ଧନ ପ୍ରାପ୍ତି ପାଇଁ ପର୍ସରେ ଏହି ଲାଲ ରଙ୍ଗର ଜିନିଷକୁ ରଖିନ୍ତୁ, କେବେ ବି ହେବ ନାହିଁ ଧନର ଅଭାବ, ହେଇଯିବେ କୋଟିପତି

ବର୍ତ୍ତମାନ ସମୟରେ ସମସ୍ତେ ଧନବାନ ହେବାକୁ ଚାହୁଁଛନ୍ତି । କିନ୍ତୁ କୌଣସି ବି ବ୍ୟକ୍ତି ଭାଗ୍ୟର ଦମରେ ହିଁ ଧନୀ ହୋଇ ପାରିବ । କିନ୍ତୁ ବେଳେ ବେଳେ ପରିଶ୍ରମ କରିବା ସତ୍ତ୍ୱେ ବି ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେଇ ନ ଥାଏ ଓ ଆପଣଙ୍କୁ ଆପଣଙ୍କ ପ୍ରାପ୍ୟର ଟଙ୍କା ମିଳି ନ ଥାଏ । ଏମିତିରେ ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି ଓ କେତେକ ଉପାୟ ବି କରନ୍ତି । କିନ୍ତୁ ଧନ ପ୍ରାପ୍ତି ପାଇଁ ଆପଣଙ୍କୁ ସଠିକ ଉପାୟ ଓ ସଠିକ ସମୟ ବିଷୟରେ ଜଣା ଥିବା ଦରକାର ।

ଧାର୍ମିକ ଶାସ୍ତ୍ରରେ ଏମିତି ବହୁତ କଥା କୁହାଯାଇଛି ଯାହାକୁ କରିବା ପରେ ଆପଣ ନିଜର ଆର୍ଥିକ ସ୍ଥିତିକୁ ଭଲ କରି ପାରିବେ । ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ଉପାୟ ବିଷୟରେ କହିବକୁ ଯାଉଛୁ । ଯାହା ବହୁତ ହିଁ ଲାଭବାନ ଅଟେ । ଯାହାକୁ କରିବା ପରେ ଆପଣଙ୍କୁ ଲାଭ ନିଶ୍ଚିତ ମିଳିବ । ଏହି ଉପାୟ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସବୁଠୁ ଭଲ ଉପାୟ ଅଟେ । କିନ୍ତୁ ଏହି ଉପାୟକୁ ବହୁତ ଧ୍ୟାନର ସହ କରିବେ ।

Image Courtesy: Google

ଏହି ଉପାୟରେ ଯଦି ଆପଣ ସଠିକ ନିୟମକୁ ନ ମାନି କରିବେ ତେବେ ଏହା ଆପଣଙ୍କୁ କୌଣସି ପ୍ରକାରର ଫଳ ଦେବ ନାହିଁ । ତେବେ ଚାଳନ୍ତୁ ଜାଣିବା ଏହି ଉପାୟ ବିଷୟରେ ଓ ଆପଣ ଏହାକୁ କେଉଁଭଳି ଭାବରେ କରିବେ । ଶାସ୍ତ୍ରରେ ନାଲି ରଙ୍ଗକୁ ବହୁତ ହିଁ ଶୁଭ ବୋଲି କୁହାଯାଇଛି । ଏହି ଉପାୟକୁ କରିବା ପାଇଁ ବି ଆପଣଙ୍କୁ ନାଲି ରଙ୍ଗର ଏକ କାଗଜ ନେବାର ଅଛି । ଯାହା ଉପରେ କିଛି ବି ଲେଖା ହୋଇ ନ ଥିବ ।

Image Courtesy: Google

ବର୍ତ୍ତମାନ ଏହି ନାଲି ରଙ୍ଗର କାଗଜ ଉପରେ ଆପଣଙ୍କୁ ନିଜ ମନର ଇଚ୍ଛାକୁ ଲେଖି ତାକୁ ନାଲି ରଙ୍ଗର ସୂତାରେ ବାନ୍ଧି ସେହିଠାରେ ରଖି ଦିଅନ୍ତୁ ଯେଉଁଠି ଆପଣ ନିଜର ଟଙ୍କା ରଖୁଛନ୍ତି । ଆପଣ ଏହି କାଗଜକୁ ନିଜ ପର୍ସରେ ବି ରଖି ପାରିବେ । ଏହି ଉପାୟକୁ କରିବା ସମୟରେ ଗୋଟିଏ କଥା ପ୍ରତି ଧ୍ୟାନ ରଖନ୍ତୁ କି ଏହି ଉପାୟକୁ କଲାବେଳେ ଆପଣ କୌଣସି ପ୍ରକାରର କଥାବାର୍ତ୍ତା ହେବେ ନାହିଁ ।

ଏହିଭଳି କରିବା ଦ୍ଵାରା ଆପଣଙ୍କ ଇଚ୍ଛା ଜଲ୍ଦି ପୁରା ହୋଇଯିବ ଓ ଏହା ସହିତ ଆପଣଙ୍କୁ ଧନର ଅସୁବିଧା ହେବ ନାହିଁ । ଏହା ବହୁତ ହିଁ ସରଳ ଉପାୟ ଅଟେ । ଯାହା ଆପଣଙ୍କୁ ଆପଣଙ୍କ ଇଚ୍ଛା ପୁରା କରିବାରେ ସାହାର୍ଯ୍ୟ କରିବ ।

Leave a Reply

Your email address will not be published. Required fields are marked *