ଫେମସ ରିୟାଲିଟି ଶୋ’ “Sa Re Ga Ma Pa” ରେ ଉଠିଲା ରସଗୋଲା ବିବାବ, କଟକି ଅନ୍ଦାଜରେ ଜବାବ ଦେଇ ଜଜ୍ ମାନଙ୍କ ମୁହଁ ବନ୍ଦ କରିଦେଲେ ଏହି ଓଡିଆ ଝିଅ, ଦେଖନ୍ତୁ viral video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଗାୟିକା ସ୍ଥିତିପଦ୍ମାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଓଡିଶାର ସ୍ଥିତିପଦ୍ମା ହିନ୍ଦୀ ରିଆଲିଟି ସୋ ‘ସାରେ ଗାମା ପା’ରେ ଅଂଶ ଗ୍ରହଣ କରିଥିଲେ । ତେବେ ରସଗୋଲା ତ ଆପଣ ମାନେ ନିଶ୍ଚୟ ଖାଇ ଥିବେ । ରସଗୋଲା ଓଡିଶାର ନା ପଶ୍ଚିମବଙ୍ଗର, ବନ୍ଧୁଗଣ ଏମିତି ଏକ ବି-ବା-ଦୀ-ୟ ପ୍ରଶ୍ନର ରୋକଠୋକ ଉତ୍ତର ଦେଇଥିଲେ ସ୍ଥିତିପଦ୍ମା ।

ବନ୍ଧୁଗଣ ‘ସାରେ ଗାମା ପା’ ରିଆଲିଟି ସୋରେ ଜଜ୍ ହିମେଶ ରେଶମୀୟା ସ୍ଥିତିପଦ୍ମାଙ୍କୁ ଏକ ବି-ବା-ଦୀ-ୟ ପ୍ରଶ୍ନ ପଚାରିଥିଲେ । ହିମେଶଙ୍କ ପ୍ରଶ୍ନ ଥିଲା ରସଗୋଲା କେଉଁଠି କାର ?, ଏହି ପ୍ରଶ୍ନର ରୋକଠୋକ ଉତ୍ତର ଦେଇ ସ୍ଥିତିପଦ୍ମା କହିଥିଲେ-‘ଜୟ ଜଗନ୍ନାଥ ରସଗୋଲା ଆମର’ । ବନ୍ଧୁଗଣ ସ୍ଥିତିପଦ୍ମାଙ୍କ ଏହି ଉତ୍ତର ଆମ ଓଡିଶା ବାସୀଙ୍କ ମନକୁ ଜିତି ଦେଇଥିଲା ।

ତାଙ୍କର ଏହି ଭିଡିଓ କ୍ଲିପ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ମଧ୍ୟ ହୋଇଛି ଓ ଲୋକମାନେ ତାଙ୍କର ବହୁତ ପ୍ରଶଂସା କରିଛନ୍ତି । ସ୍ଥିତିପଦ୍ମା ଏକ ସାକ୍ଷାତ୍କାରରେ ଏହି ଭିଡିଓ ବିଷୟରେ କହିଛନ୍ତି । ସ୍ଥିତିପଦ୍ମା ସେହି ଭିଡିଓରେ କହିଛନ୍ତି-‘ସମସ୍ତଙ୍କୁ ଜୟ ଜଗନ୍ନାଥ । ମୁ ଜାଣି ନଥିଲି ସେହି ଭିଡିଓ କ୍ଲିପଟି ଏତେ ଭା-ଇ-ରା-ଲ ହୋଇଯିବ ବୋଲି । ଆମ ଓଡିଶା ବାସୀଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ସେମାନଙ୍କୁ ଏହି ଭିଡିଓଟି ଭଲ ଲାଗିଲା’ ।

ଆଗକୁ ସ୍ଥିତିପଦ୍ମା କହିଛନ୍ତି-‘ମୁ ସେହି ସ୍ଟେଜରେ ଆମ ପ୍ରଭୁ ଜଗନ୍ନାଥଙ୍କ ନାମ ନେଲି ଓ ମୋ ମନରେ ଯାହା ଆସିଲା ମୁ ଓଡିଆରେ କହିଦେଲି । ସେହି ଭିଡିଓ କ୍ଲିପ ପରେ ମୋର ପର୍ଫରମାନ୍ସ ଥିଲା ଯଦି ମୋ ପର୍ଫରମାନ୍ସଟି ଭିଡିଓ ଥାନ୍ତା ତା ହେଲେ ମୁ ଆହୁରି ଖୁସି ହୋଇଥାନ୍ତି । ମୁ ସେହି ସ୍ଟେଜରେ ମୋ ଭାଷା ଆଉ ମୋ ପ୍ରଭୁଙ୍କ ନାମ ନେଇଛି ଆଉ ମୁ କଣ କହିବି’ ।

ବନ୍ଧୁଗଣ ସ୍ଥିତିପଦ୍ମା ନିଜର ଏହି ଭିଡିଓ କ୍ଲିପ ପାଇଁ ବର୍ତ୍ତମାନ ବହୁତ ଚର୍ଚାରେ ଅଛନ୍ତି ଓ ଲୋକମାନେ ତାଙ୍କର ବହୁତ ପ୍ରଶଂସା ମଧ୍ୟ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସ୍ଥିତିପଦ୍ମାଙ୍କ ଏହି ଭା-ଇ-ରା-ଲ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *