Amir Khan ଙ୍କ ଝିଅ Ira Khan ଙ୍କ ବଡ ଖୁଲାସା, କହିଲେ- ଯେତେବେଳେ ମୁଁ ବଡ ହେଉଥିଲି ତ ମା ମତେ ସେକ୍ସ…’

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଦିଗଜ ଅଭିନେତା ଆମିର ଖାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆମିର ବଲିଉଡର ଏକ ପ୍ରସିଦ୍ଧ ଅଭିନେତା ଅଟନ୍ତି । ଆମିର ବଲିଉଡର ବହୁତ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି ।

ବନ୍ଧୁଗଣ ଆମିର ଅଧିକାଂଶ ସମୟ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆମିରଙ୍କ ପରି ତାଙ୍କ ପରିବାର ଲୋକ ମଧ୍ୟ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଆମିରଙ୍କ ଝିଅ ଇରା ଖାନଙ୍କ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଇରା ନିଜ ସେକସି ଲୁକ୍ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଇରା ଖାନ ବଲିଉଡରେ ଡେବ୍ୟୁ ତ କରି ନାହାନ୍ତି ହେଲେ ତାଙ୍କ ଲୋକପ୍ରିୟତା କୌଣସି ବଲିଉଡ ଅଭିନେତ୍ରୀ ଠାରୁ କମ ନାହିଁ । ଇରା ନିଜ ପୋଷ୍ଟ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ବର୍ତ୍ତମାନ ପୁଣି ଥରେ ଇରା ନିଜ ପୋଷ୍ଟ ପାଇଁ ଚର୍ଚାରେ ଅଛନ୍ତି ।

ଇରା ନିଜ ସୋସିଆଲ ମିଡିଆ ଦ୍ଵାରା ଏକ ବଡ ଖୁଲାସା କରିଛନ୍ତି । ଇରା ଙ୍କ ଏହି ବଡ ଖୁଲାସା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ସେ ଏକ ପୋଷ୍ଟରେ କହିଛନ୍ତି, ଯେତେବେଳେ ସେ ବଡ ହେଉଥିଲେ ସେତେବେଳେ ତାଙ୍କ ମା ତାଙ୍କୁ ସେକ୍ସ ଏଜୁକେସନ ଦେଇଥିଲେ ଓ ଏକ ବହି ମଧ୍ୟ ଦେଇଥିଲେ । ଇରା ନିଜର ଇନ୍ସ୍ଟାଗ୍ରାମ ଷ୍ଟୋରିରେ ନିଜର ଏକ ଫଟୋ ସେୟାର କରିଥିଲେ ଓ ଏହା ବିଷୟରେ ଲେଖିଥିଲେ ।


ସେ ଲେଖିଥିଲେ-‘ମତେ ଲାଗୁନି ମୁ ପୂର୍ବରୁ କେବେବି ମୋ ନିଜକୁ ଭଲ ଭାବରେ ଦେଖିଛି । ଯେତେବେଳେ ମୁ ବଡ ହେଉଥିଲି ସେତେବେଳେ ମୋ ମା ମତେ ଏକ ସେକ୍ସ ଏଜୁକେସନର ବହି ଦେଇଥିଲେ ଓ ସେ ମତେ ଆଇନା ସାମ୍ନାରେ ନିଜକୁ ଦେଖିବା ପାଇଁ କହିଥିଲେ । ହେଲେ ମୁ ଏମିତି କରିପାରିଲି ନାହିଁ, ମୋ ଶରୀର ମଧ୍ୟ ସାମାନ୍ୟ ରୂପରୁ ବହୁତ ବଦଳି ଗଲା । ବର୍ତ୍ତମାନ ଏକ ଲମ୍ବା ରାସ୍ତାର ଯାତ୍ରା କରିବାର ଅଛି’ ।

ଇରା ଏହା ପୂର୍ବରୁ ମଧ୍ୟ ଏକ ବଡ ଖୁଲାସା କରିଥିଲେ । ସେ ବହୁତ କମ ବର୍ଷ ବୟସରେ ଯୌ-ନ ଶୋ-ଷ-ଣ-ର ଶିକାର ହୋଇଥିଲେ । ଇରା କହିଥିଲେ-‘ମାତ୍ର ୧୪ ବର୍ଷ ବୟସରେ ତାଙ୍କର ଯୌ-ନ ଶୋ-ଷ-ଣ ହୋଇଥିଲା । ଏହି କାରଣ ପାଇଁ ସେ ଡିପ୍ରେସନକୁ ଚାଲି ଯାଇଥିଲେ । ଏହା ତାଙ୍କ ଜୀବନ ଉପରେ ବହୁତ ବଡ ପ୍ରଭାବ ପକାଇ ଥିଲା’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମିର ଖାନଙ୍କ ଝିଅ ଇରା ଖାନ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *