ଅତ୍ୟନ୍ତ କାମୁକ ପୁରୁଷଙ୍କ ମଧ୍ୟରେ ଥାଏ ଏହି 5 ଟି ଲକ୍ଷଣ, ମହିଳା ମାନେ ଏମାନଙ୍କ ଠାରୁ ଦୂରେଇ ରୁହନ୍ତୁ- Sukra Niti

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆମ ଜୀବନରେ ଶାସ୍ତ୍ର ର ମହତ୍ୱ ବହୁତ ଅଧିକ ରହିଛି ।ଶାସ୍ତ୍ର ଦ୍ଵାରା ଆମକୁ ବହୁତ କିଛି ଜାଣିବାକୁ ମିଳିଥାଏ ।ଯାହା ଆମ ଜୀବନରେ ପ୍ରତି କ୍ଷେତ୍ରରେ ସାହାଯ୍ୟ କରେ ।ଏଥିରେ ଆଚାର୍ଯ୍ୟ ଶୁକ୍ରଦେବ ବିଷୟରେ ମଧ୍ୟ ବହୁତ କିଛି ବର୍ଣ୍ଣନା କରାଯାଇଛି । ଆଚାର୍ଯ୍ୟ ଶୁକ୍ରଦେବ ଙ୍କ ଅନୁସାରେ ଅତ୍ୟନ୍ତ କାମୁକ ପୁରୁଷ ଙ୍କ ଠାରେ ଏହି କିଛି ଲକ୍ଷଣ ଦେଖାଯାଇଥାଏ । ଏହି କାରଣ ରୁ ଏମିତିକା ପୁରୁଷ କେବେ ବି ତାଙ୍କ ଜୀବନରେ ଉନ୍ନତି କରିପାରନ୍ତି ନାହିଁ ।

ମହାନ ଆଚାର୍ଯ୍ୟ ଶୁକ୍ରଦେବ ତାଙ୍କର ନୀତି ରେ ପୁରୁଷ ମାନଙ୍କର ଏହି କାରଣ ବିଷୟରେ କହିଛନ୍ତି । ଯେଉଁ ଥିରେ କି ପୁରୁଷ ଙ୍କର ବ୍ୟବହାର ବିଷୟରେ ଜଣାପଡ଼ିଥାଏ । ସେ ଭଲ କି ଖରାପ । ସେ ତାଙ୍କ ଜୀବନରେ ଉନ୍ନତି କରିପାରିବେ କିମ୍ବା ଅବଗତି । ତାଙ୍କ ଜୀବନରେ କଲ୍ୟାଣ ମାର୍ଗ ରେ କରିପାରିବେ କିମ୍ବା ଅନର୍ଥ ମାର୍ଗ ରେ । ଏହି ସବୁ କିଛି କାରଣ ଆଚାର୍ଯ୍ୟ ଶୁକ୍ରଦେବ ଙ୍କ ନୀତି ରେ ବର୍ଣ୍ଣିତ ହୋଇଅଛି । ଯଦି ଆପଣ ଶୁକ୍ରଦେବ ଙ୍କର ନୀତି ପୁରା ଧ୍ୟାନ ର ସହ ପଢିବେ ତେବେ ଆପଣ ଆପଣଙ୍କର ଜୀବନରେ କେବେ ବି ଧୋକା ପାଇବେ ନାହିଁ ।

ଆଉ ସୁରକ୍ଷିତ ରହିକି ଆପଣଙ୍କର ଶତ୍ରୁ ସହ ଲଢ଼ିକି ନିଜର ମାନ ସମ୍ମାନ , କୀର୍ତ୍ତି ଆଦି ସବୁ କିଛି ଲାଭ କରିପାରିବେ । ଆଜି ଆମେ ଆପଣଙ୍କୁ ଏହି କାମୁକ ପୁରୁଷ ମାନଙ୍କ ବିଷୟରେ ଜଣେଇବାକୁ ଯାଉଛୁ । ଯିଏ କି ଜୀବନରେ କେବେ ବି ଉନ୍ନତି କରିପାରିବେ ନାହିଁ ଏବଂ ସ୍ତ୍ରୀ ମାନଙ୍କ ପ୍ରତି ଆସକ୍ତ ହୋଇ ନିଜ ଜୀବନକୁ ସମ୍ପୂର୍ଣ ଭାବରେ ନଷ୍ଟ କରିଦିଅନ୍ତି ।

ଶୁକ୍ରଦେବ ଙ୍କ ଅନୁସାରେ ଯେଉଁ ପୁରୁଷ ନାରୀର ଆବଭାବ ଆଦି ତା ଲକ୍ଷଣ ରେ ମୋହିତ ହୋଇଯାନ୍ତି । କିମ୍ବା ଅନ୍ୟ କେଉଁ ସ୍ତ୍ରୀ ର ଆଜ୍ଞା ନେଇ ତାର କୌଣସି କାର୍ଯ୍ୟ ର ଆରମ୍ଭ କରନ୍ତି । ଆଉ ନିଜର ମହତ୍ତ୍ଵ ପୂର୍ଣ୍ଣ କାର୍ଯ୍ୟ କୁ ଛାଡ଼ିଦେଇଥାଏ ସେ ସମ୍ପୂର୍ଣ୍ଣ ଭାବରେ ମୂର୍ଖ ବୋଲି ଜଣାପଡିଯାଇଥାଏ । ଏମିତି ପୁରୁଷ ନିଜର ତନ ମନ ଆଉ ଧନ ସବୁ ସ୍ତ୍ରୀ ମାନକୁ ଦେଇଦେଇଥାଏ । ଏବଂ ସେ ତା ନିଜ ଗୋଡ କୁ ନିଜେ କୁରାଢ଼ୀ ମାରିଥାଏ । ଏମାନଙ୍କୁ ନା ତାଙ୍କ ମାନ ସମ୍ମାନ ର ଚିନ୍ତା ଥାଏ ନା କୌଣସି ଧର୍ମ ଶାସ୍ତ୍ର ର ଚିନ୍ତା ଥାଏ ।

ଏମାନେ ଶୋଇଲେ , ବସିଲେ , ଖାଇଲେ , କେବଳ ସ୍ତ୍ରୀ ହିଁ ନଜ଼ର ଆସିଥାନ୍ତି । ଏମାନଙ୍କ ର କୌଣସି ଚିନ୍ତା ନଥାଏ କେବଳ ସ୍ତ୍ରୀ ମାନଙ୍କ ପ୍ରତି ଏମାନଙ୍କର ଦୁର୍ବଳତା । ଏମାନଙ୍କଠୁ ତ ଭଲ ପଶୁପକ୍ଷୀ ହୋଇଥାନ୍ତି ଯିଏ କେବଳ ଦରକାର ସମୟରେ ହିଁ ସହବାସ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଆମ ପୁରୁଣା ଗ୍ରନ୍ଥ ସବୁରେ ଜଣେ କାମୁକ ପୁରୁଷ ବିଷୟରେ କିପରି ଭାବରେ ବର୍ଣ୍ଣିତ ହୋଇଚି।

ପ୍ରଥମ ନାରୀର ସ୍ମରଣ କରିବା । ଅତ୍ୟନ୍ତ କାମୁକ ପୁରୁଷ ସର୍ବଦା ନାରୀର ହିଁ ସ୍ମରଣ କରିଥାଏ । ତା ମନ ରେ ମାତା ପିତା ପରିବାର କେହି ବି ନଥାନ୍ତି । ତା ମନ ରେ କେବଳ ନାରୀ ହିଁ ନାରୀ ରହିଥାଏ । ସିଏ ଉଠିଲେ ବସିଲେ ଖାଇଲେ ସବୁବେଳେ ସ୍ତ୍ରୀ ର ହିଁ ସ୍ମରଣ କରିଥାଏ ।

ସ୍ତ୍ରୀ ଛଡା ତାର ଆଉ କିଛି ବି ଭାବନା ନଥାଏ । ସିଏ ସ୍ତ୍ରୀ କୁ ହିଁ ସର୍ବଦା ସ୍ମରଣ କରିଥାଏ । ସ୍ତ୍ରୀ ପାଇଁ ହିଁ ସବୁକିଛି କରିଥାଏ।ଦ୍ୱିତୀୟ ଲକ୍ଷଣ ସବୁବେଳେ ସ୍ତ୍ରୀ ଙ୍କର ହିଁ ଚର୍ଚ୍ଚା କରିବା। ତାକୁ ସବୁବେଳେ ସ୍ତ୍ରୀ ର ଚର୍ଚ୍ଚା ଦ୍ବାରା ଖୁସି ମିଳିଥାଏ। ତାକୁ ନା ସମାଜ ର ଭୟ ଥାଏ ନା ଦୁନିଆ ର ଭୟ ଥାଏ । ତା ପାଇଁ କେବଳ ସ୍ତ୍ରୀ ହିଁ ସବୁକିଛି ହୋଇଥାଏ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *