ସିସିଟିଭିରେ ରେକର୍ଡ ହୋଇଛି ଭୟଙ୍କର ଘଟଣା, ଏଇ ଗାଡ଼ିରେ ଚଢି ଧର୍ମେନ୍ଦ୍ର କରିଥିଲେ ସୁଇସାଇଡ଼ ! ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ୧୧ ନମ୍ବର ବ୍ଲକ ର ଜିଲ୍ଲା ପରିଷଦ ଙ୍କ ମୃ-ତ୍ୟୁ ପଛରେ ରହିଛି ରହସ୍ୟ ଯେ କାହିଁକି ସେ ଆ-ତ୍ମ-ହ-ତ୍ୟା କରିଲେ ? ଆ-ତ୍ମ-ହ-ତ୍ୟା କରିବାର ସେହି କାରଣ ଗୁଡିକ କ’ଣ ? ତେବେ ତାକୁ ନେଇ ବର୍ତ୍ତମାନ ଖୋଳତାଳ ଆରମ୍ଭ ହୋଇଛି, ତେବେ ସେହି କାରଣ ଗୁଡିକ କଣ ତାକୁ ନେଇ ବର୍ତ୍ତମାନ ଖୋଳତାଡ ଆରମ୍ଭ ହୋଇଛି । ଅଥବା ତନାଘନା ଆରମ୍ଭ ହୋଇଛି । ସବୁଠାରୁ ବଡ କଥା ହେଉଛି ଯେ ଗାଡି ଉପରେ ଚଢି ସେ ଆ-ତ୍ମ-ହ-ତ୍ୟା କରିବାକୁ ଚେଷ୍ଟା କରିଥିଲେ ।

ଗୋଟିଏ ସି-ସି-ଟି-ଭି ଫୁଟେଜ ରୁ ସେ ଗୋଟିଏ ବଲ କୁ କାଢୁଛନ୍ତି ଏବଂ ପୁଣି ନଇଁ ପଡ଼ୁଛନ୍ତି ଏବଂ ଆଉ ଏକ ସିସିଟିଭି ୨.୪୮ ସମୟରେ ମିଳିଛି । ସେହି ସି-ସି-ଟି-ଭି ରେ ଗୋଟିଏ କଳା କାର ଟି ଥୁଆ ହୋଇଛି । କାରର ପାଦ ଉପରେ ଚଢି ସେ ଉପର ଯାଉଛନ୍ତି । ଏବଂ ଏହି କାର ଉପରେ ଚଢିବା ସମୟରେ ତାହା ସ୍ପଷ୍ଟ ଭାବରେ ଦେଖାଯାଉଥିଲା ।

କାର ଭିତରେ ତାଙ୍କର ପ୍ୟାଣ୍ଟସାର୍ଟ ମଧ୍ୟ ରହିଥିଲା । ଏବଂ ମୃ-ତ୍ୟୁ ବରଣ କୁ ତାଙ୍କ ସହିତ ଯେଉଁ ଗାମୁଛା ଲାଗିଥିଲା ତାହା ମଧ୍ୟ ସଂପୂର୍ଣ୍ଣ ଭାବରେ ନୂଆ ଥିଲା । ତେବେ ଏହି ଘଟଣା ପଛରେ ଅନେକ ଗୁଡିଏ ରହସ୍ୟ ରହିଅଛି । କାରଣ ଧର୍ମେନ୍ଦ୍ର ସାହୁ ନିଜେ ତାଙ୍କ ମୃ-ତ୍ୟୁ ପୂର୍ବରୁ ଗୋଟିଏ ମେସେଜ ପଠାଇଛନ୍ତି ଯେ ମୋର ଦୁଇଟି ମୋବାଇଲ କୁ ଖୋଳତାଡ କରାଯାଉ ସେଥିରୁ ଅନେକ ଗୁଡିଏ ରହସ୍ୟ ସାମ୍ନା କୁ ଆସିବ ।

ତେବେ ସେହି ମୋବାଇଲ ରେ ଏଭଳି କଣ ଅଛି ଯାହା ତାଙ୍କର ମୃ-ତ୍ୟୁ ର ରହସ୍ୟ କୁ ଖୋଲିବ ? ସୁର ରାଉତରାୟ ଏ ବାବଦକୁ କହିଥିଲେ ଯେ ସେ ଜଣେ ଭଲ ମଣିଷ ଅଟନ୍ତି ଏବଂ ସେ ଆମ ଝିଅ କୁ ବିବାହ କରିଥିବାରୁ ଆମ ଜ୍ଵାଇଁ ହେବେ । ତାଙ୍କର କୌଣସି ଥିରେ ଅଭାବ ନଥିଲା ଶଶୁର ଘର ତରଫରୁ ସଂପୂର୍ଣ୍ଣ ସହଯୋଗ ମଧ୍ୟ ମିଳୁଥିଲା କିନ୍ତୁ ହଠାତ ଏମିତି କଣ ହେଲା ଯେ ଯାହା ଫଳରେ ସେ ଏତେ ବଡ ପଦକ୍ଷପ ନେବାକୁ ପଛାଇଲେ ନାହିଁ ।

ହଠାତ ଏହିଭଳି ଖବର ଶୁଣି ତାଙ୍କ ପରିବାର ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପୋଲିସ ଏ ନେଇ ବର୍ତ୍ତମାନ ଖୋଳତାଡ ଆରମ୍ଭ କରୁଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *