Jyotish Shastra – ଦୀପାବଳି ଅମାବାସ୍ୟା ରେ 4 ଟି ରାଶିରେ ରାଜଯୋଗ, ସୁନା ଭଳି ଚମକିବ ଭାଗ୍ୟ

ବନ୍ଧୁଗଣ ଆଗକୁ ଆସିବାକୁ ଯାଉଛି ଆଲୋକର ପର୍ବ ଦୀପାବଳି। ଏହି ଦୀପାବଳି ଦୀନଠାରୁ ବନିବାକୁ ଯାଉଛି ଏପରି ଏକ ମହା ସଂଯୋଗ ଯାହା ପୁର୍ଣ୍ଣ ଭାବରେ ଫେରିବାକୁ ଯାଉଛି। ଏହି ୪ଟି ରାଶିର ବ୍ୟକ୍ତିଙ୍କୁ ମାତା ଲକ୍ଷ୍ମୀଙ୍କର ଅପାର କୃପା ଏବଂ ଧନରାଜ୍ କୁବେରଙ୍କର ଆଶିର୍ବାଦ ପ୍ରାପ୍ତ ହେବ ଯେଉଁ କାରଣରୁ ଏମାନଙ୍କ ଜୀବନରୁ ଦୁଃଖ କଷ୍ଟ ସମାପ୍ତ ହେବାକୁ ଯାଉଛି। ଧନଯନୀତ ଅଭାବ ରହିବ ନାହିଁ ବହୁତ୍ କିଛି ମିଳିଯିବ ଯାହାକି ଏମାନେ ଆଦୈ ଚିନ୍ତା କରିନଥିବେ। ଏହି ୪ଟି ରାଶିକୁ ମିଳିବ ବହୁତ ଖୁସିର ଖବର। ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଛୁ ସେଇ ୪ଟି ରାଶି ବିଷୟରେ, ଯେଉଁ ମାନଙ୍କର ଜୀବନରେ ଦୀପାବଳି ଦୀନଠାରୁ ହିଁ ଭାଗ୍ୟ ବଦଳିଜିବାର ଅଛି।

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତୁ ଜାଣିବା ଏହି ମହା ସଂଯୋଗ କାରଣରୁ କିଛି ଜାତକ ରାଶି ମାନଙ୍କ ଉପରେ କଣ ସବୁ ପ୍ରଭାବ ପଡୁଅଛି। ସବୁଠାରୁ ବଡ଼ ମହା ସଂଯୋଗ ଗପିବାକୁ ଯାଉଛି, ଯାହା ଫଳରେ ମା ଲକ୍ଷ୍ମୀଙ୍କର ଅପାର କୃପା ପ୍ରାପ୍ତି ହେବ। ଆପଣମାନେ ଜାଣିଛନ୍ତି ଦୀପାବଳି ଭାରତର ସବୁଠାରୁ ବଡ଼ ପର୍ବ ଭାବେ ପାଳନ କରାଯାଏ, ଯାହାକୁ ଆମ୍ଭେମାନେ ଆନନ୍ଦ ଉତ୍ସାହରେ ସହିତ ପାଳନ କରିଥାଉ। ୪ଟି ରାଶିର ବ୍ୟକ୍ତିଙ୍କ ଜୀବନ ଦୀପାବଳି ଦୀନଠାରୁ ହିଁ ପୂର୍ଣ୍ଣ ରୂପେ ବଦଳି ଯିବ। ମା ଲକ୍ଷ୍ମୀଙ୍କ କୃପାରୁ ଦୀପାବଳି ଦୀନଠାରୁ ଏମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା ସେହି ୪ଟି ଭାଗ୍ୟଶାଳୀ ରାଶି ବିଷୟରେ।

ଦୀପାବଳି ଦୀନଠାରୁ ହିଁ ସମସ୍ତ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ ଏବଂ ଆପଣ ନିଜ ଜୀବନରେ ବଡ଼ ପରିବର୍ତ୍ତନ ଦେଖିବାକୁ ପାଇବେ। ଦୀର୍ଘ ଦିନ ଧରି ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ। ଗୃହକୁ ବିଭିନ୍ନ ପ୍ରକାରର ଖୁସି ଖବର ଆସିବାକୁ ଲାଗିବ।କୈଣସୀ ଏକ ନୂଆ ଭାଗିଦାରୀ ବ୍ୟବସାୟରେ ପ୍ରବେଶ କରିବେ। ନୂଆ ନୂଆ ମିତ୍ରଙ୍କ ସହୀତ ମିଳନ ହେବ। କାର୍ଯ୍ୟ ପ୍ରଣାଳୀରେ ସୁଧାର ଆସିବ। ତେବେ ଏବେଠାରୁ ହିଁ ଆପଣ କାର୍ଯ୍ୟରେ ଲାଗି ପଡ଼ନ୍ତୁ, ଦେଖିବେ ଆପଣଙ୍କୁ ସେହି କାର୍ଯ୍ୟରେ ନିଶ୍ଚିତ ଭାବରେ ସଫଳତା ମିଳିବ। ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ସମାଜରେ ମାନ ସମ୍ମାନ ପ୍ରାପ୍ତ ହେବ।

ଆପଣଙ୍କର ଆୟର ପରିମାଣ ଅଧିକ ରହିବ। କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସଂପର୍କ ବଢ଼ିବ। ଯଦି ଆପଣ କିଛି ନୂଆ କାର୍ଯ୍ୟ ପାଇଁ ବିଦେଶ ଯିବାପାଇଁ ଚାହିଁଥିଲେ ତେବେ ଆପଣଙ୍କ ପାଇଁ ଏଇ ସମୟ ଶୁଭ ରହିବ। ଆପଣଙ୍କ ଗୃହକୁ ଏକ ଅତିଥି ଆସିବେ, ଯାହା ଫଳରେ ଆପଣଙ୍କ ଘରେ ଆନନ୍ଦର ଲହରୀ ଖେଳିଯିବ। ଅର୍ଥାତ୍ ଶୀଶୁଙ୍କର ଆଗମନ ହୋଇପାରେ।

ଆପଣଙ୍କ ଜୀବନର ସମସ୍ତ ଦୁଃଖ କଷ୍ଟ ମା ଲକ୍ଷ୍ମୀଙ୍କ କୃପାରୁ ଦୂର ହେବାକୁ ଯାଉଛି। ପିଲାଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ଆସିବ। ପାଠପଢ଼ାରେ ଅଧିକ ଧ୍ୟାନ ଦେବେ। ନିଜର ଭବିଷ୍ୟତକୁ ନେଇ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ। ଘରୋଇ ଜୀବନରେ ଚାଲୁଥିବା ସମସ୍ୟାରୁ ମୁକ୍ତି ମିଳିଯିବ।

ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ପରାସ୍ତ ହେବେ। ଆୟର ନୂଆ ସ୍ରୋତ ମିଳିବ। ରୋଜଗାରରେ ବୃଦ୍ଧି ଘଟିବ। ହଠାତ୍ ଧନ ପ୍ରାପ୍ତିର ଯୋଗ ବନୁଅଛି। ଆପଣଙ୍କ ଜୀବନରେ କିଛି ବଡ଼ ପରିବର୍ତ୍ତନ ଘଟିବ ଯାହା ଆପଣ ବିଶ୍ଵାସ କରିପାରିବେ ନାହିଁ। ଆପଣଙ୍କ ଜୀବନରେ ଖୁସିର ଖବର ଆସିବାକୁ ଯାଉଛି। ତେବେ ସେଇ ଭାଗ୍ୟଶାଳୀ ରାଶି ଗୁଡିକ ହେଉଛି କୁମ୍ଭ ରାଶି, ତୁଳା ରାଶି,କନ୍ୟା ରାଶି ଏବଂ ବୃଷ ରାଶି। ଏହି ୪ଟି ରାଶିର ଭାଗ୍ୟ ପୂର୍ଣ୍ଣ ରୂପେ ବଦଳି ଯିବ। ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପ୍ରାପ୍ତି କରିବେ।

Leave a Reply

Your email address will not be published. Required fields are marked *