ପକେଟରେ ଥିଲା ୧୮, ପିସ୍ତଲରେ ଥିଲା ୬, ମୋଟ୍ ୨୪ ରୁ ଫୁଟିଲା ୩…କିନ୍ତୁ ଗୋପାଳ ଥିଲା ଆଉ କିଛି ପ୍ଲାନ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପିସ୍ତଲରେ ଥିଲା ୬, ପକେଟରେ ଥିଲା ୧୮ । ତେବେ ASI ଗୋପାଳକୃଷ୍ଣ ଦାସଙ୍କ ପାଖରେ ୨୪ guli ଥିଲା । ତେବେ ନିକଟ ଅତୀତରେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ଉପରେ ହୋଇଥିଲା guli mada । ତେବେ ଯେଉଁଥିରେ ନବ ଦାସଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇଯାଇଥିଲା । ତାପରେ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ଜୀବନ ଚାଲିଯାଇଥିଲା । ତେବେ ASI ଗୋପାଳ ଦାସ ଏଭଳି guliକାଣ୍ଡ କରିବାକୁ ସେଦିନ ଆସିଥିଲେ ।

ତେବେ guli କରିବା ପାଇଁ ତାଙ୍କ ପାଖରେ ମୋଟ ଭାବରେ ୨୪ ଟି guli ମହଜୁଦ ଥିଲା । ତେବେ ପିସ୍ତଲରେ ୬ ଟି ଭର୍ତ୍ତି କରିଥିବା ସ୍ଥଳେ ପକେଟରେ ୧୮ ଟି guli ସାଇତିକି ରଖିଥିଲେ । କେବଳ ସୁଯୋଗର ଅପେକ୍ଷାରେ ଥିଲା ଗୋପାଳ । ସମସ୍ତଙ୍କ ସହିତ ଭଲ ଭାବରେ କଥାବାର୍ତ୍ତା କରି ମିଳିମିଶି ଗୋପାଳ ସେହି ସ୍ଥାନରେ ରହିଥିଲା । ତାପରେ ଯେତେବେଳେ ମନ୍ତ୍ରୀ ନବ ଦାସଙ୍କ ଗାଡି ଆସି ବ୍ରଜରାଜନଗର ଗାନ୍ଧି ଛକ ନିକଟରେ ପହଞ୍ଚିଥିଲା ।

ତେବେ ଗୋପାଳ ଆରମ୍ଭ କରିଦେଇଥିଲା guli କାଣ୍ଡ । ପ୍ରଥମେ ନିଜର ପିସ୍ତଲରେ ଥିବା ୬ ଟି guli ମଧ୍ୟରୁ ୩ ଟି guli ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଚଳାଇ ଦେଇଥିଲା । ହେଲେ ମନ୍ତ୍ରୀ ଛ-ଆତିରେ ଗୋଟିଏ guli ବାଜି ଏପଟେ ପଶି ସେପଟେ ବାହାରି ଯାଇଥିଲା । ତେବେ ଗୋପାଳ ଦାସ ପାଖରେ ଥିବା ଅନ୍ୟ ସବୁ guliକୁ ନେଇ ଦରକାର ପଡିଥିଲେ ଅନ୍ୟ ଲୋକଙ୍କ ଉପରେ ମଧ୍ୟ ଗୋପାଳ guli ବର୍ଷଣ କରିଥାନ୍ତା ।

ହେଲେ ସେପରି କିଛି କରିବା ପୂର୍ବରୁ ସ୍ଥାନୀୟ ଲୋକ ଓ ପୋଲିସ ମିଶି ଗୋପାଳ ଦାସ ଉପରେ କାବୁ କରିଦେଇଥିଲେ । ତେବେ ଗୋପାଳ ଦାସ ଏପରି ଭାବରେ ମନ୍ତ୍ରୀ ନବ ଦାସଙ୍କୁ ଟାର୍ଗେଟ କରି guliକାଣ୍ଡ କରିବା ପଛର ରହସ୍ୟ ଏବେ ପର୍ଯ୍ୟନ୍ତ ମଧ୍ୟ ଉନ୍ମୋଚନ ହୋଇପାରିନାହିଁ । ତେବେ ASI ଗୋପାଳ ଦାସର କିଛି ବ୍ୟକ୍ତିଗତ ଶତ୍ରୁତା ମନ୍ତ୍ରୀ ନବ ଦାସଙ୍କ ସହ ରହିଥିଲା ।

ନା କାହାର କହିବା ଅନୁଯାଇ ଗୋପାଳ ଦାସ ଏପରି କରିବାକୁ ସାଗସ କରିଥିଲା ତାହା ଏବେ ପର୍ଯ୍ୟନ୍ତ ମଧ୍ୟ ପ୍ରଶ୍ନବାଚୀ ହୋଇ ରହିଛି ? ତେବେ ଗୋପାଳ ଦାସର ମାନସିକ ସ୍ଥିତିରେ ବିକୃତି ରହିଛି ବୋଲି ଖବର ମିଳିଥିଲା । ତାହା କେତେ ଦୂର ସତ୍ୟ ତାହା ତଦନ୍ତ ପରେ ଆଗାମୀ ସମୟରେ ନିହାତି ଭାବରେ ଶୁଣିବାକୁ ମିଳିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *