ACF Soumya ଙ୍କ ମୃତ୍ୟୁ ମାମଲାରେ ମିଳିଲା ବଡ ପ୍ରମାଣ, ଧାରା ପଡିଲା ମାୟାବିନି ବିଦ୍ୟାର ଖେଳ, Subahasi Sarangi ଖୋଲିଲେ ସବୁ ଗୁମର, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଦୁଇ ମାସ ପାଖାପାଖି ସମୟ ହୋଇଗଲାଣି କିନ୍ତୁ ଏପର୍ଯ୍ୟନ୍ତ ଏସିଏଫଓ ସୌମ୍ୟ ରଞ୍ଜନ ମହାପାତ୍ର ଙ୍କ ମୃତ୍ୟୁ ର ରହସ୍ୟ କୁ ପୋଲିସ ଜାଣି ପାରୁ ନାହିଁ । କିମ୍ବା କୌଣସି ଅ-ପ-ରା-ଧୀ କୁ ମଧ୍ୟ ଧରି ପାରୁନାହିଁ । ତେବେ ଏତେ ଦିନ ପୋଲିସ କଣ ତ-ଦ-ନ୍ତ କରୁଛି ତାହା କେହି ଜାଣି ନାହାଁନ୍ତି ଏହା ଛଡା ପୋଲିସ ସ-ନ୍ଦେ-ହ ରେ ଥିବା ଅ-ପ-ରା-ଧୀ ମାନଂକୁ ସଠିକ ଭାବରେ ଜେରା କଣ ପାଇଁ କରୁ ନାହିଁ ବୋଲି ମଧ୍ୟ ବଡ଼ ପ୍ରଶ୍ନ ରହିଛି ।

ତେବେ ଏସିଏଫଓ ସୌମ୍ୟ ରଞ୍ଜନ ନିଜ କ୍ବାଟର ରେ ନିଆଁ ଲାଗି ଯିବାରୁ ପୋ-ଡି ହୋଇ ମୃ-ତ୍ୟୁ ବରଣ କରିଥିଲେ । ତେବେ ଏହି ଦୁନିଆକୁ କିଏ ଲଗେଇଥିଲା କିମ୍ବା ଏହା କିପରି ଲାଗିଥିଲା ତାହା ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ଜାଣି ପାରି ନାହିଁ କିମ୍ବା ଜାଣିକି ବି ଅଜଣା ହେଉଛି । ତେବେ ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଠୁଛି ଏହା ସହ ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ ରେ ଏକ ଲାଇଭ ଭି-ଡି-ଓ ରେ ଶୁଭାଶିଷ ଷଡ଼ଙ୍ଗୀ ଏହି ପ୍ରଶ୍ନ ପଚାରିବା ସହ କିଛି ଟା କଥା ମଧ୍ୟ କହିଥିଲେ ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ କଣ ଥିଲା ।

ତେବେ ଶୁଭାଶିଷ ଷଡ଼ଙ୍ଗୀ ନିଜ ସୋ-ସି-ଆ-ଲ ମି-ଡ଼ି-ଆ ଆକାଉଣ୍ଟ ରେ ଲାଇଭ ଆସି ପୋଲିସ କୁ ପ୍ରଥମେ କି ପ୍ରକାର ତ-ଦ-ନ୍ତ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ ତେବେ ଏତେ ସମୟ ଧରି କି ପ୍ରକାର ତଦନ୍ତ ଚାଲୁଛି ବୋଲି ସେ ପ୍ରଶ୍ନ କରିଥିଲେ । ଏହା ସହ ସେ କହିଥିଲେ କି ଯେତେବେଳେ ଜଣେ ଲୋକ ଟି ର ମୃ-ତ୍ୟୁ ହୋଇଯିବ ସେ ନିଶ୍ଚୟ ତଳେ ପଡିଥିବ ଏବଂ ଯେତେବେଳେ ତାଙ୍କୁ ଉଠାଇ ନିଆଯାଇ ଥିବ ସେତେବେଳେ ସେହି ସ୍ଥାନକୁ ସିଲ ଏବଂ ଚିହ୍ନଟ ମଧ୍ୟ କରାଯାଏ ।

ତେବେ କିନ୍ତୁ ଏପରି କିଛି ବି ହୋଇ ନଥିଲା । ଏ ପର୍ଯ୍ୟନ୍ତ ପୋଲିସ ମିଡ଼ିଆ କୁ କିମ୍ବା ସୌମ୍ୟ ଙ୍କ ଘର ଲୋକ ଙ୍କୁ କୌଣସି ପ୍ରକାରର ସୂଚନା ମଧ୍ୟ ଦେଇ ନାହାନ୍ତି ଏ ବିଷୟରେ ତେବେ କଣ ପାଇଁ ଏବଂ ଏହା ଛଡା କିଏ ସୌମ୍ୟ ଙ୍କୁ ଉଠାଇ ନେଇଥିଲା ମଧ୍ୟ ଜଣା ନାହିଁ ।

ତେବେ ହସ୍ପିଟାଲରେ ରେ କିଏ କିଏ ଥିଲେ ତାହା ମଧ୍ୟ ସ୍ପଷ୍ଟ ହେଉନାହିଁ ଏପର୍ଯ୍ୟନ୍ତ । ତେବେ ଘରେ ନିଆଁ ଲାଗିଲା ଏବଂ ସ୍ୱାମୀ ଜଳି ମ-ରି-ଗ-ଲେ କିନ୍ତୁ ସ୍ତ୍ରୀ ର କିଛି ବି ହୋଇ ନାହିଁ ଏହା କିପରି ସମ୍ଭବ । ତେବେ ପୋଲିସ ଏପର୍ଯ୍ୟନ୍ତ କରୁଛି କଣ ବୋଲି ବଡ଼ ପ୍ରଶ୍ନ ରହିଛି । ତେବେ ଶୁଭାଶିଷ ଷଡ଼ଙ୍ଗୀ ଏହା ପୂର୍ବରୁ ସମାଜ ସେବୀ ଆଦିତ୍ୟ ଙ୍କ ମୃ-ତ୍ୟୁ ରେ ମଧ୍ୟ ସେ ବିଦ୍ୟାଶ୍ରୀ ଙ୍କ ଉପରେ ମଧ୍ୟ ବହୁତ ପ୍ରଶ୍ନ କରିଥିଲେ ।

Leave a Reply

Your email address will not be published. Required fields are marked *