ଦେଶ ଛାଡିବେ King Khan ? Shahrukh ଙ୍କୁ ପାକିସ୍ଥାନ ରୁ ଆସିଲା ଅଫର, ଲେଖା ହୋଇଥିଲା କିଛି ଏମିତି….ଦେଖନ୍ତୁ Video

ବନ୍ଧୁଗଣ ବଲିଉଡର ପ୍ରସିଦ୍ଧ ଅଭିନେତା ଶାହରୁଖ ଖାନଙ୍କ ପୁଅ ଅରିୟାନ ଖାନ ମୁମ୍ବାଇ କୃଶ ଡ୍ର-ଗ ପାର୍ଟିରେ ଗି-ର-ଫ ହେବା ପରେ ଅରିୟାନଙ୍କ ଚର୍ଚା ସମସ୍ତ ସ୍ଥାନରେ ହେଉଛି । କେବଳ ଭାରତ ନୁହେଁ ବନ୍ଧୁଗଣ ଅରିୟାନଙ୍କ ଚର୍ଚା ପାକିସ୍ତାନରେ ବି ହେଉଛି । ପାକିସ୍ତାନ ଲୋକ ଶାହରୁଖ ଖାନଙ୍କୁ ସମର୍ଥନ କରିବା ସହ ଅରିୟାନଙ୍କ ଗି-ର-ଫକୁ ନାପସନ୍ଦ କରିଛନ୍ତି ।

ବନ୍ଧୁଗଣ ଦିନକୁ ଦିନ ଏହି ମାମଲାଟି ନୂଆ ମୋଡ ନେଉଛି । ଏହାରି ମଧ୍ୟରେ ପାକିସ୍ତାନର ଲୋକପ୍ରିୟ ନ୍ୟୁଜ ଏଙ୍କର ୱାକାର ଜାକାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ୱାକାର ଜାକା ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉଣ୍ଟରେ ଏକ ପୋ-ଷ୍ଟ ସେ-ୟା-ର କରିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ ।

ବନ୍ଧୁଗଣ ୱାକାର ଜାକା ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ଲେଖିଛନ୍ତି- ‘ଶାହରୁଖ ସାର ଆପଣ ଭାରତ ଛାଡି ପାକିସ୍ତାନ ଆସିଯାନ୍ତୁ । ଆପଣ ନିଜ ପରିବାର ସହ ପାକିସ୍ତାନ ଆସିଯାନ୍ତୁ’ । ବନ୍ଧୁଗଣ ୱାକାର ଜାକାଙ୍କ ଏହି ପୋ-ଷ୍ଟ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେବାକୁ ଲାଗୁଛି । କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ ଲେଖି କହିଛନ୍ତି ଯେ-‘ବର୍ତ୍ତମାନ ମୋଦୀ ସରକାର ଆପଣଙ୍କୁ ବହୁତ ହଇରାଣ କରୁଛନ୍ତି ।

ତାଙ୍କ ସହ ଏନସିବି ଆପଣଙ୍କ ସହ ଯାହା କରିଲା ତାକୁ ଆମେ ନିନ୍ଦା କରୁଛୁ’ । ଏହା ସଂପୂର୍ଣ୍ଣ ଭୁଲ ବୋଲି କହିଛନ୍ତି ୱାକାର । ୱାକାରଙ୍କ ଏହି କଥା ପାଇଁ ତାଙ୍କୁ କିଛି ଲୋକ ସମର୍ଥନ କରୁଥିବା ବେଳେ କିଛି ଲୋକ ତାଙ୍କୁ ଟ୍ରୋ-ଲ ମଧ୍ୟ କରୁଛନ୍ତି ।

ଡ୍ର-ଗ ପା-ର୍ଟି ମା-ମ-ଲା-ରେ ଫ-ସି ଆରିୟାନ ଖାନ ଜେ-ଲ-ରେ ଅଛନ୍ତି । ବାରମ୍ବାର ଜାମିନ ଆପ୍ଳାଏ ହେଉଥିଲେ ମଧ୍ୟ କୋ-ର୍ଟ କିନ୍ତୁ ଜାମିନ ଦେଉ ନାହାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *