ସୁର ଭାଇ (Sura Routray) ଓ ପତ୍ନୀ Mani Routray ଙ୍କ କେମେଷ୍ଟ୍ରିକୁ ନେଇ ମାର୍କେଟ କୁ ଆସିଲା ଏକ ଭିନ୍ନ ସ୍ବାଦର ମ୍ୟୁଜିକ ଆଲବମ, ଦେଖନ୍ତୁ Video

ରଙ୍ଗବତୀ ଗୀତରେ ବେଶ୍ ପ୍ରସଂଶା ଆଉ ଲୋକପ୍ରିୟତା ସାଉଁଟି ଥିବା ଲୋକପ୍ରିୟ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ନେଇ ପୁଣି ଥରେ ଜାପାନୀ ଭାଇଙ୍କ ନିର୍ଦ୍ଦେଶନାରେ ଭେଟି ଦେବାକୁ ଯାଉଛନ୍ତି ଆଉ ଏକ ଭିନ୍ନ ସ୍ବାଦର ମ୍ୟୁଜିକ ଭିଡିଓ । ଯେଉଁଥିରେ ସୁରଙ୍କ ସମେତ ତାଙ୍କ ଘରଣୀଙ୍କୁ ବି ଦେଖିବାକୁ ମିଳିବ । ତେବେ ନିକଟରେ ଏହି ମ୍ୟୁଜିକ୍ ଭିଡିଓର ସୁ-ଟିଂ ସରିଛି ।

ବନ୍ଧୁଗଣ କଂଗ୍ରେସ ବିଧାୟକ ସୁର ରାଉତରାୟ ନିଜ ସମାଜ ସେବା ନିଜ କ-ଡା ବୟାନ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚାରେ ରୁହନ୍ତି । ହେଲେ ବର୍ତ୍ତମାନ ସୁର ଭାଇଙ୍କର ଏକ ଅଲଗା ରୂପ ଦେଖିବାକୁ ମିଳିଛି । ଏହି ରୂପକୁ ଆପଣ ମାନେ କେବେବି ଦେଖି ନଥିବେ ଓ ଆଜି ଆମେ ଆପଣ ମାନଙ୍କୁ ସୁର ଭାଇଙ୍କ ଏହି ରୂପ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଜାପାନୀ ଭାଇଙ୍କ ନିର୍ଦ୍ଦେଶନାରେ ସୁର ଭାଇଙ୍କ ଅନ୍ୟ ଏକ ମ୍ୟୁଜିକ ଭିଡିଓ ରିଲିଜ ହେବାକୁ ଯାଉଛି । ସୁ-ଟି-ଙ୍ଗ ସେ-ଟର ଏକ ଭିଡିଓ ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ସୁର ଭାଇ ନିଜ ପତ୍ନୀଙ୍କୁ ହଗ୍ କରି ‘ଆଇ ଲଭ ୟୁ ମାନି’ କହୁଥିବାର ନଜର ଆସୁଛନ୍ତି । ସୁର ଭାଇଙ୍କ ଏହି ରୋମାଣ୍ଟିକ ଅନ୍ଦାଜକୁ ସମସ୍ତ ଲୋକ ବେସ ପସନ୍ଦ କରୁଛନ୍ତି  ।

ଆଗାମୀ ସମୟରେ ଆପଣ ମାନେ ସୁର ଭାଇଙ୍କୁ ଏକ ନୂଆ ଆଲବମରେ ଦେଖିବାକୁ ପାଇବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୁର ଭାଇଙ୍କ ଏହି ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *