ବୟସ ମାତ୍ର 5 ବର୍ଷ, ହେଲେ ପାଟିରେ ଅନର୍ଗଳ ଶିବ ତାଣ୍ଡବ, ଏମିତି ଅନନ୍ୟ ପ୍ରତିଭା ଦେଖିଲେ ଆପଣ ବି କରିବେ ପ୍ରଶଂସା ! ଦେଖନ୍ତୁ Video

ବନ୍ଧୁଗଣ ସୋ-ସି-ଆ-ଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯେଉଁଠି ମଣିଷ ନିଜର ଟ୍ୟାଲେନ୍ଟ ଓ ପ୍ରତିଭା ଦେଖାଇ ବହୁତ ସହଜରେ ଫେମସ ହୋଇପାରିବ । ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ମଣିଷ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ହୋଇ ରହୁଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘ-ଟୁ-ଥି-ବା ସମସ୍ତ ଘ-ଟ-ଣା ଓ ଖବର ବିଷୟରେ ଜାଣି ପାରୁଛନ୍ତି ।

ଗତ କିଛି ସମୟ ହେବ ଏକ କୁନି ଝିଅଟି ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ଅଛି । ବନ୍ଧୁଗଣ ଏହି କୁନି ଛୁଆର ବୟସ କମ ଥିଲେ ମଧ୍ୟ ତାଙ୍କ ପାଖରେ ଅସାଧାରଣ ପ୍ରତିଭା ଅଛି । ଯେକୌଣସି ପ୍ରଶ୍ନର ଉତ୍ତର ଫଟାକ ସେ ଦେଉଛନ୍ତି । ଆପଣ ମାନଙ୍କୁ ଏହି କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଆଜି ଆମେ ଆପଣ ମାନଙ୍କୁ ଏହି କୁନି ଛୁଆ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଥିବା ଏହି କୁନି ଝିଅଟି ବହୁତ ସୁନ୍ଦର ଭାବରେ ଶିବ ତା-ଣ୍ଡ-ବ ଗାଉଛନ୍ତି । ଶିବ ତା-ଣ୍ଡ-ବ ସହ ଗାୟତ୍ରୀ ମନ୍ତ୍ର ଓ କର୍ପୁର ଆଳତି ମନ୍ତ୍ର ଅନର୍ଗଣ ଗାଉଛନ୍ତି । ଏହି କୁନି ଝିଅ ଜଣକ ହେଉଛନ୍ତି ବାଲିଅନ୍ତା ରାମଚନ୍ଦ୍ର ପୁରର ପ୍ରଭାନ ଦାସଙ୍କ ୫ ବର୍ଷର ଝିଅ ତମନ୍ନା । ତମନ୍ନାଙ୍କ ବୟସ କମ ଥିଲେ ମଧ୍ୟ ସେ ଅସାଧାରଣ ପ୍ରତିଭା ରଖିଛନ୍ତି । କେବଳ ମନ୍ତ୍ର ନୁହେଁ ସେ ୪୦୦ ରୁ ଅଧିକ ପ୍ରଶ୍ନର ଉତ୍ତର ଚଟାପଟ ଦେଇପାରିବେ ।

ତମନ୍ନାଙ୍କ ମତରେ, ତାଙ୍କୁ ଏହି ସମସ୍ତ ଶିକ୍ଷା ତାଙ୍କ ବାପା ମା ଦେଇଛନ୍ତି । ବାପା ମା ତାଙ୍କୁ ସଂସ୍କୃତ ଓ ଶ୍ଳୋକ ଆଦି ପଢାଇ ଛନ୍ତି । ତମନ୍ନାଙ୍କ ମାଙ୍କ ମତରେ, ତାଙ୍କ ଝିଅ ପ୍ରଥମେ ସାଧାରଣ ଜ୍ଞାନରୁ ନିଜ ପାଠ ପଢା ଆରମ୍ଭ କରିଥିଲେ । ଧୀରେ ଧୀରେ ସେ ସବୁ ପାଠ ଅତି ସହଜରେ ମନ ରଖିଦେଲା । ଏବେ ସେ ପାଖା ପାଖି ୩୦୦ରୁ ଅଧିକ ପ୍ରଶ୍ନ ଓ ତାର ଉତ୍ତର ମନେ ରଖିଛି ।

ଏହା ସହ ସେ ୭ ରୁ ୮ଟି ଶ୍ଳୋକ ମଧ୍ୟ ବୋଲି ପାରୁଛି । ତମନ୍ନା ଯେତେବେଳେ ୩ ବର୍ଷର ହୋଇଥିଲେ ସେତେବେଳେ ତାଙ୍କ ଭିତରେ ଥିବା ପ୍ରତିଭା ବିଷୟରେ ଜଣା ପଡିଯାଇଥିଲା । ତାଙ୍କ ସ୍ମରଣ ଶକ୍ତି ଏତେ ପ୍ରଖର ଥିଲା ଯେ, ସେ ଯାହା ବି ପଢୁଥିଲେ ସଙ୍ଗେ ସଙ୍ଗେ ମନ ରଖୁଥିଲେ ।

ତମନ୍ନାଙ୍କ ଏହି ପ୍ରତିଭା ଦେଖି ତାଙ୍କ ପରିବାର ଓ ସାହି ପଡିଶା ତାଙ୍କର ବହୁତ ପ୍ରଶଂସା କରନ୍ତି । ସୋ-ସି-ଆ-ଲ ମି-ଡି-ଆରେ ବର୍ତ୍ତମାନ ତମନ୍ନା ବହୁତ ଚର୍ଚାରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ତମନ୍ନାଙ୍କ ପ୍ରତିଭା କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *