TV ସିରିଏଲ ‘Taarak Mehta’ ର ମେହତା ସାହାବ ଙ୍କ ସ୍ତ୍ରୀ ଦେଖା ଯାଆନ୍ତି ବହୁତ ସୁନ୍ଦର ଆଉ ଷ୍ଟାଇଲିସ, ଦେଖନ୍ତୁ ଫଟୋ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ନିଶ୍ଚୟ ଦେଖିଥିବେ । ହିନ୍ଦୀ ଟିଭି ସିରିଏଲ ମଧ୍ୟରେ କେତେକ ସିରିଏଲ ଏପରି ରହିଛି ଯାହା ପ୍ରସିଦ୍ଧି ହାସଲ କରିଛି ଓ ଅନ୍ୟ କେତେକ ସିରିଏଲ ଏପରି ରହିଛି ଯାହାକୁ ଦର୍ଶକ ମାନେ ଅଧିକ ପସନ୍ଦ କରି ନାହାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ସିରିଏଲ ଷ୍ଟାର ବିଷୟରେ କହିବାକୁ ଯାଉଛୁ ଯିଏ ବହୁତ ଶୀଘ୍ର ଏହି ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଟିଭି ଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଟିଭିର ଫେମସ ସିରିଏଲ ‘ତାରକ ମେହେତା’ର ମୁଖ୍ୟ ଅଭିନେତା ତାରକ ମେହତା । ଏହି ସିରିଏଲଟି ବର୍ତ୍ତମାନ ପ୍ରସିଦ୍ଧି ହାସଲ କରିସାରିଛି । କାରଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ ଷ୍ଟାର ବହୁତ ଭଲ ଭୂମିକା ପଦର୍ଶନ କରିଛନ୍ତି ।

ଏହି ସିରିଏଲର ମୁଖ୍ୟ କଳାକାର ତାରକ ମେହେତାଙ୍କର ଅସଲ ନାମ ହେଉଛି ସେଲିସ ଲୋଧା । ଆପଣ ମାନେ ବହୁତ ଥର ସେଲିସଙ୍କୁ ଟିଭିରେ ଦେଖିଥିବେ । ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ସେଲିସଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ତାଙ୍କର କମେଡିକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେଲିସଙ୍କ ରିଅଲ ଲାଇଫ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ, ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଟିଭିର ଫେମସ ସିରିଏଲ ‘ତାରକ ମେହେତା’ର ମୁଖ୍ୟ କଳାକାର ସେଲିସ ଲୋଢାଙ୍କ ରିଅଲ ଲାଇଫ ପତ୍ନୀ ହେଉଛନ୍ତି ସ୍ଵାତି ଲୋଧା ।

ସ୍ଵାତି କୌଣସି ସିରିଏଲ ବା ଫିଲ୍ମରେ କାମ କରନ୍ତି ନାହିଁ ହେଲେ ସେ ମ୍ୟାନେଜମେଣ୍ଟର ଗୁରୁ ଅଟନ୍ତି । ସେଲିସ ଓ ସ୍ଵାତି ରାଜସ୍ଥାନରେ ରୁହନ୍ତି । ସାଧାରଣ ଭାଷାରେ କହିବାକୁ ଗଲେ ରାଜସ୍ଥାନ ହେଉଛି ସେମାନଙ୍କର ଜନ୍ମ ଭୂମି ଓ ମୁମ୍ବାଇ ହେଉଛି ସେମାନଙ୍କର କର୍ମ ଭୂମି । ସ୍ଵାତି ଏକ ବିଜନେସ ସ୍କୁଲର ଡାଇରେକ୍ଟର ମଧ୍ୟ ଅଟନ୍ତି । କେବଳ ଏତିକି ନୁହେଁ ବନ୍ଧୁଗଣ ଏହା ବ୍ଯତୀତ ସ୍ଵାତି ନିଜ ସ୍ଵାମୀଙ୍କ ପରି ଏକ ଲେଖକ ମଧ୍ୟ ଅଟନ୍ତି ।


ସୋସିଆଲ ମିଡିଆରେ ସ୍ଵାତିଙ୍କ ଲୋକପ୍ରିୟତା ସେଲିସଙ୍କ ପରି ଅଧିକ ରହିଛି । ସ୍ଵାତି ନିଜ ସ୍ଵାମୀଙ୍କ ସହ ପ୍ରାୟତଃ ସୋସିଆଲ ମିଡିଆରେ ଫଟୋ ସେୟାର କରନ୍ତି । ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ସେଲିସ ଯେପରି ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିକୁ ଆସି ସଫଳତା ପାଇଛନ୍ତି ସେହିପରି ସ୍ଵାତି ମଧ୍ୟ ମ୍ୟାନେଜମେଣ୍ଟରେ ସଫଳତା ପାଇଛନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ସେଲିସ ଙ୍କ ଅଭିନୟ କିପରି ଲାଗେ ଆମକୁ କମେନ୍ଟ କରି ଜଣାଇବେ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *