ବନ୍ଧା ହେଲେ ଓଡିଆ Producer Akshay Parija ଙ୍କ ବ୍ଲାକମେଲର, କରୁଥିଲେ ଏମିତି ଖେଳ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଫିଲ୍ମ ପ୍ରଡ୍ୟୁସର ଅକ୍ଷୟ ପରିଜା ଙ୍କ ନଗ୍ନ ଫଟୋ ଭା-ଇ-ରା-ଲ ଘଟଣା ଆପଣ ମାନେ ସୋ-ସି-ଆ-ଲ ମି-ଡି-ଆ ରେ ନିଶ୍ଚିତ ଭାବରେ ଦେଖିଥିବେ । ତେବେ ମାଷ୍ଟର ମାଇଣ୍ଡ କୁ ଗିରଫ କରିଛି ପୋଲିସ । ରାଜଧାନୀ ଭୁବନେଶ୍ବରରେ ରହି ନେତା ତଥା ଅଭିନେତା ଙ୍କୁ ବ୍ଳଆକମେଏଲିଙ୍ଗ କରୁଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ପୋଲିସ ଜାଲରେ ମାଷ୍ଟର ମାଇଣ୍ଡ ଯୁବତୀ ଜଣଙ୍କ ପଡିଛନ୍ତି ।

ଅର୍ଚ୍ଚନା ନାଗ ନାମକ ଜଣେ ଯୁବତୀ ଙ୍କୁ ଗିରଫ କରିଛି ପୋଲିସ । କିଛିଦିନ ତଳେ ପ୍ରତିଷ୍ଠିତ ରାଜନେତା ଙ୍କୁ ବ୍ଳଆକମେଏଲିଙ୍ଗ ନେଇ ଆସିଥିଲା ଅଭିଯୋଗ । ମୋଟା ଅଙ୍କ ର ଟଙ୍କା ନେଇଥିଲେ ଅର୍ଚ୍ଚନା ନାଗ । ତେବେ ପ୍ରଯୋଜକ ଙ୍କୁ ଟଙ୍କା ମାଗୁଥିବା ଅଡିଓ ମଧ୍ୟ ଭା-ଇ-ରା-ଲ ହୋଇଛି । ସେକ୍ସ ସ୍କାନ ପାଇଁ ମାଗୁଥିଲେ ଟଙ୍କା । ସୁନା ଦୋକାନ ମାଲିକଙ୍କ ଠାରୁ ନେଇଛନ୍ତି କୋଟି କୋଟି ଟଙ୍କା ।

ଅର୍ଚ୍ଚନା ଙ୍କ ସହିତ ବେସ ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କ ଫଟୋ ମଧ୍ୟ ରହିଅଛି । କମ ଦିନ ମଧ୍ୟରେ କୋଟି କୋଟି ଟଙ୍କାର ମାଲିକାଣୀ ସାଜିଥିଲେ ଅର୍ଚ୍ଚନା । ତେବେ ଅର୍ଚ୍ଚନା ଙ୍କୁ ବର୍ତ୍ତମାନ ଗିରଫ କରିଛି ପୋଲିସ ଏହା ସହିତ ବର୍ତ୍ତମାନ ଜେରା ମଧ୍ୟ କରୁଛି ପୋଲିସ । ଅର୍ଚ୍ଚନା ଙ୍କ ରାତାରାତି କୋଟିପତି ହେବାର ରହସ୍ୟ ସମ୍ବନ୍ଧରେ ପଚରା ଉଚରା କରିଛି ପୋଲିସ । ତେବେ ଭୁବନେଶ୍ବର ରେ ରହି ଏଭଳି କାଣ୍ଡ ରଚୁଥିଲେ ଅର୍ଚ୍ଚନା ଏବଂ ତାଙ୍କ ସ୍ଵାମୀ ଜଗବନ୍ଧୁ ।

ମହିଳା ଜଣଙ୍କ ନିଜକୁ ଓକିଲ କହି କୋଟି କୋଟି ଟଙ୍କା ଏହିଭଳି ଭାବରେ ଝିଅ ମାନଙ୍କୁ ବଡ ବଡ ରଥୀ ମହାରଥୀ ଙ୍କ ନିକଟକୁ ପଠାଇ ସେମାନଙ୍କ ଠାରୁ ଆଦାୟ କରୁଥିଲେ । ତେବେ ସୁନ୍ଦରୀ ତରୁଣୀ ଜଣଙ୍କ ପ୍ରଥମେ ଫେସବୁକ ରେ ମଧ୍ୟ ଋକ୍ଵେଷ୍ଟ ପଠାଇ ବନ୍ଧୁତା ସ୍ଥାପନ କରୁଥିଲେ ଏହାପରେ ଧୀରେ ଧୀରେ ତାଙ୍କୁ କୌଣସି କାରଣରୁ ନିଜ ଘରକୁ ଡାକି ଘର ବୁଲାଇ କୌଣସି ଏକ ଗୁପ୍ତ କୋଠରୀରେ ତାଙ୍କ ସହିତ ଘନିଷ୍ଟ ହେଉଥିଲେ ।

ସେହି ଘରେ ଲାଗିଥାଏ ବହୁତ ଗୁଡିଏ ଗୁପ୍ତ କ୍ୟାମେରା ପରେ ସେହି ସବୁ ଦୃଶ୍ୟ ର ରେକରଡିଙ୍ଗ ଦେଖାଇ ମୋଟା ଆକାରର ଅଙ୍କ ସେମାନଙ୍କ ଠାରୁ ଆଦାୟ କରୁଥିଲେ । ବର୍ତ୍ତମାନ ଅର୍ଚ୍ଚନା ସମସ୍ତ କଥା ପୋଲିସ ଙ୍କୁ କହିଛନ୍ତି । ତେବେ ପୋଲିସ ତାଙ୍କ ଘରକୁ ବର୍ତ୍ତମାନ ସିଜ କରି ଖୋଳତାଡ ଆରମ୍ଭ କରିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *