‘ଦୀପାଲି ତମେ କି ଝିଅ ହୋ…ବାପାଙ୍କୁ ଜୀଅନ୍ତା ମାରିଦେଲେ ଦୁଃଖରେ ରହିବା କଥା, ଇଆଡୁ ସିଆଡୁ ଗପି କି ତୁମେ…’ ଦୀପାଳିଙ୍କୁ କଣ କହିଲେ Sura Routray

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୀପାଳି ତମେ କି ପ୍ରକାର ଝିଅ । ତମ ବାପାଙ୍କୁ ରାସ୍ତାରେ ଜିଅନ୍ତା ମା-ରି-ଦେଲେ ତମେ ଦୁଃଖରେ ରୁହ । ଇଆଡୁ ସିଆଡୁ ବେଶି କିଛି ଗପିବାର କୌଣସି ଆବଶ୍ୟକତା ନାହିଁ । ତେବେ ନିଜର ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚାର ପରିସର ଭିତରେ ରହୁଥିବା ବିରୋଧୀ ଦଳର ନେତା ତଥା ବିଧାୟକ ସୁର ରାଉତଙ୍କ ମୁହଁ ରୁ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ପାଇଁ କିଛି ଏପରି ଶୁଣିବାକୁ ମିଳିଛି ।

ତେବେ ଦୀପାଳି ଦାସଙ୍କ ପାଇଁ ସୁର ରାଉତ ନିଜସ୍ଵ କିଛି ଏପରି ମନ୍ତବ୍ୟ ଗଣ ମାଧ୍ୟମ ନିକଟରେ ଦେଇଛନ୍ତି । ଯେଉଁଠାରେ କି ବିଧାୟକ ସୁର ରାଉତ କହିଛନ୍ତି । ଦୀପାଳି ଦାସ ତମେ କି ଝିଅ । ତମ ବାପାଙ୍କ ନିକଟ ଅତୀତରେ ବିଚ ରାସ୍ତା ଉପରେ guli କରି ମ-ରା-ଯାଇଛି । ତାହା ଉପରେ ଖୋଳତାଡ କରି ସଠିକ ତଦନ୍ତ କରାଗଲେ । ସବୁ କିଛି ତଥ୍ୟ ସାମ୍ନାକୁ ଆସିପାରିବ । ହେଲେ ତମେ ଦୀପାଳି କହୁଛ ଚୁପ ହୋଇ ରୁହ । ହେଲେ ତମେ ଇଆଡୁ ସିଆଡୁ କଣ ଗପୁଛ।

ତମ ବାପାଙ୍କ ହଟାତ ଏପରି ଭାବରେ ଦେହାନ୍ତ ଘଟିଛି । ତେଣୁ ତୁମେ ଦୁଃଖରେ ରୁହ କିନ୍ତୁ ଯାହା ପାରୁଛ କଣ କହିଦେଉଛ । ତେବେ ଏହି ପ୍ରସଙ୍ଗରେ ସୁର ରାଉତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଆକ୍ଷେପ କରି କହିବାକୁ ଜମାରୁ ଭୁଲି ନାହାନ୍ତି । ତେବେ ସୁର ରାଉତଙ୍କ କହିବ ଆଧାରରେ ନବ ଦାସଙ୍କ ଝିଅ ଦୀପାଳି ଦାସ ମୁଖ୍ୟମନ୍ତ୍ରୀଙ୍କ ଉପରେ ବହୁତ ଭରଷା ଓ ବିଶ୍ବାସ ରହିଛି ବୋଲି କହୁଛି ।

ତେଣୁ ସବୁ ପ୍ରକାର ଦାୟିତ୍ଵ ମୁଖ୍ୟମନ୍ତ୍ରୀଙ୍କ ଉପରେ ଛାଡି ଦେଇ ବସିଯାଉଛି । ହେଲେ ସାଧାରଣ ଜନତାଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ସେତିକି ଭରଷା ନାହିଁ ବୋଲି ବିରୋଧୀ ଦଳର ନେତା ସୁର ରାଉତ କହିଛନ୍ତି । ତେବେ ପୂର୍ବତନ କ୍ଯାବିନେଟ ପାହ୍ୟା ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ହତୟଆ ଉପରେ କଡାକଡି ତଦନ୍ତ କରାଯାଉ ବୋଲି ବିରୋଧୀ ଦଳର ନେତା ସୁର ରାଉତ କହିଛନ୍ତି ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *