ଦୀପିକା କହିଲେ ‘ପ୍ରମିଳା ମାଆଙ୍କୁ ଦିନେଶର ଫ୍ୟାମିଲି କିଣି ଦେଇଛନ୍ତି, ନହେଲେ କଣ ସେ ମତେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁ ଚର୍ଚିତ ଦିନେଶ ଓ ଦୀପିକା ମାମଲାରେ ଆସିଛି ଏକ ନୂଆ ମୋଡ ! ତେବେ ଯେଉଁଠି ମୁହଁ ଖୋଲି ଦୀପିକା କହିଛନ୍ତି ପ୍ରମିଳା ମାଆଙ୍କୁ ଦିନେଶଙ୍କ ଘର ଲୋକ ଟଙ୍କା ଦେଇ କିଣି ଦେଇଛନ୍ତି । ତେବେ ସୂଚନା ମୁତାବିକ କିଛି ମାସ ପୂର୍ବରୁ ବହୁ ଚର୍ଚାରେ ଥିବା ଦିନେଶ ଓ ଦୀପିକାରେ ଆସିଛି ଏକ ନୂଆ ଟ୍ଵିଷ୍ଟ । ଯେଉଁଠି ଗଣ ମାଧ୍ୟମ ଆଗରେ ପୁଣି ଥରେ ମୁହଁ ଖୋଲି ନିଜର ନ୍ୟାୟ ଦାବୀ କରିଛନ୍ତି ଦୀପିକା ।

ତେବେ ଦୀପିକାଙ୍କ କହିବା ଆଧାରରେ ମୁଁ ଯାହା ଭୁଲ କରିଦେଇଛି । ସେଥିପାଇଁ ଆଜି ମୁଁ ପସ୍ତଉଛି । ହେଲେ ମୋ ପିଲା କଣ ଭୁଲ କରିଥିଲା । ତ’ କୁ କଣ ପାଇଁ ତା’ ବାପାର ପରିଚୟ ଆଜି ପର୍ଯ୍ୟନ୍ତ ମିଳି ପାରୁନାହିଁ । ଦିନେଶ ମୋ ସହିତ ପ୍ରେମ ବାହାନାରେ ମୋ ସହିତ ଅତି ନିକଟତର ହୋଇଥିଲେ । ହେଲେ ବାହା ହେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ହେଲେ ମୋ ସହ ସମ୍ପର୍କ ରଖି ମଧ୍ୟ ସ୍ଵାର୍ଥ ହାସଲ ହୋଇଗଲା ପରେ ମୋ ହାତ ଛାଡି ମୋତେ ଏକୁଟିଆ କରି ଦେଇଗଲେ ।

ଅଲଗା ଜାଗାରେ ଦିନେଶଙ୍କର ବାହାଘର ହୋଇଯିବ ବୋଲି ଯେତେବେଳେ ମୁଜାଣିବାକୁ ପାଇଥିଲି । ତେବେ ତାଙ୍କ ଘର ଆଗରେ ମୁଁ ନ୍ୟାୟ ଦାବୀ କରିଥିଲି । ସେଠି ମୋତେ ସମାଜସେବୀ ପ୍ରମିଳା ମା’ ସାହାଜ୍ଯର ହାତ ବଢାଇଥିଲେ । ମୋତେ ନ୍ୟାୟ ପାଇବା ଯୁଦ୍ଧରେ ଆଗକୁ ବଢିବା ପାଇଁ ସାହସ ଯୋଗାଉଥିଲେ । କେତେ ଦିନ ଏମିତି ଦାଣ୍ଡ ବାରଣ୍ଡାରେ ପଡି ରହିଲିଣି ।

ହେଲେ ଆଜି ପର୍ଯ୍ୟନ୍ତ ମୋ ପିଲାକୁ ତା’ ବାପାର ପରିଚୟ ମିଳି ପାରିନି କି ମୋତେ କିଛି ମଧ୍ୟ ନ୍ୟାୟ ମିଳିପାରିନାହିଁ । ହେଲେ ଦୀପିକାଙ୍କ କହିବା ଅନୁଯାଇ ବର୍ତ୍ତମାନ ସମୟରେ ହୁଏତ ଦିନେଶଙ୍କ ପରିବାର ଲୋକ ଟଙ୍କା ଦେଇ ପ୍ରମିଳା ମା’ ଙ୍କ ପାଟିକୁ ଚୁପ କରିଦେଇଛନ୍ତି । ଯେଉଁ କାରଣରୁ ପ୍ରମିଳା ମା’ ତପସ୍ଵିନୀ ହୁଅନ୍ତୁ ବା ଯିଏ ବି କିଛି ସମସ୍ଯାରେ ପୀଡିତ ହେଉଛନ୍ତି ।

ତାଙ୍କ ପାଖରେ ପ୍ରମିଳା ମା’ ଠିଆ ହୋଇ ତାଙ୍କୁ ସାହାଜ୍ଯ କରୁଛନ୍ତି । ହେଲେ ମୋତେ ଆଉ କୌଣସି ଅପ୍ରକାର ସାହାଜ୍ଯ ପ୍ରମିଳା ମା’ କରୁନାହାନ୍ତି । ତେବେ ନ୍ୟାୟ ପାଇବା ଆଶାରେ ପୋଲିସ ଓ କୋର୍ଟ ଉପରେ ଆଶା ବାନ୍ଧି ରହିଛନ୍ତି ଦୀପିକା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *