Vastu Shastra – ଦିପାବଳୀ ଦିନ ଏହି ଜାଗାରେ ବନେଇଦିଅନ୍ତୁ ଗୋଟେ ସ୍ୱସ୍ଥିକ ଭିକାରି ବି ହୋଇଯିବ କୋଟିପତି

ଫ୍ରେଣ୍ଡ୍ସ ଆଜି ଆମେ ଆପଣଙ୍କ ପାଇଁ ଏକ ଚମତ୍କାରୀ ଉପାୟ ନେଇ ଆସିଛୁ । ଏହି ଉପାୟକୁ ଆପଣଙ୍କୁ ଦୀପାବଳି ଦିନ ହିଁ କରିବାକୁ ପଡିବ । ଏହି ଉପାୟ ଅତ୍ୟନ୍ତ ପ୍ରଭାବଶାଳୟ ଅଟେ । ଏହି ଉପାୟକୁ ଥରେ ନିଶ୍ଚୟ କରନ୍ତୁ । ତେବେ ଚାଲନ୍ତୁ ଜାଣିବା । ଫ୍ରେଣ୍ଡ୍ସ ଦୀପାବଳି ପର୍ବ ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ଦିନ ହୋଇଥାଏ । ଏମିତି ମାନ୍ୟତା ଅଛି ଅଛି ଏହି ଦିନ କିଣା ଯାଇଥିବା ଜିନିଷ ଦ୍ଵାରା ଧନ 13 ଗୁଣ ବୃଦ୍ଧି ହୋଇଥାଏ । ପ୍ରାଚୀନ କାଳରୁ ହିଁ ଏହି ଦିନ ସୁନା ରୂପା କିଣିବାର ପରମ୍ପରା ଚାଲି ଆସିଛି ।

ରୂପା ଚନ୍ଦ୍ରମାଙ୍କ ପ୍ରତୀକ ଅଟେ ଯିଏ ଧନ ଆଉ ମନ ଦୁଇଟିର ସ୍ଵାମୀ ଆତନ୍ତି । ଚନ୍ଦ୍ରମା ଶୀତଳତାର ବି ପ୍ରତୀକ ଅଟନ୍ତି । ଫ୍ରେଣ୍ଡ୍ସ ଦୀପାବଳି ଦିନ ମାତା ଲକ୍ଷ୍ମୀ ଓ ଗଣେଶ ଭଗବାନଙ୍କର ସାଧନା ମଧ୍ୟ କରାଯାଏ । ଏହା ସହିତ ଏହି ଦିନ କୁବେର ଦେବତାଙ୍କୁ ମଧ୍ୟ ପୂଜା କରାଯାଏ ।

ଏହି ରାତିରେ କୁବେର ଯନ୍ତ୍ର, ଶ୍ରୀ ଯନ୍ତ୍ର ଓ ଲକ୍ଷ୍ମୀ ସ୍ୱରୂପ ଦକ୍ଷିଣାବର୍ତ୍ତୀ ଯନ୍ତ୍ର ର ପୂଜା ଦ୍ଵାରା ସୁଖ ସମ୍ପତ୍ତି ଓ ଧାନ ସମ୍ପତ୍ତି ପାଇଁ ଅଚୁକ ଉପାୟ ବୋଲି ମନା ଯାଇଛି । ଯଦି ଆପଣ ଦୀପାବଳି ଦିନ କିଛି ଉପାୟ କରିବେ ତେବେ ଆପଣଙ୍କ ଘରେ ଧନ ସହିତ ଖୁସିର ଆଗମନ ମଧ୍ୟ ହେବ । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ପ୍ରଥମ ଉପାୟ

ଫ୍ରେଣ୍ଡ୍ସ ଦୀପାବଳି ଦିନ ଘରର ବାହାରେ କିମ୍ବା ଘର ଭିତରେ ବହୁତ ସାରା ଦୀପ ଲଗାଇ ଯମ ରାଜାଙ୍କୁ ଅର୍ପଣ କରିବା ଦ୍ଵାରା ସେ ପ୍ରସନ୍ନ ହୋଇଥାନ୍ତି । ଓ ଅକାଳ ମୃତ୍ୟୁ ରୁ ବଞ୍ଚାଇଥାନ୍ତି ।

ଏହି ଦିନ କୌଣସି ବି ଜିନିଷ କିଣିବା ବହୁତ ଭଲ ହୋଇଥାଏ । ଏମିତି ମାନ୍ୟତା ଅଛି କି ଏହି ଦିନ କିଛି ବି କିଣିବା ଦ୍ଵାରା ଘରେ ଧନ ସମ୍ପତ୍ତି ହୁ ହୁ ହେଇ ବଢିଚାଲେ ।

ଏହି ଦିନ ଘରର ମୁଖ୍ୟ ଦ୍ଵାରରେ ଗୋଟିଏ ସ୍ଵସ୍ତିକ ବନାଇବା ଦ୍ଵାରା ନିଜେ ଧନ ଦେବ କୁବେର ଓ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଧନ ନେଇ ପ୍ରବେଶ କରିବେ ଆଉ କେବେ ବି ଆପଣଙ୍କୁ ଧନର ଅଭାବ ହେବ ନାହିଁ ।

ଏହି ଦିନ ଦକ୍ଷିଣା ବର୍ତ୍ତୀ ଶଙ୍ଖ ଉପରେ ଲକ୍ଷ୍ମୀ ମନ୍ତ୍ର ଲେଖିବା ଦ୍ଵାରା ଧାନ ପ୍ରାପ୍ତିର ଯୋଗ ବଢିଯାଏ ।

ଯଦି ଆପଣ ଏହି ଦିନ ମା ଲକ୍ଷ୍ମୀ ଙ୍କ ମନ୍ତ୍ର ଜପ କରିବେ ତେବେ ପୁରା ବର୍ଷ  ଆନନ୍ଦରେ ରହିବେ । ଏହା ଦ୍ଵାରା ଧନ ପ୍ରାପ୍ତିର ଯୋଗ ବଢିଯାଏ । ଯଦି ଆପଣ ଏମିତି କରିବେ ତେବେ ଆପଣଙ୍କ ଘରକୁ ଧନ ଆସିବ ଆଉ ସବୁ ରୋଗ ଦୂରେଇ ଯିବ ଓ ଆପଣଙ୍କ ଘରେ ସମସ୍ତେ ଆରୋଗ୍ଯ ରହିବେ । ଫ୍ରେଣ୍ଡ୍ସ ଏହି ସବୁ ଉପାୟକୁ ଆପଣ ଦୀପାବଳି ଦିନ ନିଶ୍ଚୟ କରନ୍ତୁ । ଏହାକୁ କରିବା ପରେ ଆପଣଙ୍କ ଘରକୁ ପ୍ରବଳ ଧନ ଆସିବ । କାରଣ ଏହି ଦିନଟି ମା ଲକ୍ଷ୍ମୀ ଓ କୁବେର ଦେବତାଙ୍କ ଦିନ ହୋଇଥାଏ ।

ଫ୍ରେଣ୍ଡ୍ସ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *