ରାଶିଫଳ 1 ଏପ୍ରିଲ 2020, ଗଣେଶଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ଗ୍ରହଙ୍କ ଚଳନରୁ ଚମକିବ ଭାଗ୍ୟ

ଆଜି ବୁଧବାର ୧ ଏପ୍ରିଲ ୨୦୨୦ ଆପଣଙ୍କ ପାଇଁ କେମିତି ରହିବ ? ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆସିପାରେ ? ଆପଣଙ୍କ ଏହି ସମସ୍ତ ପ୍ରଶ୍ନର ଜବାବ ଆଜି ଆମେ ଆପଣଙ୍କୁ ଏହି ରାଶିଫଳ ମାଧ୍ୟମରେ ଦେବୁ, ତେବେ ଜାଣିବା ପାଇଁ ପଢନ୍ତୁ ଆମର ଆଜିର ଏହି ରାଶିଫଳ।

ମେଷ

ଆଜି ଯାତ୍ରା କରିବା ଆପଣଙ୍କ ପାଇଁ ଲାଭଦାୟକ ରହିବ । ଧାର୍ମିକ ପୁସ୍ତକକୁ ଅଧ୍ୟୟନରେ ଆପଣଙ୍କ ରୁଚି ବଢିବ । ଆପଣ ଯେ କୌଣସି ବି କାମ କରିବେ ସେଥିରେ ଆପଣଙ୍କୁ ସଫଳତା ହିଁ ସଫଳତା ମିଳିବ । ଆପଣଙ୍କ ମନୋରଞ୍ଜନ, ଗହଣା ଇତ୍ୟାଦିରେ ଟଙ୍କା ଖର୍ଚ ହୋଇପାରେ । ଯଦି ବିଜନେସର କଥାବାର୍ତ୍ତା କରିବେ ତ ଆଜି ଆପଣଙ୍କୁ ଅଧିକ ଲାଭ ମିଳିବାର ଅଛି । ନ ବୁଝିସୁଝି କେଉଁଠି ବି ଅଧିକ ଟଙ୍କା ଖର୍ଚ କରନ୍ତୁ ନାହିଁ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପ୍ରାପ୍ତ ହେବ ।

ବୃଷ

ଆଜି କୌଣସି ଖାସ ମିତ୍ରର ସାହାର୍ଯ୍ୟ ଦ୍ଵାରା ଆପଣ ନିଜ ପ୍ରେମକୁ ପାଇବାରେ ସଫଳ ହେବେ । ଧନ ସହ ଜଡିତ କୌଣସି ବି କାଗଜପତ୍ର ଉପରେ ହସ୍ତାକ୍ଷର କରିବା ପୂର୍ବରୁ ଭଲ ଭାବରେ ପଢି ନିଅନ୍ତୁ । ଆପଣଙ୍କୁ ନିଜ ଜୀବନରେ ଆଗକୁ ବଢିବାର ଚାନ୍ସ ବହୁତ ଅଧିକ ମିଳିବ । ପାରିବାରରେ ସୁଖ ରଖିବା ପାଇଁ ବି ଆପଣଙ୍କ ଯୋଗଦାନ ଦରକାର । ଆପଣଙ୍କ ମାନ ସମ୍ମାନ ବି ବଢିବ ।

ମିଥୁନ

ଆଜି ପୁରୁଣା ବନ୍ଧୁଙ୍କ ସହିତ ଆନନ୍ଦମୟ ସମୟ ବିତାଇବେ । ବହୁତ ସମୟ ହେବ ଚାଲୁଥିବା ସମସ୍ୟା ଦୂର ହେବ । ନିଜର ବିଜନେସ ପାର୍ଟନର ଉପରେ ଆଖି ବନ୍ଦ କରି ବିଶ୍ଵାସ କରିବା ଭୁଲ କରନ୍ତୁ ନାହିଁ । ନିଜର ଜୀବନରେ ବହୁତ ଜଲ୍ଦି ଆପଣ ଉନ୍ନତି କରିବେ । ଆପଣ ସମସ୍ତ ଅବସରର ଲାଭ ଉଠାଇ ପାରିବେ । କୌଣସି ନୂଆ ସମ୍ପତ୍ତି କ୍ରୟ କରିବାର ବିଚାର ବି ମନରେ ଆସିପାରେ ।

କର୍କଟ

ଆଜି ଘର ପରିବାରରେ ଶାନ୍ତି ରହିବ । କୌଣସି ପୁରୁଣା ମିତ୍ରଙ୍କ ସହିତ ସାକ୍ଷାତ ହୋଇପାରେ । ପ୍ରୋଫେଶନାଲ ଲାଇଫ ଭଲ ରହିବ । ଆଜି ଆପଣଙ୍କ ମାନ ପ୍ରତିଷ୍ଠାରେ ବୁଦ୍ଧି ହେବ । ଲାଭର ଅବସର ମିଳିବ । ବଡ ବିବାଦରେ ଫସି ପାରନ୍ତି । ପ୍ରେମ ମାମଲାରେ ଆପଣ ବହୁତ ହିଁ ଭାଗ୍ୟଶାଳୀ ରହିବେ । କିନ୍ତୁ ଆପଣ ଆଜି ନିଜର ଶତ୍ରୁଠାରୁ ସାବଧାନ ରୁହନ୍ତୁ । ସମସ୍ତ ପରିସ୍ଥିତିକୁ ସମ୍ଭାଳି ରଖିବାକୁ ପ୍ରୟାସ କରନ୍ତୁ ।

ସିଂହ

ଆଜି ପିତାଙ୍କ ଠାରୁ ଲାଭ ମିଳିବାର ଯୋଗ ଅଛି । କୌଣସି ନୂଆ କାର୍ଯ୍ୟ ଆଜି ଆପଣ ଆରମ୍ଭ କରି ପାରନ୍ତି । ଯଦି ଆପଣ ନିଜର ଜିନିଷର ଧ୍ୟାନ ରଖିବେ ନାହିଁ ତେବେ ତାଙ୍କୁ ହରାଇ ପାରାନ୍ତି । ଆପଣଙ୍କ ମନୋକାମନା ନିଶ୍ଚିତ ପୁରା ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ଚାଷ କାମରେ ଆପଣଙ୍କୁ ଭଲ ଲାଭ ମିଳିପାରେ ।

କନ୍ୟା

ଆଜି ନୂଆ ଆର୍ଥିକ ଯୋଜନା ଆପଣଙ୍କ ସାମ୍ନାକୁ ଆସିବ । ଦୂରରେ ରହୁଥିବା କୌଣସି ସମ୍ପର୍କୀୟଙ୍କ ଠାରୁ ଉପହାର ମିଳିପାରେ । ଆଜି ଆପଣ ସମସ୍ତ କ୍ଷେତ୍ରରେ ଲାଭ ପ୍ରାପ୍ତି କରିବେ । ଆପଣ ପ୍ରଗତିର ରାସ୍ତାରେ ଅଗ୍ରସର ହେବେ । ଏହି ସମୟରେ ଆପଣଙ୍କୁ ବ୍ୟାପାରରେ ସଫଳତା ମିଳିବ । ପ୍ରତ୍ୟକ ବିଷୟରେ ସାବଧାନ ପୂର୍ବକ ବ୍ୟବହାର କରିବାକୁ ପଡିବ । ପାରିବାରିକ ସଦସ୍ୟଙ୍କ ସହିତ ବାଦ ବିବାଦ କରନ୍ତୁ ନାହିଁ । କାମକାର୍ଯ୍ୟ ପ୍ରତି ଆପଣଙ୍କ ଇଚ୍ଛା ବଢିବ ।

ତୁଳା

ଆଜି ଆପଣ ଅଧିକ ସମୟ ଧାର୍ମିକ କାର୍ଯ୍ୟରେ ବ୍ୟତୀତ କରିବେ । ନୂଆ ଯୋଜନା ଉପରେ ଆଜି କାର୍ଯ୍ୟ ଆରମ୍ଭ କରିବେ । ମାନସିକ ସମସ୍ୟାକୁ ନିଜ ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ । ଯେଉଁ ସରକାରୀ କାର୍ଯ୍ୟ ବନ୍ଦ ହୋଇ ପଡିଥିଲା ତାହା ପୂର୍ଣ ହୋଇଯିବ । କାହା ସହିତ ବିବାଦ ଅଛି ଯଦି ତାହା ଶେଷ ହୋଇଯିବ । ଟଙ୍କାର ଏକ ବଡ ଅଫର ଆପଣଙ୍କୁ ମିଳିପାରେ । କଥାବାର୍ତ୍ତା କରିବା ଦ୍ଵାରା ଆପଣଙ୍କ ସମସ୍ତ କାମ ପୁରା ହୋଇଯିବ । ପରିବାରରେ ଖୁସି ଭରିଯିବ । ଆର୍ଥିକ ସ୍ଥିତି ମଜବୁତ ରହିବ ।

ବିଚ୍ଛା

ପୁରୁଣା ମାମଲାକୁ ସମାଧାନ କରିବା ପାଇଁ ଆଜିର ଦିନ ଶୁଭ ଅଟେ । ଦାନ ପୂଣ୍ୟ କାମ କରିବା ଦ୍ଵାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ । ବନ୍ଧୁ କିମ୍ବା ପ୍ରେମୀଙ୍କ ସହ ସମ୍ବନ୍ଧ ସୁଧାରିବା ପାଇଁ ଚେଷ୍ଟା କରନ୍ତୁ । ବ୍ୟାପାର ଠାରୁ ଆମଦାନୀ ଭଲ ହେବ । କାରୋବାର ବିସ୍ତାର ହେବ । କିଛି ସମୟରୁ ଯେଉଁ କ୍ଷତି ସହୁଛନ୍ତି ତାହାକୁ ପୂର୍ଣ କରି ପାରିବେ । ଆପଣଙ୍କ ସମସ୍ତ କାର୍ଯ୍ୟରେ ପ୍ରଗତି ଆସିବ । ଆଜିର ଦିନ ଦାମ୍ପତ୍ୟ ଜୀବନ ପାଇଁ ଅଳ୍ପ ଭିନ୍ନ ରହିପାରେ । ଅଧିକାରୀଙ୍କ ସାହାର୍ଯ୍ୟରେ ନିଜର କାମକୁ ପୁରା କରିବାରେ ସଫଳ ରହିବେ ।

ଧନୁ

ଆଜି ପ୍ରେମୀଙ୍କ ସହିତ ଭଲ ସମୟ ବିତାଇବେ । ବିଜନେସ ପାର୍ଟନର ସହିତ କଥାବାର୍ତ୍ତା କରିବେ । ଅର୍ଥ ମାମଲାରେ ସବୁବେଳେ ଦୁଇ ଥର ଚିନ୍ତା କରନ୍ତୁ । ଆଜି ନୂଆ ବାହନ କ୍ରୟ କରିବାବର ମନ ହୋଇପାରେ । ବ୍ୟସ୍ତ ଦିନଚର୍ଯ୍ୟା ରହିବା ସତ୍ବେ ବି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ସତର ସାଥ ଦିଅନ୍ତୁ ମିଥ୍ୟା ଠାରୁ ଦୂରେଇ ରୁହନ୍ତୁ । ମାଙ୍କ ସ୍ୱାସ୍ଥ୍ୟରେ ବନ୍ନତି ଆସିପାରେ । ଆପଣଙ୍କ ପରିବାରରେ ଆନନ୍ଦର ବାତାବରଣ ରହିବ । କେତେକ ସ୍ରୋତରୁ ଆପଣଙ୍କ ପାଖରେ ଧନ ଆସିବ ।

ମକର

ଆଜି ଆପଣଙ୍କ ଜୀବନରେ ନୂଆ ଲୋକମାନଙ୍କ ଆଗମନ ହୋଇପାରେ, ଯାହା ଦ୍ଵାରା ଆପଣଙ୍କୁ ଲାଭ ମିଳିବ । ଅଫିସରେ କାମ କରୁଥିବା ସାଥି ଆପଣଙ୍କ ସାହାର୍ଯ୍ୟ କରିବେ । କିଛି ନୂଆ ବି ଶିଖିବାକୁ ପଡିପାରେ । ପୁରୁଣା ସମୟରେ କରାଯାଇଥିବା ନିବେଶ ଏହି ସମୟରେ ଆପଣଙ୍କୁ ଲାଭ ଦେବ । ଆପଣଙ୍କ ଭିତରେ ନୂତନ ଊର୍ଜା ସଂଚାର ହେବ । ନିଜର ଜୀବନସାଥିନାକ ପ୍ରେମ ପାଇବା ପାଇଁ ପରିବାରର ସଦସ୍ୟଙ୍କ ସାହାର୍ଯ୍ୟ ନେବାକୁ ପଡିପାରେ ।

କୁମ୍ଭ

ଆଜି ଧର୍ଯ୍ୟ ରଖନ୍ତୁ । ନୂଆ ପ୍ରେମ ପ୍ରସଙ୍ଗ ବି ଆରମ୍ଭ ହୋଇପାରେ । ଆର୍ଥିକ ଯୋଜନାକୁ ପୁଣିଥରେ ଯାଞ୍ଚ କରନ୍ତୁ । ଆଜି ଆପଣ ଦ୍ଵିତୀୟ ବ୍ୟକ୍ତିଙ୍କ ସହିତ ସାଥ ଦେବେ । ଦିନ ଅଶାନ୍ତି ପୂର୍ଣ ବ୍ୟତୀତ କରିବେ । ବାଣୀ ଉପରେ ତଥା କ୍ରୋଧ ଉପରେ ସଂଯମତା ରଖନ୍ତୁ । ଅଧିକ ଖର୍ଚ ହେବାର ସମ୍ଭାବନା ଅଛି । ଆଧିକ କାର୍ଯ୍ୟ ପ୍ରାପ୍ତ ହେବ । ଆପଣଙ୍କ ବ୍ୟବସାୟ ଭଲ ହେବ ।

ମୀନ

ଆଜି ଆଳସ୍ୟ ଓ କ୍ଳାନ୍ତ କାରଣରୁ କିଛି କାମ ଅଧୁରା ରହିପାରେ । କାମ ଉପରେ ସତର୍କ ରୁହନ୍ତୁ । ଆପଣ କାହାକୁ ଖୁସି କରି ପାରନ୍ତି । କ୍ୟାରିୟରରେ କିଛି ଭଲ ଚାନ୍ସ ମିଳିପାରେ । ଆପଣଙ୍କୁ ଉପହାର କିମ୍ବା ଖାସ ଓ ଦାମୀ ଜିନିଷ ପ୍ରାପ୍ତି ହେବ । ଏହା ସହିତ ଯେଉଁ ଲୋକମାନେ ଚାକିରି କରୁଛନ୍ତି, ତାଙ୍କର ଉନ୍ନତି ହେବାର ବହୁତ ଯୋଗ ଅଛି । ଜୀବନରେ ପ୍ରଗତି କରିବେ ।

Leave a Reply

Your email address will not be published. Required fields are marked *