Exclusive: କୁକୁର ଖୋଜି ପାଇଲା ଧର୍ମେନ୍ଦ୍ରଙ୍କ ଫୋନ, ଏବେ ଖୋଲିବ ମୃତ୍ୟୁ ରହସ୍ୟ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଗୋବ ବ୍ଲକର ୧୧ ନମ୍ବର ୱାର୍ଡ ର ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁ ଆଉ ଏ ଦୁନିଆରେ ନାହାଁନ୍ତି । ଡଗ ସ୍କ୍ବାଟ ର ଯେଉଁ ଟିମ ଆସିଥିଲା ସେହି ଟିମ ଟି ବର୍ତ୍ତମାନ ଧର୍ମେନ୍ଦ୍ର ସାହୁ ଙ୍କର ଫୋନ କୁ ଟ୍ରେସ କରିଛି । ତାଙ୍କ ଘର ପାଖରେ ଯେଉଁ ଜାଗା ରହିଅଛି ସେହି ଜାଗାରେ ସ୍ଵିଚଅଫ ଦେଖାଉଥିଲା । ତେବେ ଏହି ଫୋନରେ ନିଶ୍ଚିତ କିଛି ଏଭଳି ସତ୍ୟତା ରହିଅଛି, ଯାହାକୁ ଧର୍ମେନ୍ଦ୍ର ପୋଷ୍ଟ ଦ୍ଵାରା ଜଣାଇ ଯାଇଥିଲେ ।

ସେ କହିଥିଲେ ଯେ ଫୋନଟିରେ ତାଙ୍କର କିଛି ଭିଡିଓ ରହିଛି ସେହି ଭିଡିଓ କୁ ଲୋକଲୋଚନକୁ ଆଣିବେ । ଏବଂ ସିଧାସଳଖ ଗୋଟିଏ ଫୋନ କୁ ସନ୍ଧାନୀ କୁକୁର ପାଇ ସାରିଛି ଆଉ ଗୋଟିଏ ଫୋନ କୁ ବର୍ତ୍ତମାନ ଖୋଜିବାରେ ଲାଗିଛି । ତେବେ କୁହାଯାଉଅଛି ଯେ ଏହି ଫୋନ ହିଁ ଧର୍ମେନ୍ଦ୍ର ମୃତ୍ୟୁ ପଛର ପ୍ରକୃତ ସତ କଥା ଆଣିପାରିବ ।

ଏଥି ନିମନ୍ତେ ଦୁଇ ଦୁଇ ଥର ସାଇଣ୍ଟିଫିକ ଟିମ ମଧ୍ୟ ଘଟଣା ସ୍ଥଳକୁ ଆସିଥିଲା । ଏହା ସହିତ ମେଟାଲ ଡିଟେକଟଡ କୁ ଅଣା ଯାଇଥିଲା । ଏହା ସହିତ ଡଗସ୍କ୍ବାଟ ବର୍ତ୍ତମାନ ଚିହ୍ନଟ କରି ସାରିଛି । ତେବେ କ୍ରମଶ ଆଉ ଏକ ଫୋନ ମଧ୍ୟ ସନ୍ଧାନୀ କୁକୁର ବାହାର କରି ଆଣିଲା । ବର୍ତ୍ତମାନ ଏହି ଦୁଇଟି ଫୋନରେ ପ୍ରକୃତ ସତ୍ୟ ଲୁଚି ଥାଇପାରେ ବୋଲି କୁହାଯାଇଥାଏ ।

କାରଣ ସୋ-ସି-ଆ-ଲ ମି-ଡି-ଆ ରେ ଧର୍ମେନ୍ଦ୍ର କହିଥିଲେ ଯେ ତାଙ୍କ ଫୋନ ରେ ବହୁତ କିଛି ଦେଖିବାକୁ ମିଳିବ । ଫୋନ ଭିତରେ ନିହାତି ଭାବରେ ସତ୍ୟତା ରହିଅଛି । ଏହି ଫୋନ ରେ ନିହାତି ଭାବରେ କାହାର ତାକୁ ଚିହ୍ନଟ କରିବାକୁ ସମାହୟ ଲାଗିବ ବୋଲି କହିଛନ୍ତି ପୋଲିସ ।

ମାତ୍ର ବର୍ତ୍ତମାନ ଫୋନ କାହାର ଏହା ମଧ୍ୟ ସଠିକ ଭାବରେ ପୋଲିସ କହିପାରିବେ ନାହିଁ । ସାଇଣ୍ଟିଫିକ ଟିମ ଆସି ଯାହା ଚିହ୍ନଟ କରିବ ସେଥିରୁ ପୋଲିସ ନିଜର ସନ୍ଧାନ ଜାରି କରିବ । ତେବେ ଯେଉଁ ଜାଗାରେ ଫୋନ ମିଳିଥିଲା ସେହି ଜାଗାରେ ତାଙ୍କ ଫୋନ ସ୍ଵିଚ ଅଫ ହୋଇଥିବା ସୂଚନା ମିଳିଥିଲା ।

ଏହି ଫୋନରେ ଥିବା ତଥ୍ୟ କୁ ନେଇ ବର୍ତ୍ତମାନ ସମସ୍ତଙ୍କ ନଜର ଯେ ଏଭଳି କେଉଁ ଜିନିଷ ଅଛି ଯାହା ନିମନ୍ତେ ଧର୍ମେନ୍ଦ୍ର ନିଜ ପ୍ରାଣ ତ୍ୟାଗ କରିବା ଭଳି ଚରମ ନିଷ୍ପତ୍ତି ନେଲେ ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *