Mahanadi Bridge ଉପରେ କାର ଓ ବାଇକ ମଧ୍ୟରେ ଭୟଙ୍କର ଆକ୍ସିଡେଣ୍ଟ, ବାଇକ ଆରୋହୀ ଙ୍କ ମୃତ୍ୟୁ, କିନ୍ତୁ କୁଆଡେ ଗାୟବ ହେଇଗଲେ ମହିଳା ? ଦେଖନ୍ତୁ Video

ବନ୍ଧୁଗଣ,  ଆପଣମାନେ ସବୁଦିନ କୌଣସି ନା କୌଣସି ଦୁ-ର୍ଘ-ଟ-ଣା ବିଷୟରେ ଶୁଣୁ ଥିବେ କିମ୍ବା ଦେଖୁଥିବେ । ଏହା ସତ୍ବେ ବି ଲୋକମାନେ ନା ହିଁ ସ-ଚେ-ତ-ନ ହେଉଛନ୍ତି ଓ ନା ହିଁ ସ-ତ-ର୍କ । କିଛି ଲୋକମାନେ ନିଜର ଭୁଲ ଯୋଗୁ ନିଜ ଜୀବନ ସହ ଅନ୍ୟର ଜୀବନକୁ ମଧ୍ୟ ବି-ପ-ଦ-ରେ ପକାଇ ଥାନ୍ତି । କେତେକ ଦୁ-ର୍ଘ-ଟ-ଣା-ରେ ତ ଚ-ମ-ତ୍କା-ର ଭଳି କେତେକ ଲୋକମାନେ ବଞ୍ଚି ଯାଆନ୍ତି ତ କେତେକ ଲୋକମାନଙ୍କ ଘ-ଟ-ଣା ସ୍ଥଳରେ ହିଁ ମୃ-ତ୍ୟୁ ବରଣ କରିଥାନ୍ତି । ମହାନଦୀ ପୋଲ ଉପରର ଦୁ-ର୍ଘ-ଟ-ଣା ରେ ନି-ଖୋ-ଜ ମହିଳାଙ୍କ ସ-ନ୍ଧା-ନ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ ।

ସକାଳୁ ନି-ଖୋ-ଜ ହୋଇଥିବା ମହିଳା ଙ୍କୁ ଠା-ବ କରିବା ଲାଗି ଅଗ୍ନିସମ ବାହିନୀ ଏବଂ ଓଡ୍ରାଫ ଟିମ ସର୍ଚ୍ଚ ଅ-ପ-ରେ-ସ-ନ ଜାରି ରଖିଛନ୍ତି । ସୂଚନା ଅନୁଯାୟୀ ଗତକାଲି ରାତିରେ ମହାନଦୀ ପୋଲ ଉପରୁ ଏକ କାର ଧ-କ୍କା ଦେବାରୁ ଘ-ଟ-ଣା ସ୍ଥଳରେ ବାଇକ ଆରୋହି ଙ୍କ ସେହିଠାରେ ହିଁ ମୃ-ତ୍ୟୁ ହୋଇଥିଲା । ସେହି ବାଇକ ର ପଛ ସି-ଟ ରେ ବସିଥିବା ମହିଳା ଜଣକ ନି-ଖୋ-ଜ ହୋଇଥିଲେ ।

କହିଦେଉଛୁ କି ଗତ ରାତିରେ ମହାନଦୀ ବ୍ରିଜ ଉପରେ କାର ଓ ବାଇକ ସାମ୍ନା ସାମ୍ନି ଧ-କା କରିଥିଲେ । ଦୁ-ର୍ଘ-ଟ-ଣା ସ୍ଥାନରେ ହିଁ ବାଇକ ଆରୋହି ବ୍ୟକ୍ତିର ଦୁ-ର୍ଘ-ଟ-ଣା ହୋଇଥିଲା । କିନ୍ତୁ ବାଇକର ପଛ ସିଟରେ ବସିଥିବା ମହିଳା ଜଣକ ଆଶ୍ଚର୍ଯ୍ୟ ଜନକ ରୂପରେ ନି-ଖୋ-ଜ ଅଛନ୍ତି । ଦୁ-ର୍ଘ-ଟ-ଣା ଯୋଗୁ ମହିଳା ଜଣକ ମହାନଦୀରେ ଛି-ଟି-କି ପଡିଥିବେ ବୋଲି ସମସ୍ତେ ଅନୁମାନ କରୁଛନ୍ତି ।

ଖବର ଅନୁଯାୟୀ ବର୍ତ୍ତମାନ ନି-ଖୋ-ଜ ଥିବା ମହିଳା ଜଣକ ଅନୁଗୁଳ ଆଠମଲ୍ଲୀ ବ୍ଲକ କମ୍ପଳା ଅଞ୍ଚଳର ପ୍ରତିମା ସାହୁ ଅଟନ୍ତି । ପ୍ରତିମା ନିଜ ସ୍ଵାମୀ ବୈଦ୍ୟନାଥ ଏବଂ ତାଙ୍କ ଡ୍ରାଇଭର ଟୁନା ବାରିକ ଙ୍କ ସହିତ ପାରିବାରିକ କାମ ରେ ଯୋଗ ଦେବାକୁ କମ୍ପଳା ଯାଇଥିଲେ । ସ୍ଵାମୀ ଙ୍କର କାମ ଥିବାରୁ ସ୍ଵାମୀ ଜଣକ ଗାଁ ରେ ରହିଥିଲେ । ତେବେ ମହିଳା ଏବଂ ଡ୍ରାଇଭର ଜଣକ ବାଇକ ରେ ଫେରୁଥିଲେ ।

ଏହା ପରେ ମହାନଦୀ ପୋଲ ଉପରେ ଅଚାନକ ତାଙ୍କୁ ଗୋଟିଏ କାର ଧ-କ୍କା ଦେଇଥିଲା ଏବଂ ସେହିଠାରେ ହିଁ ଡ୍ରାଇଭର ଟୁନା ବାରିକ ଙ୍କ ମୃ-ତ୍ୟୁ ହୋଇଥିଲା । ପ୍ରତିମା ସାହୁ ହୁଏ ତ ମହାନଦୀକୁ ଛିଟିକି ପଡିଛନ୍ତି ସେଥିପାଇଁ ପୋଲିସ ତାଙ୍କୁ ମହାନଦୀର ବନ୍ୟା ପାଣି ମଧ୍ୟରେ ଖୋଜିବାରେ ଲାଗିଛନ୍ତି । କିନ୍ତୁ କାରରେ କିଏ ଥିଲେ ତାହା ବିଷୟରେ ଅଧିକ ସୂଚନା ମିଳି ନାହିଁ ।ଟିକିଏ ସାବଧାନତା ନ ବର୍ତ୍ତିଲେ ଚାହୁଁ ଚାହୁଁ ମନୁଷ୍ୟ ର ଜୀବନ ଚାଲିଯାଉଅଛି । ଏଣୁ ଆଜିଭଳି ସ୍ମାର୍ଟ ଦିନରେ ସାବଧାନତା ସହିତ ଜୀବନ ଯାପନ କରନ୍ତୁ । ନଚେତ ଏହାର ପରିଣାମ ଆପଣ ଦେଖୁଛନ୍ତି କଣ ଘ-ଟି ଯାଉଅଛି ।

Leave a Reply

Your email address will not be published. Required fields are marked *