ସବୁବେଳେ ମୁଣ୍ଡ ବିନ୍ଧୁଥିଲେ କଣ କରିବେ ? ଏହା ସହିତ ଆହୁରି ପଢନ୍ତୁ 20 + Anuchinta

୧.ଗୋଟିଏ ସେଓ କୁ କାଟି ସମ୍ପୂର୍ଣ୍ଣ ରାତି ତାକୁ କାକର ରେ ରଖି ସକାଳୁ ଖାଲି ପେଟରେ ଖାଇଲେ ମୁଣ୍ଡ ବିନ୍ଧା ଦୁର ହୋଇଥାଏ। ୨.ଦେହ ରେ ଯଦି ରକ୍ତ ହେଉ ନ ଥାଏ କିମ୍ବା ଦେହ ରେ ଯଦି ରକ୍ତ କମ ଥାଏ ତେବେ ସେଓ କୁ ଜୁସ କରି ପିଇଲେ ରକ୍ତ ହୀନତା ଦୁର ହୋଇଥାଏ। ୩.ଯଦି କାଶ ହେଉଥାଏ ତେବେ ସେଓ କୁ ଜୁସ କରି ସେଥିରେ ଗୋଲମରିଚ ଗୁଣ୍ଡ ମିଶାଇ ପିଇଲେ କାଶ ଦୁର ହୋଇଥାଏ।

୪.ଯଦି ଅତିସାର ଝାଡା ହେଉଥାଏ ତେବେ ଶୁଖିଲା ସେଓ ଗୁଣ୍ଡ କିମ୍ବା ସେଓ ଜୁସ ସହିତ ଗୋଲମରିଚ ଗୁଣ୍ଡ ମିଶାଇ ପିଇଲେ ଭଲ ହୋଇଥାଏ। ୫.ଯେଉଁ ମାନଙ୍କର ହୃଦ ରୋଗ ଥାଏ କିମ୍ବା ହୃଦ ରୋଗ ର ସମ୍ଭାବନା ଥାଏ ସେମାନେ ସେଓ ଜୁସ ପ୍ରତ୍ୟେକ ଦିନ ପିଇଲେ ଲାଭ ପ୍ରଦ ହୋଇଥାଏ।

୬.ଯେଉଁ ମାନଙ୍କର ମୂର୍ଚ୍ଛା ରୋଗ ଥାଏ କିମ୍ବା ବାରମ୍ବାର ମୂର୍ଚ୍ଛା ହେଉଥାନ୍ତି ସେମାନେ ସେଓ ରସ ସହିତ ବ୍ରାହ୍ମୀ ଗୁଣ୍ଡ କୁ ମିଶାଇ କିଛିଦିନ ପିଇଲେ ତାହା ଦୁର ହୋଇଥାଏ।

୭.ଯେଉଁ ମାନଙ୍କର ଗ୍ୟାସ ସମସ୍ୟା ଥାଏ କିମ୍ବା ଗ୍ୟାସ ସମସ୍ୟା ହଟାତ ଦେଖାଦିଏ ତେବେ ସେଓ ରସ ସହିତ ଲାଉ ରସ ମିଶାଇ କିଛି ଦିନ ସେବନ କଲେ ତାହା ଦୁର ହୋଇଥାଏ।

୮.ଯେଉଁ ମାନଙ୍କର ବାରମ୍ବାର ବାନ୍ତି ହେଉଥାଏ କିମ୍ବା ହଠାତ ବାନ୍ତି ହୋଇଗଲେ ସେଓ ଜୁସ ସହିତ ମିଶିରି ଗୁଣ୍ଡ ମିଶାଇ ପିଇଲେ ବାନ୍ତି ବନ୍ଦ ହୋଇଥାଏ।

୯.ରାତି ରେ ଯଦି ଭଲ ନିଦ ହେଉ ନ ଥାଏ ତେବେ ଶୋଇବା ର ଏକ ଘଣ୍ଟା ପୂର୍ବ ରୁ ସେଓ ଖାଇଲେ କିମ୍ବା ସେଓ ଜୁସ ପିଇଲେ ଭଲ ନିଦ ହୋଇଥାଏ।

୧୧.ସେଓ ରେ ଆଇରନ ର ମାତ୍ରା ଅଧିକ ଥିବାରୁ ଆନେମିଆ ରୋଗୀଙ୍କ ପାଇଁ ବହୁତ ଉପକାରୀ ହୋଇଥାଏ ତେଣୁ ପ୍ରତ୍ୟେକ ଦିନ ଦୁଇ ରୁ ତିନୋଟି ସେଓ ଖାଇବା ଉଚିତ।

୧୨.ସେଓ ରେ ପ୍ରଚୁର ମାତ୍ରାରେ ଫାଇବର ଥାଏ ତେଣୁ ଚୋପା ସହିତ ସେଓ ଖାଇଲେ ଭଲ ହଜମ ହେବା ସହିତ ଝାଡା ସଫା ହୋଇଥାଏ।

୧୩.ସେଓ ରେ ଭଲ ଆଣ୍ଟି ଅକ୍ସୀଡେଣ୍ଟ ପରିମାଣ ରହିଥାଏ ତେଣୁ ପ୍ରତ୍ୟେକ ଦିନ ସେଓ ଖାଇଲେ ଲିଭର୍ ସୁସ୍ଥ ରହିବା ସହିତ କିଡନି ସମସ୍ୟା ଠିକ ହୋଇଥାଏ।

୧୪.ଅଙ୍ଗୁର ଚୋପା ରେ ଥିବା ଆଣ୍ଟି ଅକ୍ସୀଡେଣ୍ଟ ଶରୀର ରେ ଦେଖା ଯାଉଥିବା କ୍ୟାନ୍ସର ରୋଗ କୁ ପ୍ରତିହତ କରିବାରେ ସାହାଯ୍ୟ କରେ ତେଣୁ ପ୍ରତ୍ୟେକ ଦିନ କିଛି ପରିମାଣରେ ଅଙ୍ଗୁର ଖାଇବା ଉଚିତ।

୧୫.ଝାଡା ରେ ଯଦି ରକ୍ତ ପଡୁଥାଏ ତେବେ ଅଙ୍ଗୁର କୋଳିକୁ ଗରମ କରି ସେଥିରେ ମିଶିରି ଗୁଣ୍ଡ ମିଶାଇ ଖାଇଲେ ଝାଡା ରେ ରକ୍ତ ପଡିବା ବନ୍ଦ ହୋଇଥାଏ।

୧୬.କଳା ଅଙ୍ଗୁର ରସରେ କିଉରୋଷେଟିନ ମାତ୍ରା ଅଧିକ ଥାଏ ତେଣୁ ଏହାକୁ ଖାଇଲେ ଶରୀର ରେ ରକ୍ତ ଜମାଟ ହୁଏ ନାହିଁ ତେଣୁ ହୃଦ ରୋଗ ର ଆଶଙ୍କା କମ କରିଥାଏ।

୧୭.ସପ୍ତାହ କୁ ଦୁଇ ଥର କଳା ଏବଂ ସବୁଜ ରଙ୍ଗର ଅଙ୍ଗୁର କୋଳି ଖାଇଲେ ଏହା ଦ୍ଵାରା ମଧୁମେହ ବା ଡାଇବେଟିସ ରୋଗ ନିୟନ୍ତ୍ରଣ ହୋଇଥାଏ।

୧୮.ଶରୀର ଦୁର୍ବଳ ଲାଗୁଥିଲେ କିମ୍ବା ଥକା ଲାଗୁଥିଲେ ଅଙ୍ଗୁର ରସ ପିଇବା ଉଚିତ ଏହା ତୁରନ୍ତ ଶରୀର ର ଦୁର୍ବଳତା ଦୁର କରିଥାଏ।

୧୯.ଅଙ୍ଗୁର ରେ ପ୍ରଚୁର ପରିମାଣ ରେ ଭିଟାମିନ ଏ ରହିଥାଏ ତେଣୁ ଅଙ୍ଗୁର ଖାଇଲେ ଆଖି ରୋଗ ଏବଂ ଆଖି ଜନିତ ସମସ୍ୟା ଦୂର ହୋଇଥାଏ।

୨୦.ଅଙ୍ଗୁର ରସ ରେ ମ୍ୟାଗନେସିୟମ ପରିମାଣ ଭଲ ରହିଥାଏ ତେଣୁ ଏହା ଆଜମା ରୋଗୀ ଙ୍କ ପାଇଁ ବେଶ ଲାଭ ପ୍ରଦ ହୋଇଥାଏ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *