15 Interesting Gk Questions- ଇଣ୍ଡିଆ ର ଫୁଲଫର୍ମ କଣ ? କଣ ଆପଣ ଜାଣିଛନ୍ତି ?

ସାଙ୍ଗମାନେ ଆପଣମାନଙ୍କୁ ଆମ ଲେଖାକୁ ସ୍ଵାଗତ । ଆପଣ କେତେକ ଏମିତି ପ୍ରଶ୍ନ ଶୁଣିଥିବେ ଯାହାକୁ ଶୁଣିବା ପାଇଁ ସରଳ ଲାଗିଥାଏ କିନ୍ତୁ ତାହାର ଉତ୍ତର ଦେବା ଗୋଟେ ତରଫରୁ କଠିନ ହୋଇ ଯାଇଥାଏ । ଆଜି ଆମେ କଥା ହେବା କିଛି ଆହୁରି ନୂଆ ପ୍ରଶ୍ନର ଉତ୍ତର ଯାହା IAS ଇଣ୍ଟର୍ଭିଉରେ ପଚରା ଯାଉଛି । ଏହି ପ୍ରଶ୍ନ ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ଯଦି ଆପଣ ନିଜ ବୁଦ୍ଧିକୁ ପରୀକ୍ଷା କରିବାକୁ ଚାହାନ୍ତି ତେବେ ଆପଣ ଆମକୁ ଏହି ପ୍ରଶ୍ନର ଉତ୍ତର କମେଣ୍ଟ ମାଧ୍ୟମରେ ଦେଇ ପାରିବେ । ତେବେ ଚାଳନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଏହି ଖେଳ ।

1. ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର କେଉଁ ମସିହାରେ ଆରମ୍ଭ ହୋଇଥିଲା ?

ଉତ୍ତର- ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ୧୧୧୫ ମସିହାରେ ଆରମ୍ଭ ହୋଇଥିଲା ।

2. ବେଦାନ୍ତ ମେଡିକାଲ କଲେଜ କେଉଁଠାରେ ଅବସ୍ଥିତ ?

ଉତ୍ତର- ବେଦାନ୍ତ ମେଡିକାଲ କଲେଜ ପୁରୀରେ ଅବସ୍ଥିତ ।

3. ଦୁନିଆର ସବୁଠାରୁ ଛୋଟ ପକ୍ଷୀର ନାମ କଣ ?

ଉତ୍ତର- ହମିଙ୍ଗବାର୍ଡ

4. ଭଗବାନ ଶ୍ରୀ ରାମଙ୍କୁ କେତେ ବର୍ଷ ବନବାସ କରିଥିଲେ ?

ଉତ୍ତର- ୧୪ ବର୍ଷ

5. ଭାରତରେ ସବୁଠୁ ଅଧିକ ସେବନ କରୁଥିବା ଖାଦ୍ୟସାମଗ୍ରୀର ନାମ କଣ ?

ଉତ୍ତର – ଚାଉଳ

6. ଦୁନିଆରେ ରାଜ୍ କରୁଥିବା ପ୍ରଥମ ରାଜାଙ୍କ ନାମ କଣ ?

ଉତ୍ତର- ଦୁନିଆରେ ରାଜ୍ କରୁଥିବା ପ୍ରଥମ ରାଜାଙ୍କ ନାମ ହେଉଛି ସରଗୋନ ଦଗ୍ରେଟ ।

7. ରାଷ୍ଟ୍ରଗୀତ ପ୍ରଥମେ କେବେ ଗାନ କରାଯାଇଥିଲା ?

ଉତ୍ତର- ରାଷ୍ଟ୍ରଗୀତ ପ୍ରଥମେ ୧୯୧୧ ମସିହାରେ ଗାନ କରାଯାଇଥିଲା ।

8. ଏପରି କେଉଁ ଟେବଲ ଅଛି ଯାହାକୁ ଆମେ ଖାଇଥାଉ ?

ଉତ୍ତର- ଭେଜିଟେବୁଲ ଯାହାକୁ ଆମେ ମାନେ ଖାଇ ଥାଉ ।

9. ଏମିତି କେଉଁ ଜୀବ ଅଛି ଯିଏ ଜୋତା ପିନ୍ଧି ଶୋଇଥାଏ ?

ଉତ୍ତର- ଘୋଡା ନିଜର ନାଲ ପିନ୍ଧି ଶୋଇଥାଏ ।

10. ମୁଣ୍ଡ ଅଛି ଲାଞ୍ଜ ଅଛି ହେଲେ ପାଦ ନାହିଁ, ପେଟ ଅଛି ଆଖି ଅଛି ହେଲେ କାନ ନାହିଁ ?

ଉତ୍ତର- ସାପ

11. ସର୍ବପ୍ରଥମେ ପେରାସୁଟ କେଉଁ ଦେଶରେ ବନାଯାଇଥିଲା ?

ଉତ୍ତର- ଫ୍ରାନ୍ସ

12. କପିଳାସ ମନ୍ଦିରର ନିର୍ମାତା କିଏ ?

ଉତ୍ତର- କପିଳାସ ମନ୍ଦିରର ନିର୍ମାତା ହେଉଛନ୍ତି ଲାଙ୍ଗୁଳା ନରସିଂହ ଦେବ ।

13. ଭାରତର କେଉଁ ନଦୀରେ ହୀରା ମିଳିଥାଏ ?

ଉତ୍ତର- ଭାରତର କୃଷ୍ଣା ନଦୀରେ ହୀରା ମିଳିଥାଏ ।

14. ବିଶ୍ଵର ଏଭଳି କେଉଁ ଦେଶ ରହିଛି ଯିଏ ଆଜି ପର୍ଯ୍ୟନ୍ତ ଅନ୍ୟ କେଉଁ ଦେଶର ଗୁଲାମ ହୋଇନାହିଁ ?

ଉତ୍ତର- ନେପାଳ ହେଉଛି ବିଶ୍ଵର ଏକ ଏପରି ଦେଶ ଯିଏ ଆଜି ପର୍ଯ୍ୟନ୍ତ କେଉଁ ଦେଶର ଗୁଲାମ ହୋଇ ନାହିଁ ।

15. ବାରବାଟୀ ଦୁର୍ଗର ନିର୍ମାତା କିଏ ?

ଉତ୍ତର- ବାରବାଟୀ ଦୁର୍ଗର ନିର୍ମାତା ହେଉଛନ୍ତି ଅନଙ୍ଗଭୀମ ଦେବ ।

16. INDIA ର ଫୁଲ ଫର୍ମ କଣ ?

ଉତ୍ତର- ତେବେ ଇଣ୍ଡିଆ ର ଫୁଲ ଫର୍ମ ବିଷୟରେ ଖୋଜିଲେ ଆମକୁ ଅନେକ କିଛି ଦେଖିବାକୁ ମିଳିଥାଏ ତେବେ କିଛି ଲୋକ ଇଣ୍ଡିଆ(India) ର ଫୁଲ ଫର୍ମ କୁହନ୍ତି କି Independent Nation Declared In August ତେବେ କିନ୍ତୁ ଇଣ୍ଡିଆ ଏକ ସଂକ୍ଷିପ୍ତ ରୂପ ନୁହେଁ। ତେଣୁ ଏହାର କୌଣସି ଫୁଲ ଫର୍ମ ନାହିଁ।

Leave a Reply

Your email address will not be published. Required fields are marked *