କୋଟି କୋଟି ଟଙ୍କାର ମାଲିକ ଅଟନ୍ତି Mahendra Singh Dhoni, କିନ୍ତୁ ଆଜି ବି ଦରିଦ୍ରତାରେ ଜୀବନ କାଟନ୍ତି ତାଙ୍କର ଏହି ଭାଇ, ହେଲେ କାହିଁକି ? ଦେଖନ୍ତୁ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତୀୟ କ୍ରିକେଟ ଟିମର ଦିଗଜ ଖେଳାଳି ମହେନ୍ଦ୍ର ସିଂହ ଧୋନୀଙ୍କୁ ନିଶ୍ଚୟ ଜାଣିଥିବେ । ମହେନ୍ଦ୍ର ସିଂହ ଧୋନୀଙ୍କ କ୍ୟାପଟେନସିରେ ଭାରତ ବିଶ୍ଵ କପ୍ ଜିତିଛି । ଅନେକ ଥର ମହେନ୍ଦ୍ର ଭାରତ ପାଇଁ ସୁନାମ ଅର୍ଜନ କରିଛନ୍ତି । ସବୁବେଳେ ନିଜ ଖେଳ ଆଉ ନିଜ ଲାଇଫ ଷ୍ଟାଇଲ ପାଇଁ ଚର୍ଚ୍ଚାରେ ରୁହନ୍ତି ମହେନ୍ଦ୍ର । ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମହେନ୍ଦ୍ର ନୁହେଁ ତାଙ୍କ ବଡ ଭାଇଙ୍କ ବିଷୟରେ କହିବାକୁ ଯାଉଛୁ ।

ଏବେ ଆପଣ ମାନେ ଭାବୁଥିବେ ମହେନ୍ଦ୍ର ସିଂହ ଧୋନୀଙ୍କର କଣ ଜଣେ ବଡ ଭାଇ ବି ଅଛନ୍ତି କାରଣ ମହେନ୍ଦ୍ର ସିଂହ ଧୋନୀଙ୍କ ବାୟୋପିକ ଫିଲ୍ମ ‘ଏମ ଏସ ଧୋନୀ’ରେ ତାଙ୍କ ବଡ ଭାଇଙ୍କ ବିଷୟରେ କିଛି ବି ଦର୍ଶା ଯାଇ ନଥିଲା । ହେଲେ ରିଅଲ ଲାଇଫରେ ତାଙ୍କର ବଡ ଭାଇ ଅଛନ୍ତି ଓ ତାଙ୍କ ନାମ ହେଉଛି ନରେନ୍ଦ୍ର ସିଂହ ଧୋନୀ ।

19 ଜାନୁୟାରୀ 2013ରେ ନିଜ ସାନ ଭାଇର ଖେଳ ଦେଖିବା ପାଇଁ ନରେନ୍ଦ୍ର ଏକ ସାଧାରଣ ଲୋକଙ୍କ ଭଳି ଲାଇନରେ ଛିଡା ହୋଇ ଷ୍ଟାଡିୟମ ଆସିଥିଲେ । 2009 ମସିହାରେ ମହେନ୍ଦ୍ରଙ୍କ ଘର ତିଆରି ଚାଲିଥିଲା ସେତେବେଳେ ମହେନ୍ଦ୍ର ନିଜ ଖେଳରେ ବ୍ୟସ୍ତ ଥିଲେ ହେଲେ ତାଙ୍କ ବଡ ଭାଇ ଘରର ଦେଖ ରେଖ କରୁଥିଲେ । ହେଲେ ଉଭୟଙ୍କ ଜୀବନରେ ଏମିତି କିଛି ହେଲା ଯାହାଫଳରେ ଦୁଇଜଣ ଅଲଗା ହୋଇଗଲେ ।

ଏବେ ଏହି ଦୁଇଜଣ ଗୋଟିଏ ଛାତ ତଳେ ରହୁ ନାହାନ୍ତି । ବନ୍ଧୁଗଣ ନରେନ୍ଦ୍ର ସିଂହ ଧୋନୀ ଗତ କିଛି ମାସ ତଳେ ଏକ ଇଣ୍ଟର୍ବ୍ୟୁ ଦେଇଥିଲେ । ସେହି ଇଣ୍ଟର୍ବ୍ୟୁରେ ସେ କହିଥିଲେ, ମୋ ଭାଇ ଜୀବନରେ ମୋର ଯୋଗଦାନ ବୋଧେ ନଥିଲା ସେଥିପାଇଁ ଫିଲ୍ମରେ ମୋର ଭୂମିକାକୁ ଗୁରୁତ୍ଵ ଦିଆହେଲା ନାହିଁ । ଆଉ ଫିଲ୍ମଟି ମୋ ଭାଇର ଜୀବନୀ ଉପରେ ଥିଲା ନା କି ତା ପରିବାର ଲୋକଙ୍କ ଉପରେ ।

ମାହି ଯେତେବେଳେ ପ୍ରଥମ ଥର ବ୍ୟାଟ ଉଠାଇଥିଲା ସେତେବେଳେ ମୁ ପାଠ ପଢିବା ପାଇଁ ବାହାରେ ଥିଲି । ତା ସହ ମୁଁ ସବୁବେଳେ ଛିଡା ହୋଇ ନଥିଲି । ମୋ ଭାଇକୁ ଏକ କ୍ରିକେଟର ହେବା ସମୟରେ ମୁଁ ଦେଖି ପାରିଲି ନାହିଁ । ଆଉ କେତେ ସଂଘର୍ଷ କରିଛି ତା ବିଷୟରେ ମୁଁ ଅଧିକ କିଛି ଜାଣି ନାହିଁ ।

ବନ୍ଧୁଗଣ ମହେନ୍ଦ୍ର ଆଓ ନରେନ୍ଦ୍ରଙ୍କ ମଧ୍ୟରେ ବୟସ ସୀମା ବି ବହୁତ ଅଧିକ ଅଛି ତେଣୁ ଭାଇ ଠାରୁ ଦୂରରେ ରହିବାର ଏହା ବି ଏକ କାରଣ ବୋଲି ନରେନ୍ଦ୍ର ମାନୁ ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *