‘କୋଟିଏ ଟଙ୍କା ଦେଲେ ବି ମୋ ଭାଇ ଆସିବନି’ Arindam ଙ୍କ ଭଉଣୀ କାନ୍ଦି କାନ୍ଦି ମିଡିଆ ଆଗରେ ଉଠାଇଲେ କିଛି ଏମିତି ପ୍ରଶ୍ନ, Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅ-କା-ଳ ବି-ୟୋ-ଗ ପରେ ସାରା ଓଡିଶାରେ ତାଙ୍କର ହିଁ ଚର୍ଚା ହେଉଛି । ଅରିନ୍ଦମ ଜଣେ ଭଲ ସାମ୍ବାଦିକ ହେବା ସହ ଜଣେ ଭଲ ମଣିଷ ମଧ୍ୟ ଥିଲେ । ସେ ବାପା ମାଙ୍କ ଗୋଟିଏ ପୁଅ ଥିଲେ । ଗତ କାଲି ମହାନଦୀ ପାଣିରେ ବୁଡି ତାଙ୍କର ଅ-କା-ଳ ବି-ୟୋ-ଗ ଘ-ଟି-ଥି-ଲା । ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ପରିବାର ଲୋକ ।

ଗତ କିଛି ସମୟ ହେବ ତାଙ୍କ ଭଉଣୀଙ୍କ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ତାଙ୍କ ଭଉଣୀ କାନ୍ଦି କାନ୍ଦି ଏପରି କିଛି କଥା କହୁଛନ୍ତି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅରିନ୍ଦମଙ୍କ ଭଉଣୀ ଗଣ ମାଧ୍ୟମ ସାମ୍ନାକୁ ଆସି କହିଥିଲେ-‘ ପାଣିକୁ ଯିବା ପାଇଁ ସେମାନଙ୍କୁ ପର୍ମିସନ କିଏ ଦେଲା । ପାଣିକୁ ଯିବାର ନଥିଲା । ଓଡ୍ରାଫ ଟିମ ଏତିକି, ଏତିକି ଲୋକ ଗୋଟେ ହାତୀକୁ ବଞ୍ଚାଇବେ । ହାତୀ ମ-ରି-ଗ-ଲେ କଣ ହେଇ ଯାଉଛି ହାତୀ କେବେ ପାଣିରେ ବୁ-ଡି ମ-ଲା-ଣି । ହାତୀ ପାଣିରେ ପହଁରା ଶିଖିଛି ସେ ପଳେଈ ଆସିବ’

ଏହାପରେ ଆଗକୁ ତାଙ୍କ ଭଉଣୀ କହିଛନ୍ତି-‘ ତମେ ମାନେ ହାତୀକୁ ଉଧାର କରିବା ପାଇଁ ଲୋକର ଜୀବନ ଦେଲ । ଆଜି ମୋ ଭାଇକୁ ମୋତେ କିଏ ଦେଇପାରିବ । କୋଟି କୋଟି ଟଙ୍କା ଦେଲେ ବି ମୋ ଭାଇ ଆସିବ ନାହିଁ । ମୋ ଭାଇକୁ ଦେଇପାରିବ, ତା ସ୍ତ୍ରୀକୁ ସ୍ଵାମୀ ଟି ଦେଇପାରିବ ମୋ ମା କେମିତି ବଞ୍ଚିବ । ମୋ ଛୁଆ ରାତି ଅଧରେ ବି ଅର୍ଡର କରିଲେ ତାଙ୍କ ମାମୁ ଆସି ପହଞ୍ଚି ଯାଏ’ ।

ଆଗକୁ ତାଙ୍କ ଭଉଣୀ କହିଛନ୍ତି-‘ତା ଛୁଆ ଏବେ କଣ କରିବ । ଏଠି ଲୋକର ଜୀବନ ଅଧିକ ନା ହାତୀର । ହାତୀ ପାଇଁ ତାକୁ କାହିଁକି ପଠେଇଲ, ପର୍ମିସନ କିଏ ଦେଲା । ଏତେ ସ୍ରୋ-ତ ପାଣିରେ ଯିବା ପାଇଁ କାହିଁକି ପର୍ମିସନ ଦେଲ’ । ବନ୍ଧୁଗଣ ଏହି ପରି ଭାବରେ ଅନେକ ପ୍ରଶ୍ନ କରିଛନ୍ତି ଅରିନ୍ଦମଙ୍କ ଭଉଣୀ । ତାଙ୍କ କଥା ଶୁଣିଲେ ଆପଣ ମାନଙ୍କ ଆଖିରୁ ଲୁହ ଝରି ଆସିବ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *