ମହଙ୍ଗା ପଡିଲା ଡ୍ରଗ୍ସ ପାର୍ଟି, NCB ଜାଲରେ ମେଗା ଷ୍ଟାର Shahrukh Khan ଙ୍କ ପୁଅ Aryan Khan

ବନ୍ଧୁଗଣ, ମାୟା ନଗରୀରେ ବଢୁଅଛି ନି-ଶା କା-ର-ବା-ର । ମ-ଝି ସମୁଦ୍ର ରେ ଚାଲିଛି ନି-ଶା- ର ଆସର । ମୁମ୍ବାଇ ରୁ ଗୋଆ ଯାଉଥିବା ଲକଜୁରୀ କୃଶ ରେ ଡ୍ର-ଗ୍ସ -ପା-ର୍ଟି ଚାଲିଥିବା ସମୟରେ ରେ-ଡ କରିଅଛି NCB । ପାର୍ଟି ଚାଲୁଥିବା ସମୟରେ ଚଢାଉ କରି MDM, କୋକେନ ତଥା ଚରସ ଭଳି ବିଭିନ୍ନ ମା-ଦ-କ ସାମଗ୍ରୀ ଜବତ କରିଅଛି NCB । ଏହି ମାମଲାରେ ୮ ଜଣଙ୍କୁ ଗି-ର-ଫ କରା ଯାଇଅଛି ।

ସେହି ୮ ଜଣ ଙ୍କ ନାମ ହେଉଅଛି,- ଆରୟନ ଖାନ, ଅରବାଜ ଖାନ, ମୁନମୁନ ଧବାଇଚାନ୍ଦ, ନୁପୁର ସରିକା, ଇସମେନ ସିଂ, ମହୋବ ଜୟସବାଲ, ବିକ୍ରାନ୍ତ ଚୋକର, ଗମିତ ଚୋପ୍ରା ଏହି ୮ ଜଣ ଙ୍କୁ ବର୍ତ୍ତମାନ ଜେରା କରାଯାଉଅଛି ବୋଲି NCB ମୁମ୍ବାଇ ର ନିର୍ଦେଶକ ସମୀର ୱାଙ୍କଡେ କହିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ସେମାନଙ୍କୁ ପଚରା ଉଚରା କରାଯିବ ଏବଂ ଏହା ଆଗକୁ ମଧ୍ୟ ଜାରି ରହିବ ।

ଲଗାତର ଭାବରେ ସେମାନଙ୍କ ଉପରେ ପଚରା ଊଚରା କରାଯିବ । ଏହା ଅଧିକ ଦିନ ପର୍ଯ୍ୟନ୍ତ ଚାଲିପାରେ । ଏହି ପାର୍ଟି ରେ ବଲିଉଡ ତାରକା ସାହରୁଖ ଖାନ ଙ୍କ ପୁଅ ଆରୟନ ଖାନ ଥିଲେ । ତାଙ୍କୁ ବର୍ତ୍ତମାନ ନାର୍କୋଟିସ କଣ୍ଟ୍ରୋବିୟୁରୋ ନିଜ ଅଧୀନରେ ନେଇ ପଚରା ଉଚରା କରୁଅଛି । ଏହି ମାମଲାରେ ସଂପୂର୍ଣ୍ଣ ୮ ଜଣ ଗି-ର-ଫ ହୋଇଛନ୍ତି ।

ନାର୍କୋଟିସ କଣ୍ଟ୍ରୋବିୟୁରୋ ଙ୍କ ସୂଚନା ଅନୁଯାୟୀ ସାରୁଖ ଖାନ ଙ୍କ ପୁଅ ଆରୟନ ଖାନ ଙ୍କୁ ପଚରା ଉଚରା ସମୟରେ ଏହି ପାର୍ଟି ରେ ସେ ସାମିଲ ଥିବା ସ୍ଵୀକାର କରିଛନ୍ତି । ସୂଚନା ଅନୁଯାୟୀ ଆରୟନ ଏହି ପାର୍ଟି ରେ ନିଜର ସଉକ ପୂରଣ କରିବାକୁ ଯାଇ ଡ୍ର-ଗ୍ସ ସେବନ କରିବା ଅକଥା ମଧ୍ୟ ସ୍ଵୀକାର କରିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ NCB ଅଥବା ସାହରୁଖ ଖାନ ଙ୍କ ଠାରୁ କୌଣସି ବିବୃତ୍ତି ପ୍ରକାଶ ପାଇନାହିଁ ।

ଜେ-ରା ସମୟରେ ଆରୟନ ଏହା ମଧ୍ୟ କହିଥିଲେ ଯେ ତାଙ୍କ ନାମ ନେଇ ଲୋକଙ୍କୁ ପାର୍ଟି ରେ ଡକାଯାଇଥିଲା । ପାର୍ଟି ର ଭି-ଡି-ଓ ମଧ୍ୟ NCB ହାତରେ ଲାଗିଛି । ଏଥିରେ ଆରୟନ ଥିବା ର ନଜର ଆସିଛନ୍ତି ଏବଂ ଗି-ର-ଫ ହୋଇଥିବା ୮ ଜଣଙ୍କ ପାଖରୁ ରୋ-ଲି-ଙ୍ଗ ପେପର ମଧ୍ୟ ମିଳିଅଛି । ବନ୍ଧୁଗଣ ଏହି ପ୍ରସଙ୍ଗ ରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *