TV ସିରିଏଲ କବଚ ରେ କାମ କରି ଫେମସ ହୋଇଥିବା Actor ଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ପାର୍ଟନର, ଅଙ୍ଗଦ ଙ୍କ ପତ୍ନୀ ତ ସବୁଠୁ ଅଧିକ ସୁନ୍ଦର

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ନିଶ୍ଚୟ ଦେଖିଥିବେ । ଏହିପରି ଏକ ସିରିଏଲ ବହୁତ ଲୋକପ୍ରିୟତା ହାସିଲ କରିଥିଲା । ସେହି ସିରିଏଲର ନାମ ହେଉଛି ‘କବଚ’ । ଏହି ସିରିଏଲର ଦ୍ଵିତୀୟ ପାର୍ଟ ମଧ୍ୟ ପ୍ରସାରିତ ହୋଇଥିଲା । ବର୍ତ୍ତମାନ ଏହି ସିରିଏଲଟି ବନ୍ଦ ହୋଇସାରିଛି । ହେଲେ ଏହି ସିରିଏଲକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । କାରଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ଭଲ ଭୂମିକା ପଦର୍ଶନ କରିଥିଲେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସିରିଏଲରେ ଅଭିନୟ କରିଥିବା କଳାକାର ମାନଙ୍କର ରିଅଲ ଲାଇଫ ପାର୍ଟନରଙ୍କ ବିଷୟରେ କହିବୁ । ଯାହାଙ୍କ ବିଷୟରେ ଆପଣ ମାନେ ଆଗରୁ କେବେ ବି ଶୁଣି ନଥିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବିନ ରାନା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତା ବିନ ରାନା । ବିନ ଏହି ସିରିଏଲରେ କପିଲର ଭୂମିକା ପଦର୍ଶନ କରିଥିଲେ । ତାଙ୍କର ଭୂମିକାକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ବିନଙ୍କର ରିଅଲ ଲାଇଫ ପତ୍ନୀ ହେଉଛନ୍ତି ସୋଫିଆନି । ସୋଫିଆନି ହେଉଛନ୍ତି ଜଣେ ଫ୍ୟାସନ ଡିଜାଇନର । ଏହି ଦୁଇଜଣଙ୍କର ବିବାହ ୨୦୧୬ରେ ହୋଇଥିଲା ଓ ଏମାନଙ୍କର ଯୋଡିକୁ ଦର୍ଶକ ମାନେ ମଧ୍ୟ ବହୁତ ଅଧିକ ପସନ୍ଦ କରିଛନ୍ତି ।


ବିବେକ ଧେୟା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତା ବିବେକ ଧେୟା । ବିବେକ ‘କବଚ’ର ପ୍ରଥମ ପାର୍ଟରେ ରାଜବିର ମୁନ୍ଦେଲାଙ୍କ ଭୂମିକା ପଦର୍ଶନ କରିଥିଲେ । ବିବେକଙ୍କର ଅଭିନୟକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ । ବିବେକଙ୍କର ରିଅଲ ଲାଇଫ ପତ୍ନୀ ହେଉଛନ୍ତି ଦିବ୍ୟଙ୍କା ତ୍ରିପାଠୀ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଦିବ୍ୟଙ୍କାଙ୍କୁ ସିରିଏଲ ‘ୟେ ହେ ମହବତେ’ରେ ଦେଖିଥିବେ । ଏହି ଦୁଇଜଣ ପରସ୍ପରକୁ ବହୁତ ସମୟ ଡେଟ କରିଥିଲେ ଓ ୨୦୧୬ ମସିହାରେ ପରସ୍ପର ସହ ପ୍ରେମ ବିବାହ କରିଥିଲେ ।

ଦୀପିକା ସିଂହ- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଦୀପିକା ସିଂହ । ଦୀପିକା ‘କବଚ’ର ଦ୍ଵିତୀୟ ପାର୍ଟରେ ମୁଖ୍ୟ ଅଭିନେତ୍ରୀ ସନ୍ଧ୍ୟାର ଭୂମିକା ପଦର୍ଶନ କରିଥିଲେ । ଦୀପିକାଙ୍କର ରିଅଲ ଲାଇଫ ସ୍ଵାମୀ ହେଉଛନ୍ତି ରୋହିତ ରାଜ ଗୋଏଲ । ରୋହିତ ହେଉଛନ୍ତି ଜଣେ ଡାଇରେକ୍ଟର । ଏହି ଦୁଇଜଣ ୨୦୧୪ରେ ପରସ୍ପର ସହ ପ୍ରେମ ବିବାହ କରିଥିଲେ । ଏହି ଦୁଇ ଜଣଙ୍କର ଏକ ପୁଅ ମଧ୍ୟ ଅଛି ଯାହାର ନାମ ଏମାନେ ସୋହମ ଗୋଏଲ ରଖିଛନ୍ତି ।


ଲୀନା ଜୁମାନୀ- ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଲୀନା ଜୁମାନୀ । ଏହି ସିରିଏଲରେ ସେ ନୀତିର ଭୂମିକା ପଦର୍ଶନ କରିଥିବା ନଜର ଆସିଥିଲେ । ଲୀନା ୨୦୧୩ ମସିହାରେ ବିଜନେସ ମ୍ୟାନ ରାହୁଲ ସଚ୍ଚଦେବଙ୍କ ସହ ବିବାହ କରିଥିଲେ ।

ନମିକ ପୌଲ- ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତା ନମିକ ପୌଲ । ସେ ଏହି ସିରିଏଲରେ ସେ ଅଙ୍ଗଦର ଭୂମିକା ପଦର୍ଶନ କରିଥିଲେ । ନମିକ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ହେଲେ ତାଙ୍କର ଗାର୍ଲଫ୍ରେଣ୍ଡଙ୍କ ନାମ ହେଉଛି ନିକିତା ଦତ୍ତ ।

ଆପଣଙ୍କୁ ଏମାନଙ୍କ ମଧ୍ୟରୁ କାହା ଯୋଡି ସବୁଠୁ ଅଧିକ ପସନ୍ଦ ଆସିଲା ଆମକୁ କମେନ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *