‘ଧନ ତମେ ଫେରି ଆସ’ ଚାଲିଗଲେ Arindam, ବାହୁନି କାନ୍ଦୁଛି ସ୍ତ୍ରୀ, Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି  

ବନ୍ଧୁଗଣ ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କର ଶ-ବ ସ-ତ୍କା-ର ଶେଷ ହୋଇ ସାରିଛି ହେଲେ ସାରା ଓଡିଶାରେ ଶୋ-କ-ର ଛାୟା ଖେଳି ହୋଇ ରହିଛି । ଅରିନ୍ଦମ ଥିଲେ ବାପା ମାଙ୍କର ଗୋଟେ ପୁଅ । ସେ ବିବାହ ମଧ୍ୟ କରିଥିଲେ ଓ ତାଙ୍କର ଏକ କୁନି ପୁଅଟେ ଅଛି । ଅରିନ୍ଦମ ଯିବା ପରେ ତାଙ୍କ ସଂସାର ଭାସି ଯାଇଛି । ସୋ-ସି-ଆ-ଲ ମି-ଡି-ଆରେ ଅରିନ୍ଦମଙ୍କ ଅନେକ ଫଟୋ ଓ ଭିଡିଓ ଚର୍ଚାର ବିଷୟ ପାଲଟିଛି ।

ଗତ କିଛି ସମୟ ହେବ ଅରିନ୍ଦମଙ୍କ ସହ ଜଡିତ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଏହି ଭିଡିଓଟି ବିଷୟରେ ଜାଣିଲେ ଆପଣ ମାନଙ୍କ ଆଖିରୁ ମଧ୍ୟ ଲୁହ ଝରି ଯିବ । ଭାଇରାଲ ହେଉଥିବା ଭିଡିଓଟି ଗତ କିଛି ଘଣ୍ଟାର । ଭିଡିଓଟି ହେଉଛି ଅରିନ୍ଦମଙ୍କ ଶ-ବ ଘରକୁ ଅଣା ଯାଇଥିବା ସମୟର । ସେହି ସମୟରେ ତାଙ୍କ ପରିବାର ସାହି ପଡିଶା ଆଦି ସମସ୍ତ ଲୋକଙ୍କ ଆଖିରେ ଲୁହ ଝରୁଥିଲା । ଭିଡିଓରେ ତାଙ୍କ ପତ୍ନୀ ଅରିନ୍ଦମଙ୍କ ଛାତି ଉପରେ ମୁଣ୍ଡ ରଖି ବହୁତ କାନ୍ଦି ଥିଲେ ।

ଅରିନ୍ଦମଙ୍କ ପତ୍ନୀ କାନ୍ଦି କାନ୍ଦି କହୁଥିଲେ ” ଧନ ତମେ ଫେରି ଆସ ‘ । ଅରିନ୍ଦମଙ୍କ ଏପରି ଅ-କା-ଳ ବି-ୟୋ-ଗକୁ କେହି ଲୋକ ଗ୍ରହଣ କରୁ ନାହାନ୍ତି । ବହୁତ କମ ବର୍ଷ ବୟସରେ ଏକ ଦୁ-ର୍ଘ-ଟ-ଣା ଯୋଗୁଁ ସେ ନିଜ ପ୍ରା-ଣ ହରାଇଲେ । ଅରିନ୍ଦମ ଓଟିଭିର ଚିଫ ରିପୋର୍ଟର ଥିଲେ । ଖରା ବର୍ଷା ଶୀତରେ ସେ ନିଜ ଦାଇତ୍ଵ ପୂରଣ କରୁଥିଲେ । ଏପରିକି ବାତ୍ୟା, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟରେ ସେ ତାଙ୍କ ଜୀବନକୁ ବାଜିରେ ପକାଇ ନ୍ୟୁଜ ସଂଗ୍ରହ କରିବା ପାଇଁ ଯାଉଥିଲେ ।

ଏକ ଭଲ ସାମ୍ବାଦିକ ହେବା ସହ ସେ ଜଣେ ଭଲ ମଣିଷ ମଧ୍ୟ ଥିଲେ । ସେଥିପାଇଁ ଆଜି ଲୋକମାନେ ତାଙ୍କୁ ଝୁରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସାମ୍ବାଦିକ ଅରିନ୍ଦମ ଦାସ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *