ପୁଅକୁ 20 ବର୍ଷ, ଏବେ 2nd marriage କରିବେ ପୂର୍ବତନ ମନ୍ତ୍ରୀ Captain Dibyashankar Mishra, ଦେଖନ୍ତୁ କେବେ ଓ କେଉଁଠି ହେବ ବିବାହ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ହେବାକୁ ଯାଉଛି ବାହାଘର । ତେବେ ଆସନ୍ତା ୨୫ ତାରିଖରେ କ୍ଯାପଟେନ ଦିବ୍ୟଶଙ୍କର ମିଶ୍ରଙ୍କର ଏକ ଯୁବତୀଙ୍କ ସହିତ ବିବାହ ହେବା ପାଇଁ ଯାଉଛି । ତେବେ ଯେଉଁ କଥା ବର୍ତ୍ତମାନ ସମୟରେ ବହୁ ଚର୍ଚାର ବିଷୟ ପାଲଟିଛି । ତେବେ ଦିବ୍ୟଶଙ୍କର ଯେଉଁ ଯୁବତୀଙ୍କୁ ବିବାହ କରିବାକୁ ଯାଉଛନ୍ତି । ସେହି ଯୁବତୀ ଜଣଙ୍କର ଦିବ୍ୟଶଙ୍କର ଠାରୁ ପ୍ରାୟ ୨୦ ବର୍ଷ ସାନ ହେବ ବୋଲି ଚର୍ଚା ଉଠୁଛି ।

ତେବେ ଜୁନାଗଡ ଅନ୍ତର୍ଗତ ଦେପୁଟ ଏରିଆର ଯୁବତୀଙ୍କୁ ଦିବ୍ୟଶଙ୍କର ବିବାହ କରିବେ । ତେବେ ଯୁବତୀ ଜଣଙ୍କ ଭୁବନେଶ୍ବରର ଏକ ଘରୋଇ କମ୍ପାନୀରେ ଚାକିରି କରିଛନ୍ତି । ତେବେ ଦିବ୍ୟଶଙ୍କରର ଏହି ବିବାହ ଦିତୀୟ ବିବାହ ହେବା ପାଇଁ ଯାଉଛି । ତେବେ ଗତ ୧୦ ବର୍ଷ ପୂର୍ବେ ଦିବ୍ୟଶଙ୍କର ତାଙ୍କର ଧର୍ମପତ୍ନୀଙ୍କ ସାହି ଛାଡ ପତ୍ର ହୋଇଯାଇଥିଲା ।

ତେବେ ଦିବ୍ୟଶଙ୍କରର ଯାହା ସହିତ ବିବାହ ହେବ କୁ ଯାଉଛନ୍ତି ସେହି ଯୁବତୀଙ୍କର ମଧ୍ୟ ଏହା ଦିତୀୟ ବିବାହ ହେବା ପାଇଁ ଯାଉଛି । କାରଣ କୌଣସି କାରଣରୁ ସେ ମଧ୍ୟ ପ୍ରଥମ ବାହାଘର ପରେ ନିଜ ସ୍ଵାମୀଙ୍କ ଠାରୁ ଅଲଗା ହୋଇଯାଇଥିଲେ। ତେବେ ଦିବ୍ୟଶଙ୍କରର ଗୋଟିଏ ୨୦ ବର୍ଷର ପୁଅ ମଧ୍ୟ ରହିଅଛି ।

ତେବେ ନିଜ ପରିବାର ଓ ବନ୍ଧୁ ପରିଜନ ତଥା କିଛି ନିକଟ ସମ୍ପର୍କୀୟଙ୍କୁ ନେଇ ନିରାଡମ୍ବର ଭାବରେ ପୁରୀ ଠାରେ କ୍ୟାପଟେନ ଦିବ୍ୟଶଙ୍କରର ବାହାଘରଟି ହୋଇବା ପାଇଁ ଯାଉଛି । ତେବେ ପୂର୍ବତନ ମନ୍ତ୍ରୀ କ୍ଯାପଟେନ ଦିବ୍ୟଶଙ୍କରର ଦିତୀୟ ବାହାଘର ହେବାକୁ ନେଇ ଖୋଦ ଦିବ୍ୟଶଙ୍କର ବାହାଘର ହେବ ବୋଲି କହି ପ୍ରତିକ୍ରିୟା ରଖିଛନ୍ତି ।

ତେବେ ନିକଟ ଅତୀତରେ ୨ ଜିଲ୍ଲାପାଳଙ୍କର ବାହାଘରକୁ ନେଇ ରାଜନୀତି ମଣ୍ଡଳରେ ଖୁବ ଚର୍ଚା ହେବାରେ ଲାଗିଥିଲା । ତେବେ ଏବେ ପୁଣି ଅନ୍ୟ ଜଣେ ରାଜନେତା ତଥା ପୂର୍ବତନ ମନ୍ତ୍ରୀ କ୍ଯାପଟେନ ଦିବ୍ୟଶଙ୍କରଙ୍କର ଦିତୀୟ ବାହାଘରକୁ ନେଇ ରାଜନୀତି ମହୋଲରେ ଚର୍ଚା ପାଇଁ ପୁଣି ଏକ ଖୋରାକ ଯୋଗଉଛି ।

ତେବେ  ଆସନ୍ତା ଫେବୃଆରି ମାସ ୨୫ ତାରିଖରେ ପୁଣି ଥରେ ଦିତୀୟ ବିବାହ କରି ହାତକୁ ୨ ହାତ ହେବାକୁ ଯାଉଛନ୍ତି କ୍ଯାପଟେନ ଦିବ୍ୟଶଙ୍କର ମିଶ୍ର । ତେବେ ତାଙ୍କର ଦିତୀୟ ବୈବାହିକ ଜୀବନ ଖୁଶିମୟ ରହୁ ବୋଲି ଆଶା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *