୁଛନ୍ତି ତଥା ବାହୁନୁଛନ୍ତି ।

ମିଛରେ ମିଛରେ କହିଥିଲେ ମା’ ମାରିଦେଲା ଲୋ ଆଉ ଏହାପରେ ଜେଜେ ମା’ କହିଛନ୍ତି ଯେ ସେ କୁଆଡେ ଦୀପିକା ଙ୍କ ପାଲ ଚିରିଲା ବେଳକୁ ସେ ତାଙ୍କୁ ମାରିଲେ । ତେବେ ନାରୀ ହୋଇ ଆଉ ଗୋଟିଏ ନାରୀ କୁ ଏଭଳି ଅତ୍ୟାଚାର କରିବାକୁ କେମିତି ଆଗଉଛନ୍ତି ? ନିଜ ପୁଅ କୁ ଲୁଚାଇ ତଥା ଘଣ୍ଟ ଘୋରାଇ ଗୋଟିଏ ନାରୀ କୁ ନାନା ପ୍ରକାରର ନିନ୍ଦା ଅପବାଦ ଦେଇଚାଲିଛନ୍ତି ।

ଯେଉଁ ସମୟରେ ବର୍ଷା ହେଉଥିଲା ଠିକ ସେହି ସମୟରେ ଦୀପିକା ଙ୍କୁ ବାସହରା କରିଦେବାକୁ ବସିଥିଲେ ଦିନେଶ ଙ୍କ ପରିବାର ଲୋକେ । ମାତ୍ର ଜାଣି ରଖିବା ଆଦରକମାର ଯେ ଦିନେଶ ଦୀପିକା ଙ୍କର ସର୍ବସ୍ଵ ଲୁଟିଛନ୍ତି । ମାତ୍ର ଯାହା ଶଶୁର ଘରର କର୍ତ୍ତବ୍ୟ ତାହା ନ କରି ଗୋଟିଏ ନାରୀ କୁ ନିର୍ଯାତନ ଦେଉଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *