‘ମୋ ସ୍ୱାମୀଙ୍କ ଠାରୁ ମୋ ଶାଶୁ ଶଶୁରଙ୍କ ପାଖରେ ପଇସା ଅଧିକ, ମୁଁ ମୋ ଶାଶୁ ଶ୍ବଶୁରଙ୍କ…’: ଅଭିନେତ୍ରୀ Priyanka

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ସ୍ଵାମୀଙ୍କ ଠାରୁ ମୋ ଶାଶୁ, ଶ୍ଵଶୁରଙ୍କ ପଇସା ଅଧିକ, ତେଣୁ ମୁଁ ମୁଁ ମୋ ଶାଶୁ, ଶ୍ଵଶୁରଙ୍କ ଟଙ୍କାକୁ ଦେଖିକି ହିଁ ବାହା ହୋଇଯାଇଥିଲି । ତେବେ ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀଙ୍କ ମୁହଁରୁ ଏପରି କିଛି ମଜାଳିଆ କଥା ଶୁଣିବାକୁ ମିଳିଛି । ତେବେ ସମସ୍ତଙ୍କର ଅତି ପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ କେବଳ ଜଣେ ଅଭିନେତ୍ରୀ ନୁହନ୍ତି । ତେବେ ଜଣେ ଅଭିନେତ୍ରୀ ହେବା ସହ ପ୍ରିୟଙ୍କ ଜଣେ ମଡ଼େଲର ଓ ଯୂଟ୍ଯୂବର ମଧ୍ୟ ଅଟନ୍ତି ।

ତେଣୁ ପ୍ରିୟଙ୍କା ପାଣିଗ୍ରାହୀ ଘରେ ଘରେ ଅତି ପରିଚିତ ଜଣେ ଅଭିନେତ୍ରୀ ଅଟନ୍ତି । ତେବେ ପ୍ରିୟଙ୍କାଙ୍କ ଉପରେ କିଛି ତଳେ ଏପରି କିଛି ବିବାଦ ଉଠିଥିଲା । ଯେଉଁଠାରେ କିଛି ଲୋକ ଏପରି କରି କହିଥିଲେ । ଯେ ପ୍ରିୟଙ୍କା ତାଙ୍କ ସ୍ଵାମୀ ସ୍ମାରକଙ୍କୁ ତାଙ୍କ ପଇସା ଦେଖିକି ହିଁ ବାହା ହୋଇଯାଇଛନ୍ତି । ତେବେ ଏହି ସବୁ କଥା ଶୁଣି ଶୁଣି ଏଥିରେ ଅତିଷ୍ଠ ହୋଇ ଗଣ ମାଧ୍ୟମ ନିକଟରେ ପ୍ରିୟଙ୍କା କହିଥିଲେ । ମୁଁ କେଉଁ ଅମ୍ବାନୀଙ୍କୁ ବାହା ହୋଇନି ।

ମୋ ସ୍ଵାମୀଙ୍କ ଠାରୁ ମୋର ଶାଶୁ ଶଶୁରଙ୍କର ତ ଅଧିକ ପଇସା ହେବ । ତେବେ ଆଗରୁ ଓଲାରେ ଯାଉଥିଲି । ଏବେ କୋଉ ମର୍ଶୀଡିଜରେ ଯାଉନାହିଁ । ଏବେ ବି ସେହି ଓଲାରେ ଜୀବା ଆସିବା କରୁଛି । ତେବେ ଯେଉଁ ଲୋକ କହୁଛନ୍ତି ମୁଁ ମୋ ସ୍ଵାମୀର ଟଙ୍କା ଦେଖିକି ବାହା ହୋଇଛି । ସେମାନେ ସେପରି କହିବା ଜମାରୁ ମଧ୍ୟ ଠିକ ହେଉନାହିଁ ।

କାରଣ କେବଳ ଟଙ୍କା ଜୀବନରେ ସବୁକିଛି ହୋଇନଥାଏ । ତେଣୁ ମୁଁ ମୋ ସ୍ଵାମୀ ଓ ଶାଶୁ ଘର ପରିବାର ଲୋକଙ୍କ ସହିତ ବହୁତ ଭଲରେ ଅଛୁ । ତେଣୁ ଯେଉଁ ଲୋକଙ୍କୁ ଯାହା ଠିକ ଲାଗୁଛି ସେମାନେ ସେଇଆ କୁହନ୍ତୁ ମୋତେ ସେଥିରୁ କିଛି ବିଶେଷ ପ୍ରଭାବ ପଡିବ ନାହିଁ । ବୋଲି ଅଭିନେତ୍ରୀ ପ୍ରିୟଙ୍କା କହିଛନ୍ତି । ତେବେ ପ୍ରିୟଙ୍କଙ୍କ କହିବା ଆଧାର ଖାଲି ଏତିକି କହୁଛି ମୋତେ ଆଉ ସ୍ମାରକଙ୍କୁ ଆଶ୍ରୀବାଦ କରନ୍ତୁ ।

ଯେପରି ଆମ ଦୁହିଙ୍କର ବୈବାହିକ ସବୁଦିନ ପାଇଁ ଏମିତି ଭଲରେ ଭଲରେ ରହିଥାଉ । ଯେଉଁ ଲୋକ ସବୁବେଳେ ପ୍ରିୟଙ୍କା ପଇସା ଦେଖିକି ବାହା ହେଇଛି ବୋଲି କହୁଛନ୍ତି । ସେମାନେ ଠାକୁରଙ୍କ କୁହନ୍ତୁ ମୋର ଯେପରି ଆହୁରି ଅଧିକରୁ ଅଧିକ ପଇସା ବଢିଯାଉ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *