ପୂର୍ବତନ ମନ୍ତ୍ରୀ କ୍ଯାପଟେନ Dibya Sankar Mishra ଙ୍କ ବିବାହକୁ Sura Routray ଯାହା କହିଲେ ଶୁଣି ଆପଣ ବି ହସି ହସି ଗଡିବେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁଅକୁ ୨୦ ବର୍ଷ ହେଲାଣି । ବାହା ହେବାକୁ କନକନ  ହେଉଛନ୍ତି । ତେବେ ଏପରି କିଛି ମଜାଳିଆ ମନ୍ତବ୍ୟ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ମୁହଁରୁ ଗଣ ମାଧ୍ୟମ ଆଗରେ ଶୁଣିବାକୁ ମିଳିଛି । ତେବେ ଯେଉଁଠି ସୁର ରାଉତ କହିଛନ୍ତି । ଦିବ୍ୟଶଙ୍କରର ପୁଅକୁ ଆସି ୨୦ ବର୍ଷ ହେଲାଣି । ହେଲେ ବାପା ବାହା ହେବା ପାଇଁ ମନ ବଳାଇଛି । ତେବେ ଯଦି ଦିବ୍ୟଶଙ୍କରର ବାହା ହେବାକୁ ଇଛା ଅଛି । ବାହା ହେଇଯିବାଟା ବି ଭଲ କଥା ଅଟେ ।

ତେବେ ସବୁବେଳେ ମନ ଊଣା କରି ରହିବା ଅପେକ୍ଷା ଜୋଊଠୁ ବି ହେଉ ଗୋଟିଏ ଜାଗାରେ ବାହା ହୋଇ ରହିଯିବା ହିଁ ବହୁତ ଭଲ ଅଟେ । ତେବେ ବିରୋଧୀ ପାର୍ଟି ବିଧାୟକ ସୁର ରାଉତ ନିଜର ରୋଚକ ତଥା କୌତୁହଳ ପୂର୍ଣ୍ଣ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚାର ପରିସରରେ ଅନ୍ତର୍ଭୁକ୍ତ ହୋଇକି ଥାନ୍ତି । ତେବେ ନିଜର କଟାକ୍ଷ ଢଙ୍ଗରେ ଜଣେ ବିରୋଧୀ ପାର୍ଟିର ନେତା ଭାବରେ ବହୁତ ଲୋକଙ୍କର କାର୍ଯ୍ୟକଳାପରେ କଟାକ୍ଷ କରି କହିବା ପାଇଁ ସେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ବନାଇ ପରିଛନ୍ତି ।

ତେବେ ବଡ ବଡ ନେତା ମନ୍ତ୍ରୀ ବିଧାୟକ ସୁର ରାଉତଙ୍କର ଇଙ୍ଗିତ ପୂର୍ଣ୍ଣ କଥାରୁ ନିଜକୁ ବର୍ତ୍ତୀ କରି ପାରିନହିଁ । ତେବେ ସେହିଭଳି ଆସନ୍ତା ୨୫ ତାରିଖରେ ପୁରୀ ଠାରେ ଦିତୀୟ ବିବାହ କରିବାକୁ ଯାଉଥିବା କ୍ଯାପଟେନ ଦିବ୍ୟଶଙ୍କର ବାହାଘରକୁ ନେଇ ବିଧାୟକ ସୁର ରାଉତ ଏପରି କିଛି ମନ୍ତବ୍ୟ ଦେଇଛନ୍ତି ।

ତେବେ କ୍ଯାପଟେନ ଦିବ୍ୟଶଙ୍କର ନିଜ ଠାରୁ ୧୦ ବର୍ଷ ସାନ ଜଣେ ଯୁବତୀଙ୍କୁ ଦିତୀୟ ବିବାହ କରିଛନ୍ତି । ତେବେ ଉଭୟ ଦିବ୍ୟଶଙ୍କର ଓ ଧର୍ମପତ୍ନୀଙ୍କ ଏହା ଦିତୀୟ ବାହାଘର । ତେବେ ନିକଟ ଅତୀତରେ ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାପାଳଙ୍କ ବାହାଘର ମଧ୍ୟ ରାଜନୀତି ମଣ୍ଡଳରେ ଚର୍ଚା ପାଇଁ ଏକ ଖୋରାକ ଯୋଗାଇଥିଲା ।

ତେବେ ପୂର୍ବତନ ମନ୍ତ୍ରୀ ତଥା କ୍ଯାପଟେନ ଦିବ୍ୟଶଙ୍କର ଦିତୀୟ ବିବାହକୁ ନେଇ ଦିବ୍ୟଶଙ୍କର ନିଜେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ଯାହାକୁ ନେଇ ସବୁ ଦଳରେ ଚର୍ଚା ହେବାରେ ଲାଗିଛି ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *