ପାଟଶାଣୀ ତୁ ମଲାକୁ ହେଲୁଣି, ନବୀନବାବୁ ତମେ ତ ବାହା ହେଇନ କି ପିଲାନାହିଁ, କାହିଁକି ଏମିତି ହଉଛ, ମିଡିଆ ଆଗରେ ଏମିତି କାହିଁକି କହିଲେ ସୁର ଭାଇ (Sura Routray), ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ବର୍ତ୍ତମାନ ଚର୍ଚ୍ଚାରେ ରହିଥିବା ମାନସ ଦାସ ଙ୍କ ବିଷୟରେ ଜାଣିଥିବେ ତେବେ ସେ ଆଦିବାସୀ ମାନଙ୍କ ଉପରେ ଏତେ ଅ-ତ୍ୟା-ଚା-ର କରୁଛନ୍ତି ସେହି ବିଷୟରେ ବର୍ତ୍ତମାନ ଖୁବ ଆଲୋଚନା ଚାଲିଛି। ତେବେ ଅନେକ ଲୋକ ତାଙ୍କ ବି-ରୁ-ଦ୍ଧ-ରେ ଅ-ତ୍ୟା-ଚା-ର ଏବଂ ମା-ର- ପି-ଟ ର ଅ-ଭି-ଯୋ-ଗ ମଧ୍ୟ ଆଣିଛନ୍ତି। ତେବେ ଏହି ମାନସ ଦାସ ଜଣେ ଓକିଲ ଏବଂ ବିଜେଡି କର୍ମୀମଧ୍ୟ। କିନ୍ତୁ ନିଜକୁ ଗୁରୁଜୀ ଭାବରେ କହି ଲୋକ ମାନଂକୁ ଠ-କି ବାରେ ଲାଗିଛନ୍ତି।

ତେବେ ଏହି ଠ-କା-ମି ରେ କେବଳ ସାଧାରଣ ଲୋକ ନୁହେଁ ବରଂ ବଡ଼ ବଡ଼ ନେତା ଅଭିନେତା ଏବଂ ବଡ଼ ବଡ଼ ନାମ ଥିବା ଲୋକମାନେ ମଧ୍ୟ ଏହି ମାନସ ଦାସ ଙ୍କ ପାଖକୁ ତାଙ୍କ ଆଶୀର୍ବାଦ ପାଇଁ ଯାଉଛନ୍ତି। ତେବେ ବର୍ତ୍ତମାନ ଗୋଟିଏ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି ଯେଉଁଥିରେ ବିଜେଡି ର ବରିଷ୍ଠ ନେତା ପ୍ରସନ୍ନ ପାଟଶାଣୀ ଯାଇଁ ମାନସ ଦାସ ଙ୍କ ପାଖକୁ ଯାଇ ତାଙ୍କ ଗୋଡ଼ତଳେ ପଡି ତାଙ୍କର ଆଶୀର୍ବାଦ ନେଉଛନ୍ତି।

ତେବେ ଏହି ଭିଡିଓ ପରେ ପାଟଶାଣୀ ଙ୍କ ଉପରେ ବହୁତ ପ୍ରଶ୍ନ ମଧ୍ୟ ଉଠିଛି। ତେବେ ଏହି ସଂପର୍କ ରେ କଂଗ୍ରେସ ର ବରିଷ୍ଠ ନେତା ସୁର ରାଉତ ମଧ୍ୟ ମିଡ଼ିଆ ଆଗରେ ନିଜର ମନ୍ତବ୍ୟ ରଖିଛନ୍ତି। ତେବେ ସେ ପାଟଶାଣୀ ଙ୍କୁ ପ୍ରଶ୍ନ କରୁଛନ୍ତି କି ତୁମେ ଏତେ ବଡ଼ ଅଛ ଠିକ ରେ ଚାଲି ମଧ୍ୟ ପାରୁନ କିନ୍ତୁ ସେ ଭଣ୍ଡ ମାନସ ଦାସ ର ଆଶୀର୍ବାଦ ନେବାକୁ କିପରି ଚାଲି ଯାଉଛ। ଏହାସ ସହ ସେ ପ୍ରଶାନ୍ତ ନନ୍ଦ ଙ୍କ ନାମ ବି ଉଠାଇ ଥିଲେ।

ତେବେ ସୁର ରାଉତ ଶେଷ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି କି ଏଭଳି ଅନ୍ୟାୟ ସେ କିପରି ହେବାକୁ ଦେଉଛନ୍ତି। ମାନସ ଦାସ ଯିଏ କି ଜଣେ ଅ-ପ-ରା-ଧୀ ଜଣେ କ୍ରି-ମି-ନା-ଲ ତା ନାମ ରେ ଏତେ ଅ-ଭି-ଯୋ-ଗ ମଧ୍ୟ ରହିଛି  ଏବଂ ତାଙ୍କ ଦଳ ର ନେତାମାନେ କିପରି ଭାବରେ ଏହି ଗୁଣ୍ଡା ର ପାଦ ଧରୁ ଛନ୍ତି । ତେବେ ସୁର ରାଉତରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଉଁମାନେ ଦୁ-ର୍ନୀ-ତି କରୁଛନ୍ତି ସେମାନଙ୍କୁ ପଦବୀରୁ ହଟା ଯାଉ ବୋଲି ସେ ମିଡ଼ିଆ ଆଗରେ କହିଛନ୍ତି।

Leave a Reply

Your email address will not be published. Required fields are marked *