ଡରିଲାଣି ଚୀନ ! ଏବେ ତାଲିବାନ ଓ ଚୀନ ଷଡଯନ୍ତ୍ରର ଉଚିତ ଜବାବ ଦେବ ଭାରତ, ଅନେଇକି ରହିଗଲା ତାଲିବାନ ! ଚୀନ ହେବ ବର୍ବାଦ, ଦେଖନ୍ତୁ ଏହି Special Report

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ବଡ ଖବରଟି ହେଉଛି ଭାରତକୁ ଆସୁଛି ଘା-ତ-କ ମିସାଇଲ । ଭାରତ କରିବ ଅ-ଗ୍ନି ଭି ନ୍ୟୁକ୍ଲିୟର ମିସାଇଲର ପରୀକ୍ଷଣ । ସାମରିକ କ୍ଷେତ୍ରରେ ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି ଭାରତ । ଭାରତ ପାଖରେ ଅତ୍ୟାଧୁନିକ ମିସାଇଲ, ଯୁ-ଦ୍ଧ ଜାହାଜ ଓ ଅନ୍ୟାନ୍ୟ ଯୁ-ଦ୍ଧ ଅ-ସ୍ତ୍ର ଥିବା ବେଳେ ଭାରତୀୟ ସେନାରେ ଆହୁରି ଏକ ଶକ୍ତିଶାଳୀ ମିସାଇଲ ସାମିଲ ହେବାକୁ ଯାଉଛି । ଯାହାକୁ ନେଇ ଭୟବିତ ହୋଇ ଉଠିଛନ୍ତି ପଡୋଶୀ ଶତ୍ରୁ ରାଷ୍ଟ୍ର ଚୀନ ଓ ପାକିସ୍ତାନ । 


ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ-ର-ମା-ଣୁ ସାମରିକ ଚୁକ୍ତିରେ କ୍ରୋଧିତ ଥିବା ଚୀନ ବର୍ତ୍ତମାନ ଭାରତର କ୍ଷେ-ପ-ଣଅ-ସ୍ତ୍ର କାର୍ଯ୍ୟ କ୍ରମରେ ପ୍ରଶ୍ନ ଉଠାଇଛି । ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ଆସନ୍ତା ଦିନରେ ଭାରତ ଅ-ଗ୍ନି ଭି ଇଟର କଣ୍ଟିନେଟଲ ବାଲାଷ୍ଟିକ ମିସାଇଲର ପରୀକ୍ଷଣ କରିବାକୁ ଯାଉଛି । ହେଲେ ବନ୍ଧୁଗଣ ଏହି ପରୀକ୍ଷଣକୁ ବି-ରୋ-ଧ କରୁଛି ଚୀନ । ଚୀନର ବି-ରୋ-ଧ ପଛରେ ଏକ ବଡ କାରଣ ରହିଛି ।


ଭାରତ ପରୀକ୍ଷଣ କରିବାକୁ ଯାଉଥିବା ଏହି ନ୍ୟୁକ୍ଲିୟର ମିସାଇଲର ରେଞ୍ଜ ୫ ହଜାର କିଲୋମିଟର ରହିଛି । ଚୀନର ଅନେକ ସହର ଏହି ମିସାଇଲର ରେଞ୍ଜରେ ଆସୁଛି । ଯଦି କେବେ ଯୁ-ଦ୍ଧ ହୁଏ ତା ହେଲେ ଏହି ମିସାଇଲ ଦ୍ଵାରା ଚୀନର ଅନେକ ସହର ଧୂଳିସାତ ହୋଇଯିବାର ସମ୍ଭାବନା ରହିଛି । ଚୀନର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଝାଓ ଲିନ କହିଛନ୍ତି ଯେ, ଦକ୍ଷିଣ ଏସିଆରେ ଶାନ୍ତି, ନିରାପତା ଏବଂ ସ୍ଥିରତା ବଜାଇ ରଖିବା ସମସ୍ତ ଦେଶର ଦାଇତ୍ଵ ।


ଚୀନ ଚାହୁଁଛି ଯେ, ସମସ୍ତ ଦେଶ ଏହି ବିଷୟରେ ପ୍ରକାଶ କରିବେ । ଗୋଟିଏ ପଟେ ଚୀନ ଭାରତର ମିସାଇଲ ପରୀକ୍ଷଣକୁ ବି-ରୋ-ଧ କରୁଛି କିନ୍ତୁ ଅନ୍ୟ ପଟରେ ପାକିସ୍ତାନକୁ ନ୍ୟୁକ୍ଲିୟର ପରୀକ୍ଷଣରେ ସହାୟତା କରୁଛି । ଚୀନ ପାକିସ୍ତାନ ମଧ୍ୟରେ ସହଯୋଗ ଅଭିରଦ ରହିଛି ଓ ପ୍ରତୀଟି କ୍ଷେତ୍ରରେ ଚୀନ ପାକିସ୍ତାନକୁ ସହଯୋଗ କରି ଆସୁଛି ।


ଏହା ପଛରେ ଚୀନର କୂ-ଟ-ନୈ-ତି-କ ଷ-ଡ-ଯ-ନ୍ତ୍ର ମଧ୍ୟ ରହିଛି । କିନ୍ତୁ ଭାରତ ଏତେ ସହଜରେ ଶତ୍ରୁର ଷ-ଡ-ଯ-ନ୍ତ୍ର-କୁ ସଫଳ ହେବାକୁ ଦେବ ନାହିଁ । ଅ-ଗ୍ନି ଭି ମିସାଇଲ ଭାରତୀୟ ସେନାରେ ସାମିଲ ହେଲେ ଆହୁରି ଶକ୍ତିଶାଳୀ ହୋଇଯିବ ଭାରତ । ତେବେ ଏହାକୁ ନେଇ ଆପଣ ମାନଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ 

Leave a Reply

Your email address will not be published. Required fields are marked *