ଦିନ ଦ୍ବିପହରେ ରାଜଧାନୀରେ ବୁଲିଲା ଖଣ୍ଡା, ରକ୍ତ ରଞ୍ଜିତ ହୋଇଗଲା ମାଷ୍ଟରକ୍ୟାଣ୍ଟିନ୍ ଛକ, ଶୁଣନ୍ତୁ କଣ କହୁଛନ୍ତି ଏହି ପ୍ରତ୍ଯେକ୍ଷଦର୍ଶୀ, ଆପଣଙ୍କ ଛାତି ବି ଥରି ଉଠିବ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ପୁଣିଥରେ ଏକ ଆ-ତ-ଙ୍କି-ୟ ଖବର ସାମ୍ନା କୁ ଆସିଛି । ଦିନ ଦ୍ଵିପହର ରେ ରାଜଧାନୀ ମାଷ୍ଟର କ୍ୟାଣ୍ଟିନ ରେ ବୁଲିଲା ଖ-ଣ୍ଡା ଏବଂ ଲୁହା ର ରଡ଼ ।

କିଛି କଥା ଭାବିବା ପୂର୍ବରୁ ର-କ୍ତ ର-ଞ୍ଚି-ତ ହୋଇଗଲା ମାଷ୍ଟର କ୍ୟାଣ୍ଟିନ ଛକ । ଦୁଇ ଗୋଷ୍ଠୀ ବିବାଦ କୁ ନେଇ ଆରମ୍ଭ ହୋଇଥିଲା ହ-ଣା କ-ଟା । ମିଡିଆ ସେହି ସ୍ଥାନରେ ଯାଇ ପହଁଚି ଥିଲା । ସେଠାରେ ଥିବା ପ୍ରତ୍ୟକ୍ଷ ଦର୍ଶୀ ଙ୍କୁ ମିଡିଆ ପ୍ରଶ୍ନ କରିଥିଲା ଏବଂ ସେହି ବ୍ୟକ୍ତି ଜଣକ କହିଥିଲେ ଯେ, ମାଳିସାହି ର ଟୋକା ଆସି ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହା-ଣି-ଛ-ନ୍ତି ।

ସୂଚନା ଅନୁସାରେ, ବ୍ୟକ୍ତି ଜଣକ କହିଥିଲେ ଯେ, ୧୨ ଜଣ ବ୍ୟକ୍ତି ଆସିଥିଲେ ଏବଂ ୫ ଜଣକୁ ଆଘାତ କରିଥିଲେ । ସେଥି ମଧ୍ୟରୁ ୩ ଜଣ ବ୍ୟକ୍ତି ସମ୍ପୂର୍ଣ୍ଣ ରୂପରେ ଗୁରୁ-ତ-ର ଅବସ୍ଥାରେ ଅଛନ୍ତି । ତାଙ୍କୁ ହା-ଣି ମା-ରି-ବା-କୁ ଚେଷ୍ଟା କରିଥିଲେ । ଯେତେବେଳେ ମିଡିଆ ପ୍ରଶ୍ନ କରିଥିଲା ଗୋଷ୍ଠୀ ହୋଇ ଆସିଥିବା ବ୍ୟକ୍ତି ମାନଙ୍କ ହାତ ରେ କଣ ସବୁ ହ-ତି-ଆ-ର ଥିଲା । ସେ କହିଥିଲେ ଯେ, ସେମାନେ ଖ-ଣ୍ଡା ସହିତ ର-ଡ଼ ନେଇ ସାଙ୍ଗରେ ଆସିଥିଲେ ।

ବ୍ୟକ୍ତି ଜଣକ କହିବାନୁଯାୟୀ, ଉଭୟ ପକ୍ଷ ଙ୍କ ପୂର୍ବରୁ କୌଣସି କଥାକୁ ନେଇ ଗଣ୍ଡଗୋଳ ରହିଥିଲା । ଯେଉଁ କାରଣରୁ ଆଜି ଏଭଳି ଘଟଣା ଘଟିଛି । ବାର ଜଣ ଆସି ଗୋଡ଼ାଇ ଗୋଡ଼ାଇ ହା-ଣି–ବାକୁ ଚେଷ୍ଟା କରିଛନ୍ତି । ବ୍ୟକ୍ତି ଜଣକ କହିଥିଲେ ଯେ, ରାଜା ଓ ନରେଶ ବୋଲି ଦୁଇ ଜଣ ବ୍ୟକ୍ତି ଙ୍କ ସହିତ ମାଳି ସାହି ପିଲା ଙ୍କ ଝଗଡ଼ା ହୋଇଥିଲା ।

ଯେଉଁ କାରଣରୁ ସେମାନେ ଖ-ଣ୍ଡା ଓ ର-ଡ଼ ଧରି ହା-ଣି-ବା-କୁ ଆସିଥିଲେ ଏବଂ ଜୀବନ ରୁ ମା-ରି-ବା-କୁ ଚେଷ୍ଟା କରିଥିଲେ । ପାଖାପାଖି ୧୨ ରୁ ୧୪ ଜଣ ବ୍ୟକ୍ତି ହାତରେ ଖ-ଣ୍ଡା, ଭୁ-ଜା-ଲି, ର-ଡ଼ ଆଦି ଧରି ଆସିଥିଲେ ଏବଂ ୩ ଜଣ ଙ୍କୁ ଗୋଡ଼ାଇ ଗୋଡ଼ାଇ ହା-ଣି ମା-ରି-ଥି-ଲେ ।

କିନ୍ତୁ ସେହି ତିନି ଜଣ ବ୍ୟକ୍ତି କିଏ ବୋଲି ପଚାରିବାରୁ ପ୍ରତ୍ୟକ୍ଷଦର୍ଶୀ ଜଣକ ଚିନ୍ହି ନାହାନ୍ତି ବୋଲି କହିଥିଲେ । ଯେଉଁ ମାନଙ୍କ ପାଇଁ ଗଣ୍ଡଗୋଳ ହୋଇଥିଲା ସେମାନେ କେହି ଆଘାତ ହୋଇ ନାହାନ୍ତି ବୋଲି ବ୍ୟକ୍ତି ଜଣକ କହିଛନ୍ତି । ତେବେ ରାଜଧାନୀ ମାଷ୍ଟର କ୍ୟାଣ୍ଟିନ ରୋଡ଼ ରେ ଦିନ ଦ୍ଵିପହର ରେ ଏଭଳି ଘଟିଥିବା ଘଟଣା ସମସ୍ତଙ୍କୁ ଭୟଭୀତ କରିଛି ।

Leave a Reply

Your email address will not be published. Required fields are marked *