ଡାଇବେଟିସ ମୂଳରୁ ଶେଷ ହୋଇଯିବ, କେବଳ 1 ମାସ ପର୍ଯ୍ୟନ୍ତ ସେବନ କରନ୍ତୁ ଏହି 5 ଟି ଜିନିଷ – Health Tips

ଡାଇବେଟିସ ଏମିତି ଏକ ରୋଗ ଯାହା ଥରେ ହୋଇଗଲେ ଜୀବନସାରା ଭୋଗିବାକୁ ପଡିଥାଏ । ଏହି ରୋଗ ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପକାଇଥାଏ । ଆଧୁନିକ ଚିକିତ୍ସା ବିଜ୍ଞାନ ଅନୁସାରେ ଡାଇବେଟିସ ପୂର୍ଣ୍ଣ ରୂପେ ଭଲ ହୁଏ ନାହିଁ କିନ୍ତୁ ଏହା ଉପରେ ନିୟନ୍ତ୍ରଣ ରଖାଯାଇ ପାରିବ । ଡାଇବେଟିସ ଆଜିର ସମୟରେ 7 ଜଣଙ୍କ ମଧ୍ୟରୁ ଜଣଙ୍କୁ ନିହାତି ହୋଇଥାଏ । ଏହାର ମୁଖ୍ୟ କାରଣ ଅଟେ କି ଆଜି କାଲି ସମସ୍ତେ ଘରର ଖାଇବା ଠାରୁ ବାହାର ଖାଇବା ଅଧିକ ପସନ୍ଦ କରିଥାନ୍ତି । ଆଜି ଆମେ ଜାଣିବା କି ଏକ ମାସ ପର୍ଯ୍ୟନ୍ତ ଯଦି ଏହି ଜିନିଷ ଖାଇବେ ଡାଇବେଟିସ ପୁରା ମୂଳରୁ ଶେଷ ହୋଇଯିବ । ତେବେ ଚାଲନ୍ତୁ ଜାଣିବା ।

ସୁଗାର କୁ କମ କରିବା ପାଇଁ ଶାରିରୀକ ଯୋଗାସନ ବହୁତ ଆବଶ୍ୟକ ହୋଇଥାଏ । ସକାଳ ସମୟରେ ଖାଲି ପାଦରେ ଘାସରେ ବୁଲିବା ଆବଶ୍ୟକ । ଭରପୁର ନିଦ କମ ସେ କମ 8 ଘଣ୍ଟା ଶୋଇବା ଆବଶ୍ୟକ । ସବୁ ପ୍ରକାର ମାନସିକ ଚିନ୍ତାରୁ ଦୂରରେ ରୁହନ୍ତୁ । ଧୂମ୍ରପାନ କରନ୍ତୁ ନାହିଁ । ଲୁଣ କମ ଖାଆନ୍ତୁ । ଶରୀରକୁ ପାଣିର ଅଭାବ ହେବାକୁ ଦିଅନ୍ତୁ ନାହିଁ । ଦିନରେ ମିନିମମ 6 ଲିଟର ପାଣି ପିଅନ୍ତୁ ।

ସାରୁ

ବନ୍ଧୁଗଣ ସାରୁକୁ ଭାରତରେ ବିଭିନ୍ନ ନାମରେ ଜନାଯାଏ । ଏହା ସହିତ ବହୁତ ଲୋକ ଏହାର ତରକାରୀ କରି ଖାଇବାକୁ ପସନ୍ଦ କରନ୍ତି । ଅନେକ ଲୋକ ସାରୁର ପକୁଡି ବନାଇ ଖାଇବାକୁ ପସନ୍ଦ କରିଥାନ୍ତି । ଏହା ବହୁତ ସ୍ଵାଦିଷ୍ଟ ହୋଇଥାଏ । ସାରୁରେ ଭିଟାମିନ C , କ୍ୟାଲସିୟମ, ମ୍ୟାଗ୍ନେସିୟମ, ଆଇରନ ଓ ଭିଟାମିନ B ଭରପୁର ମାତ୍ରାରେ ମିଳିଥାଏ । ବନ୍ଧୁଗଣ ସାରୁରେ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ । ଯାହା ଆମ ଶରୀରକୁ ବିଭିନ୍ନ ପ୍ରକାରର ରୋଗରୁ ବଞ୍ଚାଇଥାଏ । ସାରୁ ରୁ ପ୍ରଚୁର ପରିମାଣର ଫାଇବର ମଧ୍ୟ ମିଳିଥାଏ । ଯାହା ଡାଇବେଟିସ ସହିତ ଲଢିବାରେ ବହୁତ ସାହାର୍ଯ୍ୟ କରିଥାଏ । ଏଥିପାଇଁ ସାରୁର ସେବନ ନିହାତି କରନ୍ତୁ ।

କଲରା

କଲରା ଡାଇବେଟିସ କୁ କଣ୍ଟ୍ରୋଲ କରିବାରେ ବହୁତ ସାହାର୍ଯ୍ୟ କରିଥାଏ । ଏହା ପୁରା ଶରୀରର ଗ୍ଳୁକୋଜ ମେଟାବୋଲିଜ୍ମ କୁ ପ୍ରଭାବିତ କରିଥାଏ । ଅଧିକରୁ ଅଧିକ କଲରା ଜୁସ ପିଅନ୍ତୁ ଦେଖିବେ ଆପଣଙ୍କର ଡାଇବେଟିସ କଣ୍ଟ୍ରୋଲ ହୋଇଯିବ ।

ମେଥି

ମେଥି ରେ ମଧୁମେହକୁ କଣ୍ଟ୍ରୋଲ କରିବାର ବହୁତ କ୍ଷମତା ରହିଥାଏ ଏବଂ ଏହା ବ୍ଲଡ ସୁଗାର ଲେଭେଲ କୁ କମ କରିଥାଏ । ଏହା ଗ୍ଳୁକୋଜ ଡିପେଣ୍ଡେଣ୍ଟ ଇନସୁଲିନ ର ସ୍ତରକୁ ବଢାଇଥାଏ ।

ଜାମୁକୋଳି

ଜାମୁକୋଳି ବ୍ଲଡ ସୁଗାର ଲେଭେଲ କୁ କଣ୍ଟ୍ରୋଲ କରି ମଧୁମେହକୁ କଣ୍ଟ୍ରୋଲ କରିବାରେ ବହୁତ ସାହାର୍ଯ୍ୟ କରିଥାଏ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *