Interesting Odia Gk- ଦୁନିଆରେ ଏମିତି କେଉଁ ଜୀବ ଅଛି ଯାହାର ୩ ଟି ଆଖି ଅଛି ? 99% ଲୋକ ଜାଣନ୍ତି ନାହିଁ

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ଏଭଳି ସାଧାରଣଜ୍ଞାନ ସମ୍ବନ୍ଧରେ କହିବାକୁ ଯାଉଅଛୁ, ଏଥିରେ ୫ ଟି ବିଶେଷ ପ୍ରଶ୍ନ ଅଛି, ଏହା ବିଷୟରେ ଆପଣ ଜାଣିଥିଲେ ମଧ୍ୟ ଆପଣଙ୍କ ମସ୍ତିଷ୍କରେ ହଠାତ ଆସୁନଥିବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ୧;- ତାହା କେଉଁ ପ୍ରାଣୀ ଅଛି ଯାହା ଜନ୍ମ ହେବା କ୍ଷଣି ୧ ଇଞ୍ଚ ଏବଂ ବଡ ହେବା ପରେ ୫ ଫିଟ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ ?

ଉତ୍ତର;- ସେହି ପ୍ରାଣୀ ଅଟେ କଙ୍ଗାରୁ । ଗୋଟିଏ ନବଜାତ କଙ୍ଗାରୁ ଏକ ଇଞ୍ଚ ର ହିଁ ହୋଇଥାଏ ଏବଂ ତାହା ବଡ ହେବା ପରେ ସାଢେ ୪ ଫୁଟ ଠାରୁ ଆରମ୍ଭ କରି ୬ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ କଙ୍ଗାରୁ ୬.୯ ଫୁଟ ର ଦେଖୁବାକୁ ମିଳିଛି ।

୨;- ତାହା କେଉଁ ପକ୍ଷୀ ଅଛି ଯିଏ ନିଜ ଛୁଆ କୁ କ୍ଷୀର ପିଆଇ ଥାଏ ?

ଉତ୍ତର;- ସେହି ପକ୍ଷୀ ହେଉଛି ବାଦୁଡି ।

୩;- କେଉଁ ପ୍ରାଣୀ ହପ୍ତା ପର୍ଯ୍ୟନ୍ତ ଜଳ ସେବନ କରିନଥାଏ ?

ଉତ୍ତର;- ଓଟ, ଆପଣ ମାନେ କେବେ ଓଟ ର ସବାରୀ କରିଛନ୍ତି ? ଯଦି କରିଛନ୍ତି ତାହାର ଅନୁଭୂତି କିଭଳି ରହିଥାଏ ଆପଣ ମାନେ ବେସ ଭଲ ଭାବରେ ଜାଣିଛନ୍ତି । ଓଟରେ ବସିବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ ।

୪;- ତାହା କେଉଁ ଜୀବ ଅଟେ ଯାହାର ଗୋଡ ନଥାଇ ମଧ୍ୟ ସେ ବହୁତ ଜୋରରେ ଦୌଡି ଥାଏ ?

ଉତ୍ତର;- ସେହି ଜୀବ ହେଉଛି ସାପ ।

୫;- ତାହା ଦୁନିଆର କେଉଁ ପଶୁ ଅଟେ, ଯାହାର ୩ ଟି ଆଖି ଅଛି ?

ଉତ୍ତର;- ଟୁଟାର ନାମ ଥିବା ଏକ ଝିଟିପିଟି । ଏହି ଝିଟିପିଟି ର ମୁଣ୍ଡରେ ୩ ୟ ଆଖି ରହିଥାଏ । ଯାହାକୁ ପାଇନିୟଲ ଆଖି କୁହାଯାଇଥାଏ । ଯାହାର ରଚନା ତାହାର ଦ୍ଵିତୀୟ ଆଖି ସାଦୃଶ୍ୟ ହିଁ ହୋଇଥାଏ । ଏବଂ ସେହି ଆଖି ତାହାକୁ ଲାଇଟ କୁ ବୁଝିବାରେ ସାହାର୍ଯ୍ୟ କରିଥାଏ ।

ତେବେ ଏହାଥିଲା ୫ ଟି GK ସମ୍ବନ୍ଧୀୟ ବିଶେଷ ପ୍ରଶ୍ନ ଉତ୍ତର ଯାହା ଆପଣ ମାନଙ୍କ ନିମନ୍ତେ ବହୁତ ଲାଭ ଦାୟକ ସାବ୍ୟସ୍ଥ ହେବ । ଏହା ବିଶେଷ କରି ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ବହୁତ ଲାଭକାରୀ ଅଟେ । କାରଣ ସେମାନଙ୍କ ପରୀକ୍ଷା ର ପ୍ରସ୍ତୁତି ନିମନ୍ତେ ଏହିଭଳି ସାଧାରଣଜ୍ଞାନ ସମ୍ବନ୍ଧରେ ଜାଣିବା ନିହାତି ଭାବରେ ଆବଶ୍ୟକ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *