‘ODRAF ର ଓଭର confidence ପାଇଁ ଆଜି ଏମିତି ଦୁର୍ଘଟଣା ହେଲା’, Arindam Das ଓ ଓଡ୍ରାଫ ଟୀମ ବିଷୟରେ କିଛି ଏମିତି କହିଲେ ସାମ୍ବାଦିକ ମନୋରଞ୍ଜନ ମିଶ୍ର, ଦେଖନ୍ତୁ VIdeo

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ବଡ଼ ଖବର ବିଷୟ ର୍ଡ ଜାଣିଥିବେ କି ଦୁଇ ଦିନ ତଳେ ମହାନଦୀ ମିଣ୍ଡୁଳି ରେ ଏକ ହାତୀ ଟି ଫ-ସି ଯାଇଥିଲା ଏବଂ ସେ କୁଳ କୁ ଆସି ପାରୁ ନଥିଲା । ତେବେ ତାକୁ ଉଧାର କରିବା ପାଇଁ ଓଡ୍ରାଫ ଟିମ ନିଜର ଏକ ବୋଟ କୁ ନେଇ ସେହି ପାଣି ଭିତରେ ପଶି ଥିଲା ଏବଂ ଓଡ୍ରାଫ ଟିମ ସହ ଓଟିଭି ର ପ୍ରତିନିଧି ସାମ୍ବାଦିକ ଅରିନ୍ଦମ ଦାସ ଏବଂ କ୍ୟାମେରା ମ୍ୟାନ ମଧ୍ୟ ଯାଇଥିଲେ ।

ତେବେ ମଝି ନଦୀ ରେ ବୋଟ ର ଷ୍ଟାର୍ଟ ବନ୍ଦ ହୋଇଯିବା କାରଣ ରୁ ବୋଟ ଟି ଖସି ଯାଇ ଏବଂ ଭଉଁରୀ ରେ ପଶି ଦୁ-ର୍ଘ-ଟ-ଣା ଘ-ଟେ-ଇ ଥିଲା । ତେବେ ଏହି ଦୁ-ର୍ଘ-ଟ-ଣା-ରେ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଙ୍କ ମୃ-ତ୍ୟୁ ହୋଇ ଯାଇଛି । ତେବେ ଅରିନ୍ଦମ ଙ୍କ ଅକାଳ ମୃ-ତ୍ୟୁ ଯୋଗୁଁ ଓଡ଼ିଆ ଗଣ ମାଧ୍ୟମରେ ଶୋ-କା-କୁ-ଳ ପରିବେଶ ହୋଇ ଯାଇଛି । ତେବେ ଏହା ମଧ୍ୟରେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର ଏହି ଘ-ଟ-ଣା ଉପରେ ନିଜର ମତ ରଖିଛନ୍ତି ।

ତେବେ ସେ କହିଛନ୍ତି କି ଅରିନ୍ଦମ ଜଣେ ସାହାସି ଏବଂ ନିର୍ଭୀକ ସାମ୍ବାଦିକ ଥିଲେ । ତାଙ୍କର ସାମ୍ବାଦିକତା ଙ୍କୁ ମୁଁ ଏବଂ ଆମ ଟିମ ବହୁତ ପ୍ରଶଂସା କରୁ ତେବେ ତାଙ୍କ ଭଳି ସ୍ପିରିଟ ହୁଏତ ଆଉ କାହା ଭିତରେ ନାହିଁ । ସେ ବର୍ଷା ତୋଫାନ ରେ ନିଜର ରିପୋର୍ଟିଂ କରିବା ଭୁଲନ୍ତି ନାହିଁ ସବୁବେଳେ ସେ ଆଗରେ ରୁହନ୍ତି । ତାଙ୍କ ସାମ୍ବାଦିକତା କୁ ଆମେ କେବେବି ଭୁଲି ପାରିବୁ ନାହିଁ । ତେବେ ଏହା ସବୁ ଭିତରେ ମୋ ମନରେ ଗୋଟିଏ ପ୍ରଶ୍ନ ଆସୁଛି କି ହାତୀ ଟି ଫ-ସି ଯାଇଥିଲା ତେବେ ତାକୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଟିମ ଗୋଟିଏ ବୋଟ କୁ ନେଇ କାଇଁ ଯାଇଥିଲା

ପାଣି ଭିତରେ କଣ ପାଇଁ ବୁଲୁଥିଲା ଯେତେବେଳେ ଓଡ୍ରାଫ ଟିମ ନିଜ ସହ କୌଣସି ଉଦ୍ଧାର କରିବା ପାଇଁ ଜିନିଷ ମଧ୍ୟ ନେଇ ନଥିଲା । ତେବେ ଏହା ହୁଏତ ବର୍ତ୍ତମାନ ସମସ୍ତଙ୍କ ମନରେ ଥିବା କି ସାହାସିକତା ର ସହିତ ଫୋଟୋ କିମ୍ବା ଭିଡିଓ କରି ନିଜର ଭିୟୁ ଏବଂ କମେଣ୍ଟ ବଢ଼ାଇବା ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ ରେ ଏହା ହିଁ ଚାଲୁଛି । ତେବେ ଏହା ନିଜକୁ ପ୍ରଦର୍ଶିତ କରିବାର ମୋହ ଯୋଗୁଁ ଏଭଳି ଦୁ-ର୍ଘ-ଟ-ଣା ଟି ଘଟି ଗଲା । ଏହା ସହିତ ସେ କହିଛନ୍ତି କି ରିପୋର୍ଟର ର ସେଠି କଣ ଆବଶ୍ୟକାତ ଥିଲା । ତେବେ ଏଥିରେ ଆପଣଙ୍କ ମତ କଣ ଆମକୁ କମେନ୍ଟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *