ଏହାକୁ ବାଟି ଦାନ୍ତ ମୂଳରେ ଲଗେଇ ଦିଅନ୍ତୁ, ଦାନ୍ତ ପୋକ କାଟିବା ସବୁ ଦିନ ପାଇଁ ଭଲ ହୋଇଯିବ (Cavity Treatment at Home)

ବନ୍ଧୁଗଣ ଦାନ୍ତ ପୋକ ଖାଇବା ଏକ ସ୍ଵାଭାବିକ ସମସ୍ୟା । ଏହା ସାଧାରଣତଃ ଦାନ୍ତରେ ଅଧିକ ସମୟ ପର୍ଯ୍ୟନ୍ତ ଖାଦ୍ୟ ଅଟକି ରହିଥିଲେ କିମ୍ବା ଦାନ୍ତକୁ ଭଲ ଭ୍ବାରେ ସଫା ନକରିଲେ ହୋଇଥାଏ ।

ଯେଉଁ ମାନେ ଅଧିକ ମିଠା ଖାନ୍ତି ଓ ନିଜ ଦାନ୍ତର ଯତ୍ନ ନିଅନ୍ତି ନାହିଁ ସେମାନଙ୍କର ମଧ୍ୟ ଏହି ସମସ୍ୟା ଦେଖାଦେଇଥାଏ । ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ଅଧିକାଂଶ ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦାନ୍ତରେ ପୋକ ଖାଇଗଲେ ଆମକୁ ବହୁତ ଯନ୍ତ୍ରଣା ସହିବାକୁ ପଡିଥାଏ ଓ ଆମେ ଠିକ ଭାବରେ ଖାଦ୍ୟ ମଧ୍ୟ ଖାଇ ପାରି ନଥାଉ । ଏହି ସମସ୍ୟାକୁ ଦୂର କରିବା ପାଇଁ ଆମେ ମାନେ ବିଭିନ୍ନ ପ୍ରକାରର ଉପଚାରର ପ୍ରୟୋଗ କରିଥାଉ ।

ଯଦି ଆପଣ ମାନଙ୍କର ଦାନତ ପୋକ ଖାଇଯାଇଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ ପ୍ରୟୋଗ କରି ଆପଣ ମାନେ ନିଜ ଦାନ୍ତକୁ ଠିକ କରିପାରିବେ ।

ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ତେଣୁ ଆପଣ ମାନେ ଏହି ଉପଚାରକୁ ଅତି ସହଜରେ ନିଜ ଘର ମଧ୍ୟରେ ବନେଇ ପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ । ବନ୍ଧୁଗଣ ଆମର ଏହି ଉପଚାରକୁ ବନେଇବା ପାଇଁ ଆମେ ଅଦାର ବ୍ୟବହାର କରିବା । ଆପଣ ମାନଙ୍କୁ ନିଜ ରୋଷେଇ ଘରୁ ଅତି ସହଜରେ ଅଦା ମିଳିଯିବ ।

ବନ୍ଧୁଗଣ ଅଦାକୁ ଆମେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାଉ ଏହା ସ୍ଵାଦ ବଢାଇବା ସହ ଏହା ଆମ ଶରୀରର କେତେକ ମାରାତ୍ମକ ରୋଗର ନିବାରଣ କରିଥାଏ । ହେଲେ ଆଜି ଆମେ ଆପଣ ମାନଙ୍କୁ ଅଦାର ଏକ ଏପରି ପ୍ରୟୋଗ ବିଷୟରେ କହିବୁ ଯାହାକୁ କରି ଆପଣ ନିଜ ପୋକ ଖାଇଥିବା ଦାନ୍ତକୁ ଠିକ କରିପାରିବେ । ଏହି ଉପଚାରକୁ ବନେଇବା ପାଇଁ ଆପଣ ମାନେ ପ୍ରଥମେ ଏକ ଖଣ୍ଡ ଅଦା ନିଅନ୍ତୁ ଓ ଅଦାକୁ ଭଲ ଭାବରେ ଛେଚି ଦିଅନ୍ତୁ । ବନ୍ଧୁଗଣ ଛେଚିବା ପରେ ଆପଣ ମାନେ ନିଜ ପୋକ ଖାଇଥିବା ଦାନ୍ତରେ ରଖିଦିଅନ୍ତୁ ।

ଏହାକୁ ଆପଣ ଅଧିକ ରୁ ଅଧିକ ସମୟ ପର୍ଯ୍ୟନ୍ତ ନିଜ ପୋକ ଖାଇଥିବା ଦାନ୍ତ ଉପରେ ଲଗାଇ ରଖନ୍ତୁ । ଅଦାରୁ ବାହାରୁଥିବା ରସକୁ ଆପଣ ଚୁଚୁମିକି ପିଇ ଦିଅନ୍ତୁ । ବନ୍ଧୁଗଣ ମାତ୍ର ଗୋଟିଏ ଥର ବ୍ୟବହାରରେ ଆପଣଙ୍କୁ ଏହାର ଫରକ ଜଣା ପଡିଯିବ । ଆପଣ ମାନେ ପ୍ରତିଦିନ ଦୁଇ ଥର ଏହାର ପ୍ରୟୋଗ ନିଶ୍ଚୟ କରନ୍ତୁ ଦେଖିବେ ମାତ୍ର ଏକ ସପ୍ତାହ ମଧ୍ୟରେ ଆପଣଙ୍କ ଦାନ୍ତ ସଂପୂର୍ଣ୍ଣ ଠିକ ହୋଇଯିବ ।

ତା ହେଲେ ବନ୍ଧୁଗଣ ଶୀଘ୍ର ଏହି ଉପଚାରକୁ ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *