ଭାରତର ଏହି ସ୍ଥାନରେ ଲୁଚା ଯାଇଛି ସବୁଠୁ ଅଧିକ ସୁନା ! 99 % ଲୋକ ଜାଣି ନଥିବେ

ବନ୍ଧୁଗଣ କୁହାଯାଏ ଭାରତକୁ ଯେତେ ଲୁଟା ଯାଇଥିଲା ସେମିତି ଅନ୍ୟ କେଉଁ ଦେଶକୁ ଲୁଟା ଯାଇ ନଥିଲା । ଭାରତକୁ ଏମିତିରେ ସୁନାର ପକ୍ଷୀ କହୁ ନଥିଲେ କାରଣ ଭାରତରେ ସବୁଠାରୁ ଅଧିକ ସୁନା ଲୁଟା ଯାଇଛି । ହେଲେ ବିଦେଶୀ ମାନେ ସେହି ସବୁ ସୁନା ଗୁଡିକ ଲୁଟି ଥିଲେ ଯାହା ମାଟି ଉପରେ ଥିଲା ମାଟି ତଳେ ଥିବା ସୁନା ବିଷୟରେ ସେମାନେ ଜାଣି ନଥିଲେ । ଆଜି ଭାରତ ପାଖରେ ବହୁତ ସାରା ସୁନା ଅଛି ଖାଲି ଖନନ କରିବା ଦରକାର । ସମୟ ସହିତ ଗୋଟେ ପରେ ଗୋଟେ ସୁନା ଖଣିର ଠିକଣା ମିଳୁଛି ।

କୁହାଯାଏ ସୋନ ଭଦ୍ରରେ ଯେଉଁ ସୁନା ପାହାଡ ଅଛି ସେହି ସ୍ଥାନରେ ଏତେ ସୁନା ଅଛି ଯାହା ବିଷୟରେ କୌଣସି ଲୋକ କଳ୍ପନା କରିପାରିବ ନାହିଁ । ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଅଧିକ ସୁନା ବାହାରିଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି କର୍ଣ୍ଣାଟକ । କର୍ଣ୍ଣାଟକରେ ଦୁଇଟି ସୁନାର ଭଣ୍ଡାର ରହିଛି । ପ୍ରଥମଟି ହେଉଛି କୋଲର ଗୋଲ୍ଡ ଫିଲ୍ଡ ଓ ଦ୍ଵିତୀୟଟି ହେଉଛି ହୁଟି ଗୋଲ୍ଡ ମାଇନ୍ସ । ବନ୍ଧୁଗଣ କୋଲର ଗୋଲ୍ଡ ଫିଲ୍ଡ ଦୁନିଆର ସବୁଠାରୁ ଗଭୀର ସୁନା ଖଣି ଅଟେ । ଭାରତରେ ଏମିତି ବହୁତ ଗୋଲ୍ଡ ଫିଲ୍ଡ ଅଛି ହେଲେ କୋଲର ଗୋଲ୍ଡ ଫିଲ୍ମ ଭାରତକୁ ୨୮.୭ ପ୍ରତିଶତ ସୁନା ଦେଇଛି । କର୍ଣ୍ଣାଟକରେ ଏମିତି ଆହୁରି ୧୪ଟି ସୁନା ଖଣି ମିଳିଛି ଯେଉଁଠି ବହୁତ ଶୀଘ୍ର ଖନନ ଆରମ୍ଭ ହେବ ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି ହୁଟି ଗୋଲ୍ଡ ମାଇନ । ହୁଟି ଗୋଲ୍ଡ ମାଇନ ମଧ୍ୟ କର୍ଣ୍ଣାଟକରେ ଅବସ୍ଥିତ । ହୁଟି ଗୋଲ୍ଡ ମାଇନ ଆଜି ମଧ୍ୟ ଭାରତକୁ ସୁନା ଦେଉଛି । ଗୋଟେ ଦିନରେ ପାଖା ପାଖି ୭ ରୁ ୮ କିଲୋ ସୁନା ଏହି ସ୍ଥାନରୁ ବାହାର କରାଯାଏ । ପ୍ରତି ବର୍ଷ ଏହି ସ୍ଥାନରେ ୧୭୦୦ ରୁ ଅଧିକ କିଲୋ ସୁନା ବାହାରେ । ୨୦୨୧ରୁ ହୁଟି ଗୋଲ୍ଡ ମାଇନର ପ୍ରଡ଼କ୍ସନ ଡବଲ ହୋଇଯିବ ଯାହାଫଳରେ ପ୍ରତି ବର୍ଷ ଏହି ସ୍ଥାନରେ ୩୫୦୦ କିଲୋ ସୁନା ବାହାରି ପାରିବ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ଆନ୍ଧ୍ର ପ୍ରଦେଶ । ଭାରତର ଦ୍ଵିତୀୟ ଅଧିକ ସୁନା ଉତ୍ପାଦକ ରାଜ୍ୟ ହେଉଛି ଆନ୍ଧ୍ର ପ୍ରଦେଶ । ଆନ୍ଧ୍ର ପ୍ରଦେଶରୁ ମଧ୍ୟ ପ୍ରତି ବର୍ଷ ୭ ଲକ୍ଷ ଟନରୁ ଅଧିକ ସୁନା ବାହାରିଥାଏ । ଆନନ୍ଦପୁର ଜିଲ୍ଲାରେ ରାମାଗିରି ଆନ୍ଧ୍ର ପ୍ରଦେଶର ସବୁଠାରୁ ବଡ ସୁନା ଖଣି ଅଟେ । ଏହି ସ୍ଥାନଟିକୁ ଭାରତର ସୁନା ଭଣ୍ଡାର କୁହାଯାଏ । ଏହି ସ୍ଥାନରୁ ମଧ୍ୟ ପ୍ରତି ଦିନ ବହୁତ ଅଧିକ ସୁନା ବାହାର କରାଯାଇଥାଏ ।

Leave a Reply

Your email address will not be published. Required fields are marked *