ସରକାରୀ ଶିକ୍ଷୟତ୍ରୀଙ୍କ ଇଏ କି କାଣ୍ଡ, ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ଚେୟାରରେ ପିଟିବା ପାଇଁ ଦୌଡିଲେ ଶିକ୍ଷୟତ୍ରୀ… ଭିଡିଓ ଭାଇରାଲ

ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଥିବେ କି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ହିଁ ରୂପାନ୍ତରର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ । ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ପରିବର୍ତ୍ତନ ଆଣିଥାଏ । ଏଥିରେ ୧୨୦୦ ଗରିବ ପିଲା ମାଗଣାରେ ପାଠ ପଢିବାର ବ୍ୟବସ୍ଥା ହୋଇଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଶିକ୍ଷା ଉପରେ ସବୁଠାରୁ ଅଧିକ ଗୁରୁତ୍ବ ଦେଇଛନ୍ତି ।

୫-ଟି ଉପକ୍ରମରେ ବିଦ୍ୟାଳୟ ରୂପାନ୍ତରଣକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ସାରା ରାଜ୍ୟରେ ବର୍ତ୍ତମାନ ପାଖାପାଖି ୪୦୦୦ ରୂପାନ୍ତରିତ ହାଇସ୍କୁଲ ପ୍ରତିଷ୍ଠା ହୋଇସାରିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହିସବୁ ସ୍କୁଲରେ ହୋଇଥିବା ସୁବିଧା ଓ ଭିତ୍ତିଭୂମି ପଲାଙ୍କ ଭିତରେ ପାଠ ପ୍ରତି ବହୁତ ଉତ୍ସାହ ଓ ଆଗ୍ରହ ସୃଷ୍ଟି କରିଛି । ପିଲାଙ୍କ ମନରେ ଭବିଷ୍ୟତ ପାଇଁ ଦୃଢ ସଂକଳ୍ପ ସୃଷ୍ଟି କରିଛି ବୋଲି ସେ କହିଥିଲେ ।

ତେବେ ବର୍ତ୍ତମାନ ସମୟରେ କେଉଁଠି ଶିକ୍ଷକ ମାନେ ନିଜ ଛାତ୍ରୀ ଙ୍କ ସହ ଅସଦାଚରଣ କରୁଛନ୍ତି ତ କେଉଁଠି ପିଲା ମାନଂକୁ ମାଡ଼ ହେଉଛି । ତେବେ ବର୍ତ୍ତମାନ ଦିଦିଙ୍କ ଏକ ଭିଡିଓ ଖୁବ ଭାଇରାଲ ହେଉଛି ଯେଉଁଥିରେ ଜଣେ ପ୍ରାଥମିକ ବିଦ୍ୟାଳୟର ଦିଦି ବା ଶିକ୍ଷୟତ୍ରୀ ତେବେ ସେ ଭିଡିଓ ଦେଖି ଜଣା ପଡୁଛି କି ତାଙ୍କ ମାନସିକ ଅବସ୍ଥା ଖରାପ ରହିଛି ।

ତେବେ ସେ ଆକାରଣ ରେ ବାଡ଼ି ଧରି ପିଲା ମାନଂକୁ ମାରୁଛନ୍ତି ପାଟି କରୁଛନ୍ତି କେତେବେଳେ କେଉଁ ଶ୍ରେଣୀ ରେ ପଶି ପିଲା ମାନଂକୁ ହଇରାଣ କରୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ ମାନଂକୁ ହଇରାଣ କରୁଛନ୍ତି ସେମାନେ ମଧ୍ୟ ଠିକ ଭାବରେ ପାଠ ପଢେଇ ପାରୁ ନାହାନ୍ତି ।

ତେବେ ଅଭିଭାବକ ମାନେ ମଧ୍ୟ କହୁଛନ୍ତି କି ତାଙ୍କ ଯୋଗୁଁ ପିଲାମାନେ ଠିକରେ ପଢି ପାରୁ ନାହାଁନ୍ତି ଶିକ୍ଷକ ମାନେ ଠିକ ସେ ପଢି ପାରୁ ନାହାଁନ୍ତି ତେବେ ସେମାନେ ଶିକ୍ଷୟତ୍ରୀ ବଦଳି କରିବାକୁ ଦାବି ରଖୁଛନ୍ତି । ତେବେ ବର୍ତ୍ତମାନ ଏହି ଭିଡିଓ ଖୁବ ଭାଇରାଲ ହେଉଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *