ଏହାକୁ କେବଳ ୩ ଥର ପିଅନ୍ତୁ, ଡାଇବେଟିସ ସବୁଦିନ ପାଇଁ କଣ୍ଟ୍ରୋଲ ହୋଇଯିବ- Health Tips

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ମନୁଷ୍ୟ ଶରୀର ରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ । ଏହି ସମସ୍ୟା ଆମକୁ ବିଭିନ୍ନ ପ୍ରକାର ଯନ୍ତ୍ରଣା ମଧ୍ୟ ଦେଇଥାଏ । ସେହି ଯନ୍ତ୍ରଣା ରୁ ବଂଚିବା ପାଇଁ ଆମେ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ଖାଇଥାଉ କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ନ ଥାଏ । ପୁଣି କିଛି ଦିନ ପରେ ସେହି ଯନ୍ତ୍ରଣା ଦେଖା ଦେଇଥାଏ । ବେଳେବେଳେ ଆମେ ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଅନେକ ଡାକ୍ତର ଙ୍କ ର ମଧ୍ୟ ପରାମର୍ଶ ଲୋଡି ଥାଉ । କିନ୍ତୁ ସେଥିରୁ ମଧ୍ୟ ଆମକୁ ସେଭଳି କିଛି ବିଶେଷ ଫାଇଦା ମିଳି ନ ଥାଏ ।

ବଜାର ରେ ମିଳୁଥିବା ଅନେକ ଔଷଧ ଖାଇଲେ ମଧ୍ୟ ତାହାର ନିରାକରଣ କରାଯାଇ ପାରି ନ ଥାଏ । କିନ୍ତୁ ବନ୍ଧୁଗଣ ଆମ ପ୍ରକୃତି ଆମକୁ ବିଭିନ୍ନ ପ୍ରକାର ଔଷଧୀୟ ଦ୍ରବ୍ୟ ଦେଉଛି । କିନ୍ତୁ ଆମେ ତାହାର ସଠିକ ବ୍ୟବହାର ସମ୍ପର୍କରେ ଜାଣି ପାରି ନ ଥାଉ । ତେଣୁ ଆମେ ଏହାର ଲାଭ ଉଠାଇ ପାରି ନ ଥାଉ । ସେହି ଭଳି ବର୍ତ୍ତମାନ ସମୟ ରେ ଡାଇବେଟିସ ରୋଗ ବହୁତ ଭାବରେ ଲୋକଙ୍କୁ ହେଉଛି ।

ଏଥିପାଇଁ ସେମାନେ ବହୁତ କିଛି କରୁଛନ୍ତି କିନ୍ତୁ ଏତେ ସବୁ କରିବା ସତ୍ତ୍ଵେ ମଧ୍ୟ ତାଙ୍କୁ କିଛି ଉପଚାର ମିଳୁ ନାହିଁ । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏପରି ଏକ ପ୍ରାକୃତିକ ଘରୋଇ ଚିକିତ୍ସା ସମ୍ପର୍କରେ ଜଣାଇବୁ ଯାହା କୁ ପ୍ରୟୋଗ କରିବା ଦ୍ୱାରା ଆପଣ ବହୁତ କମ ଦିନ ମଧ୍ୟରେ ସୁସ୍ଥ ହୋଇପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଉପାୟ ଵିଷୟ ରେ ।

ବନ୍ଧୁଗଣ ଆଜି ଆମେ ଆପଣଂକୁ ଯେଉଁ ଘରୋଇ ଉପଚାର ଵିଷୟ ରେ କହିବାକୁ ଯାଉଛୁ ସେଥିରୁ ଆପଣଂକୁ କୌଣସି ପ୍ରକାର ଖରାପ ପ୍ରଭାବ ଦେଖବାକୁ ମିଳିବ ନାହିଁ । ବନ୍ଧୁଗଣ ଏହି ଘରୋଇ ଉପଚାର କୁ ବନାଇବା ପାଇଁ ଆବଶ୍ୟକୀୟ ପ୍ରଥମ ଜିନିଷ ଟି ହେଉଛି ବେଲ ପତ୍ର । ବେଲ ପତ୍ର ଆମକୁ ଅତି ସହଜ ରେ ସବୁଠାରେ ମିଳି ଯାଇଥାଏ । ବେଲ ପତ୍ର ରେ ଆଣ୍ଟି ଡାଇବେଟିକ ଗୁଣ ଥାଏ । ଯାହା ଆମ ଶରୀର ର ସୁଗାର ସ୍ତର କୁ ନିୟନ୍ତ୍ରଣ କରିଥାଏ ।

ଏହି ଉପଚାର କୁ ପ୍ରସ୍ତୁତ କରିବା ପାଇଁ ଆପଣଂକୁ ଆଠ ରୁ ଦଶଟି ବେଲ ପତ୍ର ର ଆବଶ୍ୟକ ପଡିବ । ପ୍ରଥମେ ଆପଣ ବେଲ ପତ୍ର କୁ ଭଲ ଭାବରେ ଧୋଇ ଏହାକୁ ପେଶୀ ନିଅନ୍ତୁ ଏବଂ ଏହା ପରେ ଏହାକୁ ଭଲ ଭାବରେ ଏକ ପାତ୍ର ରେ ଛାଣି କରି ଆଣନ୍ତୁ ।

ଏହା ପରେ ଆମକୁ ଆବଶ୍ୟକୀୟ ଦ୍ଵିତୀୟ ଜିନିଷ ଟି ହେଉଛି ଗୋଲମରିଚ । ବନ୍ଧୁଗଣ ଏହା ବହୁତ ସହଜ ରେ ଆମର ରୋଷେଇ ଘରୁ ମିଳିଯାଇଥାଏ । ଏହି ଗୋଲମରିଚ କୁ ପ୍ରଥମେ ଭଲ ଭାବରେ ଛେଚି ଦିଅନ୍ତୁ । ଏହା ପରେ ଏହି ଗୁଣ୍ଡ ହୋଇ ଯାଇଥିବା ଗୋଲମରିଚ କୁ ସେହି ବେଲ ପତ୍ର ରସ ରେ ଅଧା ଚାମଚ ମିଶାନ୍ତୁ । ଏହା ପରେ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।

ବର୍ତ୍ତମାନ ଜାଣିବା ଏହାକୁ କିପରି ଆମେ ସେବନ କରିବା । ବନ୍ଧୁଗଣ ଏହାକୁ ଅଳ୍ପ ପାଣି ସହିତ ସକାଳୁ ଖାଲି ପେଟ ରେ ସେବନ କରନ୍ତୁ । ଗର୍ଭବତୀ ମହିଳା ମାନେ ଏହାକୁ ସେବନ କରନ୍ତୁ ନାହିଁ । କାରଣ ଏଥିରୁ ଏପରି କିଛି ତତ୍ତ୍ୱ ମିଳିଥାଏ ଯାହା ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇଥାଏ । ଆପଣଂକୁ ଏହି ଘରୋଇ ଉପଚାର ର ସେବନ ସପ୍ତାହ କୁ ତିନି ଥର କରିବାକୁ ହେବ ।

ଯଦି ଆପଣ ଏହି ଘରୋଇ ପ୍ରାକୃତିକ ଉପଚାର କୁ ଲଗାତାର ଭାବେ କିଛି ସପ୍ତାହ ବ୍ୟବହାର କରନ୍ତି ତେବେ ଆପଣ ଦେଖିବେ ଯେ ଆପଣଂକର ଡାଇବେଟିସ ଆସ୍ତେ ଆସ୍ତେ କମି କମି ଆସିବ ଓ ଆପଣଂକର ନିୟନ୍ତ୍ରଣ ରେ ରହିବ । ଏହି ପରି ଯଦି ଆପଣ ବ୍ୟବହାର କରିବେ ତେବେ କିଛି ଦିନ ମଧ୍ୟରେ ଆପଣଙ୍କ ଡାଇବେଟିସ ବିଲକୁଲ ଶେଷ ହୋଇଯିବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *