ମୁଁ ଯେତେବେଳେ ଚାକିରୀ ଛାଡି ୟୁଟୁବ ଭିଡିଓ ବନେଇଲି ସମସ୍ତେ ହସୁଥିଲେ, ବାର ଲୋକ ବାର କଥା କହୁଥିଲେ, ଏବେ ମୁଁ ଲକ୍ଷ ଲକ୍ଷ ଟଙ୍କା କମାଉଛି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୟୁଟ୍ଯୂବ ଏକ ଏପରି ପ୍ଲାଟଫର୍ମ ଯାହାକୁ ଦେଖି ବହୁତ ଲୋକ ମନରଞ୍ଜନ ହୋଇଥାନ୍ତି । ଏହା ସହିତ ସବୁଠାରୁ ବଡ କଥା ହେଉଛି । ୟୁଟ୍ଯୂବ ମାଧ୍ୟମରେ ଲୋକମାନେ ନିଜର ରୋଜଗାର ପନ୍ଥା ମଧ୍ୟ ଆପଣାଉଛନ୍ତି । ସେହିପରି ଏକ ଯୁବକ ମଧ୍ୟ ୟୁଟ୍ଯୂବରୁ ନିଜର ଭିଡିଓ କରି ଏବେ ଲକ୍ଷ ଲକ୍ଷ ଟଙ୍କା କମାଇବାରେ ସଫଳ ହୋଇପାରିଛନ୍ତି । ସେ ହେଉଛନ୍ତି ୟୁଟ୍ଯୂବ ଷ୍ଟାର ଦିଲୀପ । ସେ ଆଗରୁ ଡାନ୍ସ ଲାଇନରେ ଥିଲେ ।

ଦିଲ୍ଲୀପ କେବଳ ତାଙ୍କର ଫୋନରେ କ୍ୟାମେରା ଦ୍ଵାରା ହିଁ ନିଜର କନସେପଟ ତିଆରି କରିକି ୟୁଟ୍ଯୂବ ଚାନେଲରେ ଫେମସ ହୋଇପାରିଛନ୍ତି । ଏହି ୟୁଟ୍ଯୂବ କ୍ଯାରିଅରରେ ଯେତେବେଳେ ସେ ସଫଳ ହୋଇନଥିଲେ । ତାଙ୍କ ଘର ଲୋକଙ୍କର ଏହି ଲାଇନରେ ଯିବାକୁ ଯୂଟ୍ଯୂବର ଦିଲୀପକୁ ବହୁତ ହିଁ ବାରଣ କରନ୍ତି । ଦିଲୀପଙ୍କର ମିଡିଆ ଆଗରେ ନିଜସ୍ୱ କହିବା ଅନୁସାରେ ତାଙ୍କ ଘର ଦିଲୀପଙ୍କୁ କିଛି କର୍ମ କ୍ଷେତ୍ରରେ ନିଯୁକ୍ତି ହୁଅନ୍ତୁ ବୋଲି ଇଚ୍ଛା କରୁଥିଲେ ।

ସେଥିପାଇଁ ଦିଲୀପ କାମ ଉଦ୍ଧେଶ୍ୟରେ ବଙ୍ଗୋଲୋର ମଧ୍ୟ ଯାଇଥିଲେ । ସେଠାରେ କିନ୍ତୁ ତାଙ୍କର କାମ ପ୍ରତି ସେତେ ମାତ୍ରାରେ ଆଗ୍ରହ ରହିନଥିଲା । ତାପରେ ସେ ପୁଣି ଘରକୁ ଫେରି ଆସି ୟୁଟ୍ଯୁବରେ କାମ କରିବା ପୁଣି ଠାରେ ଆରମ୍ଭ କରିଦେଇଥିଲେ । କିନ୍ତୁ ଦିଲୀପଙ୍କର ନିଜସ୍ୱ ଦୃଢ ଇଛା ଶକ୍ତି ରହିଥିଲା । ଏହା କି ଯେ ସେ ଜଣେ ଭଲ ଯୂଟ୍ଯୂବର ଯେପରି ହୋଇପାରିବେ । ସେଥିପାଇଁ ସେ ସବୁବେଳେ ନିଜକୁ ପ୍ରସ୍ତୁତ କରି ନିଜର ୟୁଟ୍ଯୂବ ଭିଡିଓ ମାଧ୍ୟମରେ ଲୋକଙ୍କ ମନରଞ୍ଜନ କରାଇଥାନ୍ତି ।

ପ୍ରଥମେ ପ୍ରଥମେ ସେ ୟୁଟ୍ଯୂବରେ ଡାନ୍ସ ଦ୍ଵାରା ଲୋକଙ୍କ ମନରଞ୍ଜନ କରାଉଥିଲେ । ତାପରେ ସେ ନିଜର ୟୁଟ୍ଯୁବ କ୍ଯାରିଅରରେ କୋଭିଡ ପିରିଅଡର ଲକଡାଉନ ସମୟରେ ହିଁ ସଫଳତା ପାଇଥିଲେ । ଦିଲୀପ କୋଭିଡ ସମୟରେ ଅନ୍ୟ ସାଧାରଣ ଲୋକଙ୍କ ପରି ଖାଇବା, ପିଇବାକୁ ମଧ୍ୟ ହଇରାଣ ହେଉଥିଲେ । ତଥାପି ସେ ନିଜର ୟୁଟ୍ଯୂବରେ ଭିଡିଓ କରିବା ଜାରୀ ରଖିଥିଲେ ।

ସେତେବେଳ ସମୟରେ ସେ ୟୁଟ୍ଯୁବରେ ନ୍ଯୁଜ ସମ୍ପର୍କିତ ଭିଡିଓ କରି ଛାଡିବାକୁ ଆରମ୍ଭ କରିଦେଲେ । ପ୍ରଥମେ ପ୍ରଥମେ ତାଙ୍କୁ ସେଥିରେ ଅସୁବିଧାର ସାମ୍ନା କରିବାକୁ ପଡିଥିଲା । ତାପରେ ଧୀରେ ଧୀରେ କରି ସେ ୟୁଟ୍ଯୁବରେ ଫେମସ ହେବାକୁ ଆରମ୍ଭ କରିଦେଲେ । ତାଙ୍କର ୟୁଟ୍ଯୁବ ଯାତ୍ରାରେ ସେ ବହୁତ ସଫଳତା ହାସଲ କରି ଏବେ ଲକ୍ଷ ଲକ୍ଷ ଟଙ୍କା କମାଇବାରେ ସମର୍ଥ ହୋଇପାରିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *