DFO ଙ୍କୁ ଅଡ଼ୁଆ ସାଜିଲେଣି ପାରଳା ବିଧାୟକ, ଚାଲିଲା ଘମାଘୋଟ ଲଢେଇ…ଚିନ୍ତାରେ ମୁଖ୍ୟମନ୍ତ୍ରୀ…ଏବେ କଣ ହେବ??? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ମୂଲ୍ୟବାନ ରକ୍ତ ଚନ୍ଦନ କାଠ ଚୋ-ରି ର ଖଳ ନାୟକ ହେଉଛନ୍ତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ତାଙ୍କ ମୁଣ୍ଡ ଉପରେ ହାତ ରଖିଥିବା ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ । ତେବେ ଏହା ସହିତ ତୃତୀୟ କେହି ଏହି ମାମଲାରେ ରହିଛନ୍ତି ବୋଲି ଅନୁମାନ କରାଯାଉଛି । ତେବେ ଏହି ଚନ୍ଦନ କାଠ ଚୋ-ରି ର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ବୋଲି ପାରଳାଖେମୁଣ୍ଡି ର ବିଧାୟକ କେ ନାରାୟଣ ରାୟ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖି ଦାବି କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଙ୍କୁ ଲେଖିଥିବା ଚିଠି ରେ ଶ୍ରୀ ରାଓ ଦର୍ଶାଇ ଛନ୍ତି ଯେ ଚନ୍ଦନ କାଠ ଚୋ-ରି ଭଳି ରାଜସ୍ବ ଲୁ-ଟ ସମ୍ବନ୍ଧ ଉଠାଇଥିବା ରୁ ତାଙ୍କ ଉପରେ ବିଜେଡି ଏବେ ପ୍ର-ତି-ହିଂ-ସା ପରାଣ ହୋଇ ଯାଇଛି । ବିଜେଡି ଏବେ ହିଂ-ସା-ତ୍ମ-କ ଆଚରଣ କରୁଛି ବୋଲି ଶ୍ରୀ ରାଓ ଦର୍ଶାଇ ଛନ୍ତି । ତେବେ ସେ ଏହା ମଧ୍ୟ କହିଛନ୍ତି କି ତାଙ୍କ ବି-ରୋ-ଧ-ରେ ବିଜେଡି ହେଉ ପଛେ କିନ୍ତୁ ତାଙ୍କ ଜିଲ୍ଲା ଗଜପତି ର ରକ୍ତ ଚନ୍ଦନ କାଠ ସୁରକ୍ଷିତ ରହୁ ବୋଲି ସେ ଦାବି କରିଛନ୍ତି ।

ତେବେ ସେ ଗଜପତି ଏସିଏଫଓ ସୌମ୍ୟ ରଞ୍ଜନ ଙ୍କ ରହସ୍ୟ ଜନକ ମୃ-ତ୍ୟୁ ରାଜ୍ୟ ରେ ବହୁ ଚର୍ଚ୍ଚିତ ପ୍ରସଙ୍ଗ । ଡିଏଫଓ ସଂଗ୍ରାମ କେଶରୀ ଙ୍କ ର ଏହି ସମ୍ବନ୍ଧରେ କଣ ସମ୍ପର୍କ ଥିବ ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ହିଁ ଥିବ । ସୌମ୍ୟ ରଞ୍ଜନ ଙ୍କ ମୃ-ତ୍ୟୁ ରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଡିଏଫଓ ସଂଗ୍ରାମ କେଶରୀ ଙ୍କ ପ୍ରତ୍ୟକ୍ଷ ସହଯୋଗି ରେ ବହୁ ମୂଲ୍ୟବାନ ରକ୍ତ ଚନ୍ଦନ ଜଂଗଲ କୁ କା-ଟି କୋଟି କୋଟି ଟଙ୍କା ଆ-ତ୍ମ-ସା-ତ କରି ଦେଇଛନ୍ତି ।

ତେବେ ସେ ଏହି ପ୍ରସଙ୍ଗ ଉଠାଇବା ଯୋଗୁଁ ବିଜେଡି ତାଙ୍କ ଉପରେ ପ୍ର-ତି-ହିଂ-ସା ଆଚରଣ କରୁଛି ଏବଂ ତାଙ୍କୁ ସହଯୋଗ କରିବା ସହ ତାଙ୍କ ଉପରେ ଲଘୁ ଖଣିଜ ଦ୍ରବ୍ୟ ଲୁ-ଟ ର ଅ-ଭି-ଯୋ-ଗ ବିଜେଡି ଆଣିଛନ୍ତି । ତେବେ ଲଘୁ ଖଣିଜ ଦ୍ରବ୍ୟ ଲୁ-ଟ ଉପରେ ରାଜ୍ୟ ର ଆଇନ ବହୁତ କଡା ଉପଯୁକ୍ତ ତ-ଦ-ନ୍ତ କରାଯାଉ । ତ-ଦ-ନ୍ତ ର ସାମ୍ନା କରିବାକୁ ସେ ମଧ୍ୟ ପ୍ରସ୍ତୁତ ଅଛନ୍ତି ଏବଂ ତାଙ୍କ ନାମ ରେ ମାମଲା ଦାୟର କରାଯାଉ ଏବଂ ସୌମ୍ୟରଂଜନ ମହାପାତ୍ର ଙ୍କ ହ-ତ୍ୟା ମାମଲା ର ମୁଖ୍ୟ ଅଭିଯୁକ୍ତ ସଂଗ୍ରାମ କେଶରୀ ଙ୍କୁ ଗୃହ ଓ ଜଂଗଲ ବିଭାଗ ଅତ୍ୟଧିକ ବେଆଇନ ଭାବରେ ସୁରକ୍ଷା ପ୍ରଦାନ କରୁଛି ।

ଏହା ଗଜପତି ଜିଲ୍ଲାର ଚନ୍ଦନ କାଠ ର ତ-ସ-କ-ରି ସହ ତାଙ୍କୁ ଆହୁରି ବ୍ୟଥିତ କରିଛି । ମୂଲ୍ୟବାନ ଚନ୍ଦନ କାଠ ର କ-ଟା ହେବାର ଦୃଶ୍ୟ ମଧ୍ୟ ଗଣମାଧ୍ୟମ ରେ ବାରମ୍ବାର ପ୍ରସାରିତ ହେଉଛି । ସାମାଜିକ ଗଣ ମାଧ୍ୟମ ରେ ଭା-ଇ-ରା-ଲ ହେବାରେ ମଧ୍ୟ ଲାଗୁଛି । ସ୍ଥାନୀୟ ଜଂଗଲ ବାସିନ୍ଦା ମଧ୍ୟ ଏହି ବିଷୟ ଉପରେ ସାକ୍ଷାତକାର ଦେଇଛନ୍ତି । ଚନ୍ଦନ କାଠ ଚୋ-ରି ର ଖଳ ନାୟକ ହେଉଛନ୍ତି ଡିଏଫଓ ସଂଗ୍ରାମ କେଶରୀ ଏବଂ ଜଂଗଲ ମନ୍ତ୍ରୀ । ତେଣୁ ଏହି ସବୁ ମାମଲା କୁ ନେଇ ଲଘୁ ଖଣିଜ ଦ୍ରବ୍ୟ ତଦନ୍ତ ସହ ଏହି ମାମଲାରେ ଆଉ କିଏ କିଏ ଅଛନ୍ତି ତାହା ମଧ୍ୟ ତଦନ୍ତ କରାଯାଉ ।

Leave a Reply

Your email address will not be published. Required fields are marked *